15 ଦିନ ପରେ ଶାସୁ ଘରେ କେମିତି ଅଛନ୍ତି ଅର୍ଚୀତା ।

archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନଙ୍କର ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରିୟ ଯୋଡି ସବ୍ୟ ଏବଂ ଅର୍ଚ୍ଚିତା ରିଏଲ ଲାଇଫ୍ ରେ ମାର୍ଚ୍ଚ ଏକ ତାରିଖ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି , ଏବଂ ସେମାନଙ୍କ ବିବାହ କୁ ପ୍ରାୟ 15 ଦିନ ପୁରଣ ହୋଇ ସାରିଲାଣୀ ସେମିତି ରେ ବନ୍ଧୁଗଣ ଗତ ଦୁଇ ତିନି ଦିନ ହେବ ଭୁବନେଶ୍ୱର ର ଏକ ହୋଟେଲ ର ନିଜର ସାଙ୍ଗ ସାଥୀୀ ବନ୍ଧୁବାନ୍ଧବ ଏହା ସହିତ ଓଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଜଣା ସୁଣା କଳାକାର ମାନଙ୍କୁ ସେ ନିମନ୍ତ୍ରିତ କରି ଥିଲେ, ସେମିତି ରେ ବର୍ତମାନ ସମୟ ରେ ସବ୍ୟ ଏବଂ ଅର୍ଚ୍ଚିତା ବିଶେଷ କରି ଅର୍ଚ୍ଚିତା ବିବାହ ର ପନ୍ଦର ଦିନ ପୁରଣ ହୋଇ ସାରିବା ପରେ ଶାଶୁ ଘରେ ବର୍ତମାନ ସମୟରେ କଣ କରୁଛନ୍ତି ।archita

ଶାଶୁ ଘରେ ବିବାହ ପରେ କେମିତି ରହିଛନ୍ତି ଅର୍ଚ୍ଚିତା , ତେବେ ସବୁ କିଛି ଆପଣ ମାନେ ଏହି ଛୋଟ ପୋଷ୍ଟ ରୁ ନିଶ୍ଚିତ ଭାବେ ଜାଣି ପାରିବେ , ବାସ୍ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ତେବେ ବନ୍ଧୁଗଣ ସୂଚନା ଯୋଗ୍ୟ କି ରାଜସ୍ତାନ ରେ ସବ୍ୟ ଏବଂ ଅର୍ଚ୍ଚିତା ବିବାହ କରିବା ପରେ ଓଡିଶା ରେ ସେମାନେ ନିଜର ବିବାହ ରିସେପସନ ପାର୍ଟି ଦେଇ ସାରିଛନ୍ତି , ହେଲେ ସବ୍ୟ ଏବଂ ଅର୍ଚ୍ଚିତା ଙ୍କର କହିବା କଥା ଅନୁସାରେ ସେମାନେ ଦୁହେଁ ଦୁଇ ଜଣଙ୍କୁ 2020 ରେ ବିବାହ କରିବାର ଥିଲା ହେଲେ ସେହି ସମୟ ରେ ଚାଲି ଥିବା କୋରନା କଟକଣା କୁ ଦେଖି ସେହି ସମୟ ରେ ସେମାନେ ବିବାହ କରି ନ ଥିଲେ ହେଲେ ଏବେ ମାନେ 2021 ରେ ସେମାନେ ବର୍ତମାନ ସମୟ ରେ ବିବାହ କରିଛନ୍ତି ।sabya

ଏପଟେ ଆପଣ ମାନେ ଜାଣି ଥିବେ ସବ୍ୟ କେମିତି ଭାବେ କୋରନା ମହାମାରୀ ସମୟ ରେ କେମିତି ସେବା କରୁ ଥିଲେ ଲୋକ ମାନଙ୍କର ଆପଣ ମାନେ ଏଠାରେ ଦେଖା ଜାଇ ଥିବା ଫୋଟ ରୁ ନିଶ୍ଚିତ ଭାବେ ଅର୍ଚ୍ଚିତା କେମିତି ଶାଶୁ ଘରେ ରହିଛନ୍ତି ତାହାର ସଂମ୍ପର୍ଣ୍ଣ ବିବରଣୀ ଜାଣି ପାରି ଥିବେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *