ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଏହି ସବୁ ଫୁଲ ଅର୍ପଣ କଲେ ସବୁ ମନସ୍କାମନା ପୂରଣ ହେବ !

mahadev

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଏହି ସବୁ ଫୁଲ ଅର୍ପଣ କଲେ ସବୁ ମନସ୍କାମନା ପୂରଣ ହେବ , ମର୍ଚ୍ଚା 11 ତାରିଖ ଗୁରୁବାର ପଡୁଛି ମହାଶିବରାତ୍ରୀ ଏହାକୁ ଆମେ ଜାଗର ବୋଲି କହିଥାଉ , ଶିବରାତ୍ରୀ ଦିନ ବହୁଲୋକ ଉପବାସ କରନ୍ତି ଏବଂ ରାତିରେ ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦୀର ପରିସରରେ ଦୀପ ଜାଳି ଦେବ ଦେବ ମହାଦେବଙ୍କ ଆରଧନା କରିଥାନ୍ତି , ତେବେ ଆପଣ ଜାଣିଛନ୍ତି ମହାଶିବରାତ୍ରୀ ଦିନ କେଉଁ କେଉଁ ଫୁଲ ଅର୍ପଣ କଲେ ଭଳାନଥ ପଶ୍ରନ୍ନ ହୋଇଥାନ୍ତି ବୋଲି କୁହାଯାଏ , ତେବେ ଚାଲନ୍ତୁ ଜାଣିନେବା କେଉଁ ଫୁଲ ଶିବଙ୍କ ଅତି ପ୍ରିୟ ।shivratri

ମହଦେବଙ୍କୁ ଚମ୍ପା ଫୁଲ ଚଢାଇବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧ ବୃଦ୍ଧି ପାଇବ , ଯଦି ଆପଣ ମହାଦେବଙ୍କୁ ଅରଖ ଫୁଲ ଅର୍ପଣ କରୁଛନ୍ତି ତେବେ ବ୍ୟକ୍ତି ଦୀର୍ଘ ଆୟୁ ହୁଅନ୍ତି । ଅପେରାଜିତା ଫୁଲ ଏହା ଏକ ପବିତ୍ର ଫୁଲ ମହାଦେବଙ୍କ ପୂଜା ବେଳେ ଏହାକୁ ଅର୍ପଣ କରାଯାଏ , କନିଅର ଫୁଲ ଏହି ଫୁଲ ଭଗବାନଙ୍କୁ ଚଢାଇବା ଦ୍ୱାରା ଅତ୍ୟନ୍ତ ସୈଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ଭଗବାନ ଶିବଙ୍କୁ ମଲ୍ଲି ଫୁଲ ଚଢାଇବା ଦ୍ୱାରା ପାପ ବା ଦୋଶ କ୍ଷମା ହୋଇଥାଏ ,sh

ତେବେ ବନ୍ଧୁଗଣ ଆପଣ ଯଦି ଶିବରାତ୍ରୀ ଦିନ ଏହି ଫୁଲ ଅର୍ପଣ କରୁଛନ୍ତି ତେବେ ଭଗବାନ ଶିବଙ୍କର ଆଶ୍ରୀବାଦ ନିଶ୍ଚୟ ମିଳିବ ଏବଂ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *