ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଏହି ସବୁ ଫୁଲ ଅର୍ପଣ କଲେ ସବୁ ମନସ୍କାମନା ପୂରଣ ହେବ , ମର୍ଚ୍ଚା 11 ତାରିଖ ଗୁରୁବାର ପଡୁଛି ମହାଶିବରାତ୍ରୀ ଏହାକୁ ଆମେ ଜାଗର ବୋଲି କହିଥାଉ , ଶିବରାତ୍ରୀ ଦିନ ବହୁଲୋକ ଉପବାସ କରନ୍ତି ଏବଂ ରାତିରେ ଉଜାଗର ରହି ମହାଦୀପ ଉଠିବା ପର୍ଯ୍ୟନ୍ତ ମନ୍ଦୀର ପରିସରରେ ଦୀପ ଜାଳି ଦେବ ଦେବ ମହାଦେବଙ୍କ ଆରଧନା କରିଥାନ୍ତି , ତେବେ ଆପଣ ଜାଣିଛନ୍ତି ମହାଶିବରାତ୍ରୀ ଦିନ କେଉଁ କେଉଁ ଫୁଲ ଅର୍ପଣ କଲେ ଭଳାନଥ ପଶ୍ରନ୍ନ ହୋଇଥାନ୍ତି ବୋଲି କୁହାଯାଏ , ତେବେ ଚାଲନ୍ତୁ ଜାଣିନେବା କେଉଁ ଫୁଲ ଶିବଙ୍କ ଅତି ପ୍ରିୟ ।
ମହଦେବଙ୍କୁ ଚମ୍ପା ଫୁଲ ଚଢାଇବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧ ବୃଦ୍ଧି ପାଇବ , ଯଦି ଆପଣ ମହାଦେବଙ୍କୁ ଅରଖ ଫୁଲ ଅର୍ପଣ କରୁଛନ୍ତି ତେବେ ବ୍ୟକ୍ତି ଦୀର୍ଘ ଆୟୁ ହୁଅନ୍ତି । ଅପେରାଜିତା ଫୁଲ ଏହା ଏକ ପବିତ୍ର ଫୁଲ ମହାଦେବଙ୍କ ପୂଜା ବେଳେ ଏହାକୁ ଅର୍ପଣ କରାଯାଏ , କନିଅର ଫୁଲ ଏହି ଫୁଲ ଭଗବାନଙ୍କୁ ଚଢାଇବା ଦ୍ୱାରା ଅତ୍ୟନ୍ତ ସୈଭାଗ୍ୟ ପ୍ରାପ୍ତି ହୋଇଥାଏ ଏବଂ ଭଗବାନ ଶିବଙ୍କୁ ମଲ୍ଲି ଫୁଲ ଚଢାଇବା ଦ୍ୱାରା ପାପ ବା ଦୋଶ କ୍ଷମା ହୋଇଥାଏ ,
ତେବେ ବନ୍ଧୁଗଣ ଆପଣ ଯଦି ଶିବରାତ୍ରୀ ଦିନ ଏହି ଫୁଲ ଅର୍ପଣ କରୁଛନ୍ତି ତେବେ ଭଗବାନ ଶିବଙ୍କର ଆଶ୍ରୀବାଦ ନିଶ୍ଚୟ ମିଳିବ ଏବଂ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।