ହେ ପ୍ରଭୁ ଓଡିଶାକୁ ମାଡି ଆସୁଛି ଭୟଙ୍କର ହିଟ୍ ଓଏଭ । ଆଜିଠୁ ଓଡିଶାରେ ରହିବ ଏତେ ତାପମାତ୍ରା

summer

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଶୀତ ଦିନ ସରି ଗୀର୍ଷ୍ମ ଆରମ୍ଭ ହେଲଣି । ତାତି ରୁ ଏବେ ନିସ୍ତାର ନାହିଁ ଗରମ ବଢିବାରେ ହିଁ ଲାଗିଛ ,ତେବେ ଆସନ୍ତୁ ଜାଣିବା କଣ ରହିଛି ଏହାକୁ ନେଇ ସଂମ୍ପର୍ଣ୍ଣ ଖବର ତେବେ ପୂର୍ବରୁ ଏମିତି ଗରମ ଫେବୃଆରୀ ରେ ହୋଇ ନ ଥିଲା ସାରା ଦେଶ ରେ ଭୁବନେଶ୍ୱର ପାଲଟିଛି ଉତପ୍ତ ପିଣ୍ଡ ବିଗତ ଚାରି ଦିନ ହେଲା ଭୁବନେଶ୍ୱର ଭାରତ ର ସବୁଠୁ ଉତ୍ତପ୍ତ ସହର ରହିଛି ,

high-temp

ପ୍ରତି ଦିନ ରେକର୍ଡ ଭାଙ୍ଗୁଛି ଭୁବନେଶ୍ୱର ର ତାତି ଶନିବାର ଦିନ 40 ଡୀଗ୍ରୀ ଡେଇଁଛି ପାରଦ ସ୍ୱଭାବିକ ଠାରୁ 7 ଡୀଗ୍ରୀ ଉପରକୁ ଉଠି 40.6 ଡୀଗ୍ରୀ ରେ ପହଁଚିଛି ଭୁବନେଶ୍ୱର ସମେତ ରାଜ୍ୟ ରେ 6 ଟି ସହର ରେ ବି ତାପମାତ୍ରା 38 ଡୀଗ୍ରୀ ଅତିକ୍ରମ କରିଛି । ତେବେ ପାଣିପାଗ ବିଭାଗ ଅନୁସାରେ ଆଉ ନିସ୍ତାର ନାହିଁ ତାତି ରୁ ,

ଆଉ ଦୁଇ ରୁ ତିନି ଦିନ ଏମିତି ଛଟପଟ କରିବ ଅସ୍ୱଭାବିକ ଗରମ,ଗତ 10 ବର୍ଷ ରେ ଦ୍ୱତୀୟ ସର୍ବାଧିକ ବୋଲି କୁହା ଜାଇଛି । ଆସନ୍ତା 5 ଦିନ ଯାଏ ସ୍ୱଭାବିତ ତାପମାତ୍ରା ଠାରୁ ଅଧିକ 3 ରୁ 4 ଡୀଗ୍ରୀ ଉପରେ ପାରଦ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ,

high-te

ତେବେ ସେହିପରି ଏ ବର୍ଷ ଗୀର୍ଷ୍ମ ପ୍ରଭାବ ଅଧିକ ହେବ ବୋଲି ପାଣି ପାଗ ବିଭାଗ ସୁଚନା ଦେଇଛି ।ତେବେ ଆଗାମୀ 10 ରୁ 15 ଦିନ ମଧ୍ୟରେ ତାପମାତ୍ରା 45 ଛୁଇଁପାରେ ବୋଲି ସୁଚନା ମିଳିଛି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *