ଶାଶୁ ଘରେ କେମିତି ଅଛନ୍ତି ଓଡ଼ିଆ ହିରୋଇନ ଅର୍ଚ୍ଚିତା ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଜବରଦସ୍ତ ଯୋଡି ଅର୍ଚ୍ଚିତା ଏବଂ ସବ୍ୟସାଚ୍ଚି ଙ୍କୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେତେବେ ଗତ କିଛି ଦିନ ପୁର୍ବରୁ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ଅର୍ଚ୍ଚିତା ଏବଂ ସବ୍ୟସାଚ୍ଚି । ତେବେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା , ସବ୍ୟସାଚ୍ଚି ଙ୍କ ଘରେ ରହୁଛନ୍ତି ଏବଂ ତାଙ୍କ ଘରେ କିପରି ଚଳୁଚନ୍ତି ଏହି କଥା ସମ୍ପୁର୍ଣ ଜାଣିବା ପାଇଂ ହେଲେ ଆମର ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢନ୍ତୁ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରାଜସ୍ଥାନ ର ଏକ ବିଳାସମୟ ସ୍ଥାନ ରେ ବିବାହ ବନ୍ଧନ ରେ ବନ୍ଧି ହୋଇଥିଲେ ଅର୍ଚ୍ଚିତା ଏବଂ ସବ୍ୟସାଚ୍ଚି ତେବେ ଓଡିଶା ଛାଡି ସେ ରାଜସ୍ଥାନ ରେ କଣ ପାଇଁ ବିବାହ କରିଲେ , ତେବେ ଏହାର ଉତ୍ତର ଦେଇ ସେ କହିଥିଲେ ଅର୍ଚ୍ଚିତା ଏବଂ ସବ୍ୟସାଚ୍ଚି ଙ୍କର ବହୁତ ଫ୍ୟାନ ଅଛନ୍ତି ,sabya

ତେବେ ସେମାନେ ଯଦି ଓଡିଶା ରେ ବିବାହ କରିଥାନ୍ତେ , ତେବେ ସେହି ବିବାହ ଉତ୍ସବ ରେ ତାଙ୍କର ବହୁତ ସାରା ଫ୍ୟାନ ଆସିଥାନ୍ତେ ଆଉ ଏହି କୋରନା ମହାମାରୀ ରେ ଏପରି ଭିଡ ଜମିବାଟାଆଦୁ ଠିକ କଥା ନୁହଁ ସେଥି ପାଇଁ ସେ ବିବାହ ଉତ୍ସବ ଟି ରାଜସ୍ଥାନ ର ଏକ ବିଳାସମୟ ସ୍ଥାନ ରେ ଆୟୋଜନ କରିଥିଲେ । ଆଉ ଏହାର ଖବର ସେମାନେ ସୋସିଆଲ ମିଡିଆ ଜରିଆ ରେ ତାଙ୍କର ଫ୍ୟାନ ମାନଙ୍କୁ ଜଣାଇଥିଲେ । ତେବେ ବର୍ତ୍ତମାନ ସମୟ ରେ ଅର୍ଚ୍ଚିତା ଙ୍କ ଘରେ ବା ସବ୍ୟସାଚ୍ଚି ଙ୍କ ଘରେ ରହିଛନ୍ତି ଏବଂ ଅର୍ଚ୍ଚିତା ଗୋଟିଏ ଓଡିଆଣୀ ବହୂ ଭଳି ନଜର ଆସିଛନ୍ତି , ଓଡିଆ ବହୂ ଭଳି ଶାଢୀ ପିନ୍ଧିଛନ୍ତି ଏବଂ ଡିଆଣୀ ବହୂ ଭଳି ଘର ର ସମସ୍ତ କାର୍ଯ୍ୟ କରୁଥିବା ର ନଜରରେ ଆସିଛନ୍ତି ଅର୍ଚ୍ଚିତା ।archita

ତାହାଲେ ସେ ଗତ କିଛି ଦିନ ତଳେ ଅର୍ଚ୍ଚିତା ସବ୍ୟସାଚ୍ଚି ଙ୍କ ପାଇଁ ରୋଷେଇ କରୁଥିବା ର ଫୋଟ ମଧ୍ୟ ସୋସିଆଲ ମିଡିଆ ରେ ବହୁ ମାତ୍ରା ରେ ଭାଇରାଲ ହୋଇଥିଲା ଆଉ ଏଥି ସହିତ ସବ୍ୟସାଚ୍ଚି ଙ୍କ ପାଇଁ ଜାଗର ମଧ୍ୟ କରିଥିଲେ ଆଉ ଏହି ଫୋଟ ଗୁଡିକ ମଧ୍ୟ ସୋସିଆଲ ମିଡିଆ ରେ ବହୁ ମାତ୍ରା ରେ ଭାଇରାଲ ହୋଇଥିଲା । ଅର୍ଚ୍ଚିତା ଏବଂ ସବ୍ୟସାଚ୍ଚି ବିବାହ ପରେ ବହୁତଖୁସି ରେ ଜୀବନ ବିତାଉ ଥିବାର ଏବେ ନଜର ରେ ମଧ୍ୟ ଆସିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅର୍ଚ୍ଚିତା ଏବଂ ସବ୍ୟସାଚ୍ଚି ଙ୍କ ଯୋଡି କେମିତି ଲାଗେ ତାହବା ଆମକୁ ନିଶ୍ଚୟ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *