ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ପତି ଏବଂ ପତ୍ନୀ ଙ୍କ ସମ୍ପର୍କ ଏହି ସଂସାର ରେ ସବୁଠାରୁ ଶକ୍ତିଶାଳୀ ସମ୍ପର୍କ ଅଟେ ତାହା ସହିତ ଏହି ସମ୍ପର୍କ କୁ କମଜୁର ମଧ୍ୟ କୁହାଯାଏ , ଯଦି ପତି ଏବଂ ପତ୍ନୀ ଙ୍କ ବୋଚନମାନ କର୍ମ ବିଚାର , ସଂସ୍କାର ସହଜ ରେ ମିଳିଯାଏ ତେବେ ଏହି ପରି ସମ୍ପର୍କ ମଜବୁତ ଅଟେ , ଯଦି ଏହାର ବିପରୀତ ବା ଏଥିରୁ କୈଣସିଟି ମିଳେ ନାହିଁ ତେବେ ଦୁହିଁ ଙ୍କ ଜୀବନ ନଷ୍ଟ ହୋଇଯାଏ , ପତି ଏବଂ ପତ୍ନୀ ଙ୍କୁ ନିଜର ବୈବାହିକ ଜୀବନ ରେ ସବୁ ଧର୍ମ ବଚନ କର୍ତ୍ତବ୍ୟ କୁ ପୁରା ମନରୁ ପାଳନ କରିବା ଉଚିତ । ଦାମ୍ପତ୍ୟ ଜୀବନ ରେ କେବେ କେବେ କୈଣସି କାରଣ ରୁ କିମ୍ବା ବେଳେ ବେଳେ ବିନା କାରଣ ରେ ମଧ୍ୟ ମତ ଭେଦ ହୋଇଯାଏ ଏହା ସାମାନ୍ୟ କଥା ଅଟେ ।
ଏହାକୁ ପତି ଏବଂ ପତ୍ନୀ ଦୁହେଁ ମିଶି ସମାଧାନ କରିବା ଉଚିତ କୈଣସି ଅନ୍ୟ ବ୍ୟକ୍ତି କୁ ନିଜର ମାମଲା ରେ ସାମିଲ କରିବା ଉଚିତ ନୁହେଁ , ଏହା କେତେ ବଡ କଥା ହୋଇଥାଉ ନା କାହିଁକି , କାରଣ ଦୁହେଁ ସାତ ଜନ୍ମ ପାଇଁ ବନ୍ଧା ହୋଇଥାନ୍ତି । ଆପଣ ଦୁହେଁ ଦୁହିଁ ଙ୍କୁ ସାହାର୍ଯ୍ୟ କରିବା ଉଚିତ । ମହାଭାରତ ଅନୁସାରେ ଧର୍ମ ରାଜ ଯୁଧିଷ୍ଟିରଙ୍କୁ କିଛି ପ୍ରଶ୍ନ ପଚାରିଥିଲେ ସେହି ପ୍ରଶ୍ନ ମଧ୍ୟ ରୁ ଗୋଟିଏ ପ୍ରଶ୍ନ ଥିଲା କି, ଇଶ୍ୱର ପୁରୁଷ ଙ୍କ ପାଇଁ ତିଆରି କରିଥିବା ଉତ୍ତମ ସମ୍ପର୍କ କଣ ଅଟେ ? ତେବେ ଏହାର ଉତ୍ତର ରେ କହିଥିଲେ , ପତି ଏବଂ ପତ୍ନୀ ମଧ୍ୟ ରେ ମିତ୍ରତା ର ସମ୍ପର୍କ ରହିବା ଉଚିତ ଯେମିତି ମିତ୍ର ପରେ ଜଣେ ଜଣକ ଉପରେ ରାଗି ଯାଇଥାନ୍ତି ଏବଂ ଶିଘ୍ର କଥା ହେଇଥାନ୍ତି କୈଣସି ବି କାରଣ ରୁ ସେମାନେ ଅଲଗା ହେବା ଉଚିତ ନୁହେଁ ।
ସେହି ପରି ପତି ଏବଂ ପତ୍ନୀ ଙ୍କୁ ବି ମିତ୍ରତା ଭାବରେ ରହିବା ଦରକାର ଆପଣ ମାନେ ବେଳ ବେଳେ ଦେଖିଥିବେ ଘରେ କିମ୍ବା ସମାଜ ରେ ପତି ଏବଂ ପତ୍ନୀ ସମସ୍ତ ଙ୍କ ଆଗରେ ଝଗଡା କରିଥାନ୍ତି ଏବଂ ଜଣେ ଜଣ ଙ୍କ ଖରାପ ମଧ୍ୟ କହିଥାନ୍ତି , ପତି ଏବଂ ପତ୍ନୀ ଦୁହେଁ ଦୁହିଁ ଙ୍କୁ ସମାନ କରିବା ଉଚିତ , ଯେତେ ବି ରାଗ ରୁଶା ମନରେ ଥାଉନା କାହିଁକି ଏହାକୁ ଅନ୍ୟ ଆଗରେ ପ୍ରକାଶ କରିବା ଉଚିତ ନୁହେଁ ନଚେତ ଦୁହେଁ ଦୁହିଁ ଙ୍କ ଠାରୁ ଦୁରେଇ ଯାଆନ୍ତି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।