ବାହାଘର ପରେ ପ୍ରଥମ ରାତି କେମିତି କାଟିଲେ ସବ୍ୟ ଅର୍ଚୀତା ।

sabya

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାତ ଜନ୍ମ ର ସାଥି ହୋଇଛନ୍ତି ଚକୋଲେଟ ହିରୋଇନ୍ ଅର୍ଚ୍ଚିତା ଏବଂ ସୁଗାର ବୟ ସବ୍ୟସାଚୀ ତେବେ କେମିତି ଓ କଣ ହୋଇଛି ଆସନ୍ତୁ ଜାଣି ନେବା , ତା ପୂର୍ବରୁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ଗତ ଦୁଇଦିନ ତଳେ ଓଲିଉଡ ହିଟ୍ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ,a

ଏବଂ ସମୟ ରେ କଣ ହୋଇଥିଲା ରାଜା ବେଶ ରେ ସବ୍ୟସାଚୀ ବେଶ ହୋଇ ଥିବା ବେଳେ ରାଣୀ ବେଶ ରେ ଅର୍ଚ୍ଚିତା ସଜେଇ ହୋଇ ଥିଲେ ବର୍ତମାନ ସମୟ ରେ ସେମାନେ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ରିଜୋର୍ଟ ରେ ଉଭୟ ଙ୍କର ବିବାହ ହୋଇଛି ରାଜା ବେଶ ରେ ଓଡିଆ ଷ୍ଟାର ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି । ବର୍ତମାନ ସମୟ ରେ ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି , ସେହି ପରି ବିବାହ ପୂର୍ବ ରୁ ଏମାନଙ୍କ ହଳଦୀ ସେରିମୋନି ର ଫୋଟ ସାମ୍ନା କୁ ଆସି ଥିଲା ,ଉଭୟ ଙ୍କ ମଧ୍ୟ ରେ ଦିର୍ଘ ଦିନ ଧରି ପ୍ରେମ ସଂମ୍ପର୍କ ରହି ଥିବା ନେଇ ଚର୍ଚ୍ଚା ହେଉ ଥିଲା ,sabya

ଏହି ଦୁଇ କୋପଲ ସୋସିଆଲ ମିଡିଆ ରେ ଲଭ୍ ସିକ୍ରେଜ୍ ର ରାଜ ଖୋଲି ଆଜି ଏମାନେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ରିଲ୍ ଲାଇଫ୍ ରେ ଉଭୟ ଙ୍କ ଯୋଡି ହିଟ୍ ଥିବା ବେଳେ ରିଏଲ ଲାଇଫ୍ ରେ ଏମାନେ ବିବାହ କରିବା ବର୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *