ସୌଭାଗ୍ୟଶାଳୀ ଝିଅ ମାନଙ୍କୁ ଚିହ୍ନିବେ କିପରି

anuchinta

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେଉଁ ମହିଳାମାନଙ୍କ କଣ୍ଠ କୋମଳ ଏବଂ କଥାବାର୍ତ୍ତା ଧୀର ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଯେଉଁ ମହିଳାମାନଙ୍କ ଆସ୍ତିକ , କ୍ଷମାଶିଳ, ଦାନଶିଳ , ବୁଦ୍ଧିମାନ ଏବଂ କର୍ତ୍ତବ୍ୟପରାୟଣ ସେମାନେ ସାକ୍ଷାତ ଲକ୍ଷ୍ମୀ ସ୍ୱରୂପ ଅଟନ୍ତି , ଯେଉଁ ମହିଳାମାନଙ୍କ ଘରକୁ ଆସୁଥିବା ଅତିଥି ମାନଙ୍କୁ ଆଦର ପୂର୍ବକ ସତ୍କାର କରନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି , ଯେଉଁ ମହିଳା ମାନେ ସକାଳୁ ଓ ସଂଧ୍ୟାରେ ଘରେ ଥିବା ଦେବୀ ଦେବତାଙ୍କ ଧୂପ ଦୀପ ଦେଇ ପୂଜା ଅର୍ଚ୍ଚନା କରିଥାନ୍ତି ସେମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି , ଯେଉଁ ମହିଳା ମାନଙ୍କ ଗାଲ ଗୋଲ , ସୁନ୍ଦର ଓ ଶିରା ଦେଖାଯାଏ , ସେମାନେ ଦୈଵୀଗୁଣ ଯୁକ୍ତ ମହିଳା ଅଟନ୍ତି ଯେଉଁ ମହିଳା ମାନଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଟ , ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣ ଯୁକ୍ତ ଅଟନ୍ତି ।woman

ଯେଉଁ ମହିଳାମାନଙ୍କ ଓଠ ଦୁଇ ଆଙ୍ଗୁଳି , ସୁନ୍ଦର ଓ ମାଂସାଳ ତେବେ ସେମାନେ ସୈାଭାଗ୍ୟଶାଳି ମହିଳା ଅଟନ୍ତି , ଯେଉଁ ମହିଳା ମାନଙ୍କ ବେକରେ ଘଣ୍ଟିକା ଉଚ୍ଚ ହୋଇଥାଏ ତେବେ ସେମାନେ ସୈାଭାଗ୍ୟଶାଳି ମହିଳା ଅଟନ୍ତି , ଯେଉଁ ମହିଳା ମାନଙ୍କ ବେକରେ ତିନୋଟି ରେଖା ପଡ଼ିଥାଏ ସେମାନେ ଉତ୍ତମ ଲକ୍ଷଣଯୁକ୍ତ ଅଟନ୍ତି। ଯେଉଁ ମହିଳା ମାନଙ୍କ ନାକର ଅଗ୍ରଭାଗ ଅଳ୍ପ ଲମ୍ବିଥାଏ ସେମାନେଙ୍କୁ ବହୁତ ସୁଖ ଓ ସୈାଭାଗ୍ୟ ପ୍ରାପ୍ତ ହୋଇଥାଏ , ଶରୀରର ବିଜ୍ଞାନ ଅନୁସାରେ ଯେଉଁ ମହିଳା ମାନଙ୍କ ମୁହଁ ଟିକେ ଛୋଟ ହୋଇଥାଏ ସେମାନେ ପୁରୁଷଙ୍କ ପାଇଁ ମଙ୍ଗଳକାରି ଅଟନ୍ତି , ଯେଉଁ ମହିଳାମାନଙ୍କ ଓଠ ମଝିରେ ରେଖା ଦେଖାଯାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ମହିଳା ହୋଇଥାନ୍ତି , ଯେଉଁ ମହିଳା ମାନଙ୍କ ପାଟି ଉପରେ ୧୬ଟି ତଳେ ୧୬ଟି ଦାନ୍ତ କ୍ଷୀର ପରି ସଫା ହୋଇଥାଏ ସେମାନେ ସ୍ୱାମୀର ପ୍ରିୟ ହୋଇଥାନ୍ତି , woman

ଯେଉଁ ମହିଳା ମାନଙ୍କ ଜିଭ ପତଳା ଏବଂ ଲାଲ୍ ଦେଖାଯାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି , ଯେଉଁ ମହିଳାମାନଙ୍କ ହସିଲା ବେଳେ ଅଳ୍ପ ପାଟି ଓ ଦାନ୍ତ ଦେଖାଯାଏ ନାହିଁ ସେମାନେ ଅତ୍ୟନ୍ତ ଭାଗ୍ୟବତୀ ହୋଇଥାନ୍ତି, ଯେଉଁ ମହିଳା ମାନଙ୍କ ଆଖି ହରିଣ ପରି ଆଖି ପତାରେ ଛୋଟ କଳା ଚୁଟି ଥାଏ ସେମାନେ ଶୁଭ ହୋଇଥାନ୍ତି , ଯେଉଁ ମହିଳାମାନଙ୍କ ବାମ ହସ୍ତରେ ବେକରେ , ଓଠରେ ଓ କାନରେ ତିଳଚିହ୍ନ ଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି , ଯେଉଁ ମହିଳା ମାନଙ୍କ ହାତ କୋମଳ ଏବଂ ହାତ ପାପୁଲିରେ ପଦ୍ମ , ପତାକା , ମାଛ , ଓ ଶଙ୍ଖ ଚିହ୍ନ ଥିଲେ ସେମାନେ ସ୍ୱାମୀ ଧନବାନ ହୋଇଥାନ୍ତି , ଯେଉଁ ମହିଳା ମାନଙ୍କ ପାଦରେ ଆଙ୍ଗୁଠି ଗୁଡ଼ାକ ଲାଗି ହୋଇଥାଏ ସେମାନେ ଅତ୍ୟନ୍ତ ଭାଗ୍ଯଶାଳୀ ହୋଇଥାନ୍ତି , ଯେଉଁ ମହିଳା ମାନଙ୍କ ଆଙ୍ଗୁଠିରେ ଅଧିକ ଫାଙ୍କ ଥାଏ ସେମାନେ ଧନ ସଞ୍ଚୟ କରିପାରନ୍ତି ନାହିଁ ,women

ମହିଳାମାନେ ନିଜର ଅଳଙ୍କାର କୁ ଘରର ଦକ୍ଷିଣ ଦିଗରେ ରଖିବା ଉଚିତ । ଏହା କଲେ ବହୁତ ମଙ୍ଗଳ ହୋଇଥାଏ , ଯେଉଁ ମହିଳା ମାନେ ଧଳା ରଙ୍ଗର ଜିନିଷ ଦାନ କରନ୍ତି ତେବେ ଘରେ କେବେବି ଧନର ଅଭାବ ହୋଇନଥାଏ , ଯେଉଁ ମହିଳାମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଘରେ ଝାଡ଼ୁ ମାରନ୍ତି ତେବେ ଧନର ଅଭାବ ହୋଇନଥାଏ , ଘର ସଫା କରୁଥିବା ଝାଡ଼ୁକୁ କେବେ ଗୋଡ଼ ମାରନ୍ତୁ ନାହିଁ ଏହା ଦ୍ବାରା ଅମଙ୍ଗଳ ହୋଇଥାଏ , ଏହା ଥିଲା ଉତ୍ତମ ମହିଳା ମାନଙ୍କ ଲକ୍ଷଣ ବିଷୟରେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *