Odia singer ମାନେ କେତେଟଙ୍କା ନିଅନ୍ତି , ଗୋଟିଏ ଗୀତ ଗାଇବା ପାଇଁ ଜାଣନ୍ତୁ ।

singer

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଜଣାଇବୁ କି ଓଡ଼ିଆ ସୀଙ୍ଗର ମାନେ ଗୋଟିଏ ଗୀତ ଗାଇବା ପାଇଁ କେତେ ଟଙ୍କା ନେଇଥାନ୍ତି । ନମ୍ବର 1 ରେ ହେଲେ ଅମ୍ରିତା ନାୟକ ସେମିତି ରେ କେମିତି ଭୁଲିବି ଏହି ଅଭୁଲା ଦିନ ରୁ ଆରମ୍ଭ କରି ଥିବା ନିଜର କେରିଅର ଅମ୍ରିତା ବର୍ତମାନ ସମୟ ରେ ଗୋଟିଏ ଗୀତ ଗାଇବା ପାଇଁ 15 ରୁ 20 ହଜାର ପର୍ଯ୍ୟନ୍ତ ସେ ଚାର୍ଜ କରନ୍ତି , ସେ ଓଲିଉଡ ରେ ଫେମସ୍ ସୀଙ୍ଗର ଭାବେ ପରିଚିତ ଅଟନ୍ତି । ନମ୍ବର 2 ରେ ହିୟୁମୋନ ସାଗର ଆଜିର ଦିନ ରେ ଟପ୍ ଲେବୁଲ ର ଗୀତ କୁ ଗାଈବା ତଥା ସେ ଯେକୈଣସି ପ୍ରକାରର ଗୀତ ଗାଇବା ପାଇଁ ଫେମସ୍ ହୋଇ ଥିବା ବେଳେ ସେ କେବେ ବି କୈଣସି ଗୀତ ଗାଇବା ପାଇଁ ମନା କରନ୍ତି ନାହିଁ , ସେ ପ୍ରତ୍ୟେକ ଗୀତ ପାଇଁ 35 ରୁ 40 ହଜାର ନିଅନ୍ତି , ତଥା ତରଙ୍ଗ ସିନେମା ପାଇଁ ସେ 50 ହଜାର ଟଙ୍କା ଡିମାଣ୍ଡ କରନ୍ତି ।h

ନମ୍ବର 3 ରେ ହେଲେ ଅସିମା ପଣ୍ଡା ତାଙ୍କର ଘର ଢେଙ୍କାନାଳ ଜିଲ୍ଲା ରେ ହୋଇ ଥିବା ବେଳେ ବର୍ତମାନ ସମୟ ରେ ତାଙ୍କର ବୟସ 36 । ସେମିତି ରେ ବର୍ତମାନ ସମୟ ରେ ଓଡ଼ିଶା ଇଣ୍ଡଷ୍ଟ୍ରୀ ରେ ଗୋଟିଏ ସ୍ୱନ୍ତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି , ତେବେ ସେ ଗୋଟିଏ ଗୀତ ଗାଇବା ପାଇଁ 40 ରୁ 50 ହଜାର ଟଙ୍କା ଡିମାଣ୍ଡ କରନ୍ତି । ନମ୍ବର 4 ରେ ହେଲେ ଦିପ୍ତି ରେଖା ପ୍ରଥମେ ରାଜ କନ୍ୟା ସିରିଏଲ ରୁ ନିଜର କେରିଅର ଆରମ୍ଭ କରି ଥିବା ବେଳେ ପରେ ସେ ସଂଙ୍ଗୀତ ଲାଇନ୍ କୁ ଆସିବା ପାଇଁ ପସନ୍ଦ କରି ଥିବା ଏହି ଗାୟକ ତାଙ୍କର ପ୍ରତ୍ୟେକ ଗୀତ ର ରେକୋର୍ଡିଂ ପାଇଁ 25 ରୁ 30 ହଜାର ପର୍ଯ୍ୟନ୍ତ ଟଙ୍କା ସେ ନେଇ ଥାନ୍ତି ।asima

ନମ୍ବର 5 ରେ ମୁଣ୍ଟ ଛୁରିଆ ଙ୍କୁ ଆପଣ ମାନେ ଜାଣି ଥିବେ , ଓଡିଆ ଇଣ୍ଡଷ୍ଚ୍ରୀ ରେ ନିଜର ଟେଲେଣ୍ଟ ର ଛାପ ଛାଡି ଥିବା ଏହି ଗାୟକ ପ୍ରତି ଗୀତ ଗାଇବା ପାଇଁ 35 ରୁ 40 ହଜାର ପର୍ଯ୍ୟନ୍ତ ନେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *