ପୁରୁଷ ମାନଙ୍କର ଏହି ଜାଗାରେ କଳାଯାଇ ଥିଲେ ସେମାନେ ହୋଇଥାଆନ୍ତି ମାଲାମାଲ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲକ୍ଷ୍ୟ ରେ ଜଣଙ୍କର ରହିଥାଏ ଏହି ସ୍ଥାନ ରେ କଳାଜାଈ ବନ୍ଧୁଗଣ ଆମ ଶରୀର ରେ କେତେ ଗୁଡିଏ କଳାଜାଇ ବା ରାଶି ରହି ଥାଏ । ଏବଂ କେତେ ଗୁଡିଏ ରାଶି ପରେ ବି ଦେଖା ଦେଇ ଥାଏ । ଏବଂ ସମୟ ସହିତ ଏହି ରାଶି ଛୋଟ ବଡ ଏବଂ ଅଦୃଶ୍ୟ ବି ହୋଇ ଜାଇ ଥାନ୍ତି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି କଳାଜାଇ କେତେକ ସୂଚନା ପ୍ରଦାନ କରେ । ଏବଂ ସ୍ଥିତି ଅନୁସାରେ ଶୁଭ ଅଶୁଭ ପରିଣାମ ବି ଦେଇ ଥାଏ । ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ଶରୀର ରେ କେଉଁ କେଉଁ ଅଙ୍ଗ ରେ କଳା ଜାଇ ରହିଲେ ଶୁଭ ହୋଇ ଥାଏ ,ପ୍ରଥମେ ପେଟ ରେ ବା ଛାତି ପାଖରେ ଯଦି କୈଣସି ବ୍ୟକ୍ତି ଙ୍କ ପେଟ ରେ କଳାଜାଈ ରହିଛି ତେବେ ସେମାନେ ଖାଦ୍ୟ ପେୟ ପ୍ରତି ବିଶେଷ ଆକର୍ଶିତ ରହି ଥାନ୍ତି ।bolk sopt

ହେଲେ ନଭୀ ର ଆଖ ପାଖରେ କଳାଜାଈ ରହି ଥିଲେ ତାହାକୁ ଧନ ଏବଂ ସମୃଦ୍ଧି ର ପ୍ରତିକ ବୋଲି କୁହା ଯାଏ, ମନୁଶ୍ୟ ର ପିଠି ପାର୍ଶ୍ୱ ରେ କଳାଜାଈ ରହି ଥିବା ଲୋକ ମାନେ ନିଜ ପରିଶ୍ରମ ବଳ ରେ ଧନ ଉପାର୍ଜନ କରି ଥାନ୍ତି ,ଏବଂ ଏହି ପରି ବ୍ୟକ୍ତି ଙ୍କ ପାଖରେ କାର୍ଯ୍ୟ ର ଅଭାବ ହୋଇ ନ ଥାଏ, ସେହି ପରି ଗୋଟିଏ ବ୍ୟକ୍ତି ଙ୍କର ତର୍ଜନୀ ଆଙ୍ଗୁଳୀ ର ମଧ୍ୟ ରେ କଳା ଜାଇ ରହି ଥାଏ । ତେବେ ସେମାନେ ଧନ ବାନ୍ ହୋଇ ଥାନ୍ତି ,ହେଲେ ଏମାନେ ନିଜ ଶତୃ କୁ ନେଇ ଅଧିକ ଚିନ୍ତା ରେ ରୁହନ୍ତି,ସେହି ପରି ଭାବେ ଯେଉଁ ମାନଙ୍କ କନିଷ୍ଟ ଆଙ୍ଗୁଳୀ ର ମଧ୍ୟ ଭାଗ ରେ କଳା ଜାଇ ରହି ଥାଏ ,ତେବେ ସେହି ବ୍ୟକ୍ତି ଙ୍କ ପାଖରେ ଅପାର ସଂମ୍ପତୀ ରହି ଥାଏ ।man

ସେହି ପରି ଭାବେ ଅନାମିକା ଆଙ୍ଗୁଳୀ ର ମଧ୍ୟ ଭାଗ ରେ କଳା ଜାଇ ରହି ଥାଏ, ତେବେ ସେମାନେ ଧନ ବାନ୍ ହେବା ସହିତ ସମାଜ ରେ ସେମାନଙ୍କର ବହୁତ ସମ୍ମାନ ବଢି ଥାଏ । ସେହି ପରି ଭାବେ ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ର ନାକ ର ଡାହାଣ ପାର୍ଶ୍ୱ ରେ କଳା ଜାଇ ରହି ଥାଏ ସେମାନେ ବହୁତ ଭାଗ୍ୟ ଶାଳୀ ହୋଇ ଥାନ୍ତି,ଏବଂ ଏମାନଙ୍କୁ ସମୟ ସମୟ ରେ ଧନ ଲାଭ ହୋଇ ଥାଏ । ହେଲେ ଏହି ପରି ବ୍ୟକ୍ତି ମାନେ ଅଧିକ ଧନ ଆୟ କରିବା ପାଇଁ ଅଧିକ ଧନ ବେୟ କରି ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *