ଏହି ୫ଟି କଥା ଆପଣେଇଲେ ଶାଶୂ ବୋହୁ ମଧ୍ୟରେ ସମ୍ବନ୍ଧ ହୋଇଥାଏ ମଜବୁତ ଓ ମଧୁର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭାରତୀୟ ସମାଜ ରେ ବିବାହ କେବଳ ଦୁଇ ଲୋକ ମାନଙ୍କ ମଧ୍ୟ ରେ ହୁଏ ନାହିଁ ଏବଂ ବିବାହ ଏକ ବଡ ପର୍ବ ଜାହା ଜିବନ ରେ ଥରେ ଆସେ ଏବଂ ଏହା ଏକ ଏମିତିକା ବନ୍ଧନ ଜାହା କେବଳ ଝିଅ ପୁଅ ମଧ୍ୟ ରେ ହୁଏ ନାହିଁ ଏହା ଦୁଇ ପରିବାର କୁ ଗୋଟିଏ କରେ ଏମିତିକା ବନ୍ଧନ ରେ ଝିଅ କୁ କେବଳ ନିଜର ସ୍ୱାମୀ ସହିତ ନୁହେଁ ବରଂ ସ୍ୱାମୀ ପରିବାର ଲୋକ ମାନଙ୍କ ସହିତ ସମ୍ମାନ ରେ ଚଳିବା ପାଇଁ ପଡେ ।sasu

ସେମିତି ରେ ଆଜି ଆମେ ଆପଣ ମାନଙ୍କୁ ଏମିତି ପାଞ୍ଚଟି କଥା ବିଷୟ ରେ କହିବୁ ଜାହା କରିଲେ ଆପଣ ମାନଙ୍କ ଶାଶୁ ସହିତ ସଂମ୍ପର୍କ ମାଆ ଝିଅ ପରି ହେବ ,ପ୍ରଥମେ ହେଲା ନିଜର ଅଭ୍ୟାସ କୁ ବଦଳାନ୍ତୁ , ଆପଣ ମାନଙ୍କ ଶାଶୁ ସବୁ ବେଳେ କାମ ପାଇଁ କିଛି ନା କିଛି କହୁଛନ୍ତି , ତେବେ ସେଠାରେ ଆପଣ ମାନେ ସବୁଠୁ ଭଲ ଚୁପ୍ ରୁହନ୍ତୁ ଆପଣ କିଛି ନ କହିଲେ ଆପଣଙ୍କ ଶାଶୁ ଙ୍କ ସ୍ୱଭାବ କିଛି ଦିନ ପରେ ବଦଳେଇବା ଆରମ୍ଭ କରିବ । ଯେତେ ହେଉ ଝଗଡା ରୁ ବଞ୍ଚିବା ପାଇଁ ଚେଷ୍ଟା କରନ୍ତୁ ନିଜର କାମ ଧ୍ୟନ ଦେଇ କରନ୍ତୁ ସବୁ ସମୟ ରେ ନିଜର ଶାଶୁ ଙ୍କୁ ଖୁସୀ କରିବା ପାଇଁ ଚେଷ୍ଟା କରନ୍ତୁ , ସେହି ପରି ନିଜର ଶାଶୁ ଙ୍କ ପ୍ରଶଂସା କରିବା କେବେ ବି ଭୁଲିବେ ନାହିଁ ,bahu

ଯଦି ଆପଣ ଙ୍କ ଶାଶୁ ଙ୍କର ନିଜର ପ୍ରଶଂସା କରିବା ଆଭ୍ୟାସ ରହିଛି ତେବେ ଆପଣ ବି ସେହି ଥିରେ ସାମିଲ୍ ହୁଅନ୍ତୁ , ସେ ବି ଆପଣଙ୍କର ହିଁ ମାଆ ସେହିଥି ପାଇଁ ଆପଣ ମାନେ ତାଙ୍କୁ ସ୍ନେହ ଦେବା କେବେ ବି ଭୁଲନ୍ତୁ ନାହିଁ ,ସବୁ ସମୟ ରେ କମ୍ କଥା ବର୍ତା କରନ୍ତୁ ଯଦି ଅଧିକ କଥା ବର୍ତା ହେଲେ ଆପଣ ଦୁହିଁଙ୍କ ମଧ୍ୟ ରେ ଝଗଡା ହେବାର ଆଶଂକା ରହୁଛି ତେବେ କଥା କମ୍ କରିବା ପାଇଁ ଚେଷ୍ଟା କରନ୍ତୁ ଦେଖିିବେ ଆପଣ ମାନଙ୍କ ଶାଶୁ ଙ୍କ ସହିତ ସଂମ୍ପର୍କ ସଠିକ୍ ରହିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *