କେବଳ ୫ ମିନିଟରେ ପୁରୁଣା ରୁ ପୁରୁଣା ଦାନ୍ତ ବିନ୍ଧା ଠିକ ହୋଇଯିବ |

toth

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ ଏମିତି ଏକ ଚମତ୍କାରୀ ଘୋରଇ ଉପଚାର ନେଇ କରି ଆସିଛୁ ଜାହା ଦ୍ୱାରା ଆପଣ ମାନେ ନିଜର ଦାନ୍ତ ଯନ୍ତ୍ରଣା କେବଳ 5 ମିନିଟ୍ ମଧ୍ୟ ରେ ସେଷ କରି ପାରିବେ , ବନ୍ଧୁଗଣ ଦାନ୍ତ ରେ ପୋକ ଲାଗିବା ଏବଂ କଷ୍ଟ ହେବା ସେହି ଜିନିଷ ଅଟେ ଜାହା ଆମେ ମାନେ ପ୍ରତି ଦିନ ଖାଇ ଥାନ୍ତି । ଖାଦ୍ୟ ଖାଇବା ପରେ ଦାନ୍ତ ସିଠିକ୍ ଭାବେ ସଫା ନ ହେବା କାରଣ ରୁ ହିଁ ଏମିତି ଅସୁବିଧା ଆମ ମାନଙ୍କ ସହିତ ଦେଖିବା ପାଇଁ ମିଳେ, ସେମିତି ରେ ଆମେ ଆଜି ଆପଣ ମନଙ୍କୁ ଗୋଟିଏ ରାତି ମଧ୍ୟ ରେ ଯଦି ଆପଣ ମାନଙ୍କ ଦାନ୍ତ ରେ ପୋକ ଲାଗିଛି ତେବେ ଏହାକୁ ଭଲ କରିବା ଉପୟ ବିଷୟ ରେ କହିବୁ ।j

ଏହା ପାଇଁ ଆପଣ ମାନଙ୍କୁ ଗୋଟିଏ ନିସ୍କା ପ୍ରସ୍ତୁତ କରିବା ପାଇଁ ପଡିବ ପ୍ରଥମେ ଏହା ପାଇଁ ଜରୁରୀ ଲବଙ୍ଗ ଏବଂ ପରେ ଆପଣ ମାନଙ୍କୁ ସୋରିଷ ତେଲ ର ଆବଶ୍ୟକତା ରହିଛି । ଏବଂ ସେଷ ରେ ଆପଣ ମାନଙ୍କୁ ଆବଶ୍ୟକ ଫିଟିକିରି ଗୁଣ୍ଡ ,ଏହା ପାଇଁ ଆପଣ ମାନଙ୍କୁ ପ୍ରଥମେ ଦୁଇ ରୁ ତିନୋଟି ଲବଙ୍ଗ ନିଅନ୍ତୁ ଏବଂ ପରେ ଏହାକୁ ଗୁଣ୍ଡ କରନ୍ତୁ ,ଏବଂ ପରେ ଆପଣ ମାନେ ସେହି ଗୁଣ୍ଡ କୁ ସେହି ପୋକ ଲାଗି ଥିବା ସ୍ଥାନ ରେ ରଖନ୍ତୁ ଏବଂ ପାଟି କୁ କିଛି ସମୟ ବନ୍ଧ କରି ରଖନ୍ତୁ ସେହି ଠାରେ ଉତ୍ପନ୍ନ ହେଉ ଥିବା ଲାଳ କୁ ଆପଣ ମାନେ ଫିଙ୍ଗନ୍ତୁ ନାହିଁ । କିଛି ସମୟ ଗଲା ପରେ ହିଁ ଆପଣ ମାନେ ତାହାକୁ ଫିଙ୍ଗନ୍ତୁ ଏମିତି କରିଲେ ଆପଣ ମାନଙ୍କ କଷ୍ଟ ସଂମ୍ପର୍ଣ୍ଣ ଭାବେ ଗାୟେବ୍ ହୋଇ ଯିବ ,ସେହି ପରି ଦାନ୍ତ ରେ ଲାଗି ଥିବା ପୋକ କୁ ସେଷ କରିବା ପାଇଁ ଏକ ଚମମଚ୍ ସୋରିଷ ତେଲ ନିଅନ୍ତୁ ,toth

ଏବେ ଆପଣ ମାନେ ସେହି ଥିରେ ଏକ ଚାମଚ ଫିଟକରୀ ଗୁଣ୍ଡ ମିଶାନ୍ତୁ । ଏବେ ଆପଣ ମାନେ ଏହାର ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ ,ଏବଂ ପରେ ଆପଣ ମାନଙ୍କୁ ଅଳ୍ପ ମାତ୍ରା ରେ ତୁଳା ନେବାକୁ ପଡିବ ଏବଂ ସେଠାରେ ଆପଣ ମାନଙ୍କୁ ସେହି ତୁଳା କୁ ଭିିଜେଇ ସେହି ସ୍ଥାନ ରେ ଲଗେଇବା ପାଇଁ ପଡିବ ,ଏବଂ ଆପଣ ମାନେ ଏହାକୁ ବ୍ରସ୍ ର ବ୍ୟବହାର କରି ପାରିବେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଉପଶମ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *