ଶାଶୁ ଘରେ କେମିତି ଅଛନ୍ତି ଓଡ଼ିଆ ହିରୋଇନ ଅର୍ଚ୍ଚିତା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ରେ ଜବର୍ଦୋସ୍ତ ଯୋଡି ଙ୍କୁ ଆପଣ ମାନେ ବହୁତ ଭଲ ଭାବେ ଜାଣି ଥିବେ ଏମାନେ ଗତ କିଛି ଦିନ ତଳେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଏବଂ ବର୍ତମାନ ସମୟ ରେ ଅର୍ଚ୍ଚିତା ସବ୍ୟଙ୍କ ଘରେ ରହୁ ଥିବା ବେଳେ ସେ କେମିତି ଭାବେ ଚଳୁଛନ୍ତି ଏହି ବିଷୟରେ ସଂମ୍ପର୍ଣ୍ଣ ବିବରଣି ପାଇବା ପାଇଁ ହେଲେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ସେମିତି ରେ ଆପଣ ମାନେ ଜାଣି ଥିବେ ଓଲିଉଡ ହିଟ୍ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ , ଏବଂ ସମୟ ରେ କଣ ହୋଇଥିଲା ରାଜା ବେଶ ରେ ସବ୍ୟସାଚୀ ବେଶ ହୋଇ ଥିବା ବେଳେ ରାଣୀ ବେଶ ରେ ଅର୍ଚ୍ଚିତା ସଜେଇ ହୋଇ ଥିଲେ ବର୍ତମାନ ସମୟ ରେ ସେମାନେ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ରିଜୋର୍ଟ ରେ ଉଭୟ ଙ୍କର ବିବାହ ହୋଇଛି ରାଜା ବେଶ ରେ ଓଡିଆ ଷ୍ଟାର ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି ।archita

ବର୍ତମାନ ସମୟ ରେ ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି , ସେମିତି ରେ ବହୁତ ,ଫେନ୍ ମାନେ ପଚାରି ଥିଲେ କି ଏମାନେ ଓଡିଶା ଛାଡି କଣ ପାଇଁ ରାଜସ୍ତାନ ରେ ବିବାହ କରି ଥିଲେ ତେବେ ଏହି କଥା ଉତ୍ତର ରେ ସେମାନେ ଏକ ଇଣ୍ଟର୍ଭ୍ୟୁ ରେ କହି ଥିଲେ କି ସେମାନଙ୍କର ବହୁତ ଫେନ୍ ମାନେ ଓଡିଶା ରେ ରହି ଥିବା ବେଳେ ସେମାନଙ୍କ ବିବାହ ରେ ସେମାନେ ଆସିଥାନ୍ତେ ଜାହାକି କୋଭିଡ୍ ର ନିୟମ ବିରୋଧ ଅଟେ ସେହିଥି ପାଇଁ ସେମାନେ ଏମିତି ଏକ ନିସ୍ପତି ନେଇ ଥିଲେ ।archta

ଏବଂ ଏବଂ ସେମାନେ ବିବାହ କରି ସେମାନେ ସୋସିଆଲ ମିଡିଆ ରେ ସେୟାର କରି ଥିଲେ , ହେଲେ ବର୍ତମାନ ସମୟ ରେ ଅର୍ଚ୍ଚିତା ସବ୍ୟସାଚୀ ଙ୍କ ଘରେ ଏକ ଓଡିଆ ବୋହୁ ଭାବେ ରହିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *