ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହାଭାରତ ଗ୍ରନ୍ଥ ରେ ମନୁଷ୍ୟକୁ ଭୋଜନ କରିବା ସମୟ ରେ କିଛି ବହୁତ ଜରୁରୀ ନିୟମ ବିଷୟ ରେ କୁହାଯାଇଛି ଯଦି କୌଣସି ମନୁଷ୍ୟ ଏହି ନିୟମ ର ପାଳନ କରି ଭୋଜନ କରିବ ତେବେ ସେ ଆରୋଗ୍ୟ ସହିତ ସୁଖ ସମୃଦ୍ଧି ବୈଭବ ର ପ୍ରାପ୍ତି ହୋଇଥାଏ , ଶାସ୍ତ୍ର ରେ କୁହାଯାଇଥିବା ଏହି ନିୟମ ବୈଜ୍ଞାନିକ ଦୃଷ୍ଟି କୈଣ ରେ ବର୍ଣ୍ଣିତ । ଏହି ପ୍ରକାର ଭୋଜନ କରିବା ଦ୍ୱାରା ମନୁଷ୍ୟ ସବୁ ଦେବୀ ଦେବତା ଙ୍କ ର ଆଶୀର୍ବାଦ ପ୍ରାପ୍ତ କରିଥାଏ ଆପଣ ମାନେ ବି ଭୋଜନ କରିବା ସମୟ ରେ ଏହି ନିୟମ କୁ ଅବଶ୍ୟ ପାଳନ କରନ୍ତୁ , ତେବେ ଆସନ୍ତୁ ଜାଣିବା ସେହି ନିୟମ ବିଷୟ ରେ ।
ତେବେ ବନ୍ଧୁଗଣ ପ୍ରଥମେ ଭୋଜନ କରିବା ଆଗରୁ ପାଦ ହାତ ମୁଖ କୁ ଭଲ ଭାବରେ ଧୋଇ କି ଭୋଜନ କରିବା ଉଚିତ , ଭୋଜନ ଆଗରୁ ଅନ୍ନ ଦେବତା ଏବଂ ଅନ୍ନ ପୁର୍ଣ୍ଣା ମାତା ଙ୍କ ର ସ୍ତୁତି ବୋଲି ତାଙ୍କୁ ଧନ୍ୟବାଦ ଦେଇ ସବୁ ଭୋକିଲା ପ୍ରାଣୀ ଙ୍କୁ ଭୋଜନ ପ୍ରାପ୍ତ ହେଉ ବୋଲି ଇଶ୍ୱର ଙ୍କୁ ପ୍ରାର୍ଥନା କରି ଭୋଜନ ଆରମ୍ଭ କରିବା ଉଚିତ , ଭୋଜନ ବନାଉଥିବା ମହିଳା ଙ୍କୁ ସ୍ନାନ କରି ସୁଦ୍ଧ ମନରେ ମନ୍ତ୍ର ଜପ କରି ରୋଷେଇ ଘରେ ଭୋଜନ ତିଆରି କରିବା ଉଚିତ ,ସରବ୍ ପ୍ରଥମେ ତିନଟି ରୁଟି ଗୋଟିଏ ଗାଇ ପାଇଁ , ଗୋଟିଏ କୁକୁର ପାଇଂ ଏବଂ କାଉ ପାଇଁ ଅଲଗା ତିଆରି କରି ସାରି ଅଗ୍ନି ଦେବ ଙ୍କୁ ଭୋଗ ଲଗାଇ ସାରି ଘର ଲୋକ ଙ୍କୁ ଖାଇବାକୁ ଦେବା ଉଚିତ ,
\ଭୋଜନ ରୋଷେଇ ଘରେ ବସି ସମସ୍ତ ଙ୍କ ସହ କରନ୍ତୁ ଚେଷ୍ଟା କରନ୍ତୁ ପରିବାର ର ସବୁ ସଦସ୍ୟ ଙ୍କ ସହ ମିଶି ବସିକି ଭୋଜନ କରିବା ପାଇଁ । ନିୟମ ଅନୁସାରେ ଅଲଗା ଅଲଗା ଭୋଜନ କରିବା ଦ୍ୱାରା ପରିବାର ର ସଦସ୍ୟ ଙ୍କ ଭିତରେ ପ୍ରେମ ଏକତା ରହେ ନାହିଁ , ଦ୍ୱିତୀୟ ରେ ଭୋଜନ ସମୟ ସକାଳ ଏବଂ ସଂନ୍ଧ୍ୟା ସମୟ ଅଟେ କାରଣ ପାଚନ କ୍ରିୟା ର ଜଟିଳ ଅଗ୍ନି ସୁର୍ଯ୍ୟ ଦେବ ଙ୍କ ଉଦୟ ର ଦୁଇ ଘଣ୍ଟା ପରେ ଏବଂ ସୁର୍ଯ୍ୟସ୍ଥ ହେବାର ଅଧ ଘଣ୍ଟା ଆଗରୁ ରହିଥାଏ , ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ , ସେ ଯୋଗି ଏବଂ ଯେଉଁ ବ୍ୟକ୍ତି ଦୁଇ ଥର ଭୋଜନ କରେ ତାକୁ ଭୋକି ବୋଲି କୁହାଯାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।