ଗୋଟିଏ ଓଭରରେ ମାରିଲେ 6 ଛକା । କରିଦେଲେ ଏହି ବିଶ୍ୱ ରେକର୍ଡ

b

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଯୁବରାଜ ସିହଂ ଙ୍କ ରେକର୍ଡ ଭାଙ୍ଗିଲେ କିରନ ପଲାଡ୍ ମାରିଲେ ଛଅ ଟି ବଲ ରେ ଛଅ ଟି ଛକା ଗୋଟିଏ ଓଭର ରେ ଛଅ ଟି ଛକ୍କା ମାରି ରେକର୍ଡ ସୃଷ୍ଟି କରିଛନ୍ତି ରନ ପଲାଡ୍, ତେବେ କେମିତି ଥିଲା ଏହି ଛଅ ଟି ଛକ୍କା କେଉଁ ବୋଲର କୁ ସେ ନିର୍ଧୁମ୍ ପ୍ରହାର କରିଛନ୍ତି । ଆର୍ଟିଗୋଆ ର କ୍ରିକେଟ ଗ୍ରାଉଣ୍ଡ ରେ ୱେଷ୍ଟଣ୍ଡିଜ୍ ଏବଂ ଶ୍ରୀଲଙ୍କା ମଧ୍ୟ ରେ ଚାଲି ଥିବା ପ୍ରଥମ ଟି ଟ୍ୱେଣ୍ଟି ମ୍ୟଚ୍ ରେକର୍ଡ ସୃଷ୍ଟି କରିଛନ୍ତି ରନ ପଲାଡ୍ ,ଏହି ମ୍ୟଚ୍ ରେ ସେ ଯେଉଁ ବଲର କୁ ଛଅ ଚକ୍କା ମାରିଛନ୍ତି , ଉକ୍ତ ବୋଲର ତାର ପୂର୍ବ ଓଭର ରେ ହେଟ୍ରିକ୍ ନେଇ ଥିଲେ ,pa

ଏବଂ ଜାହା ପାଇଁ ସେ ଅନ୍ତରାଷ୍ଟ୍ରୀୟ ମ୍ୟଚ୍ ରେ ଦ୍ୱତୀୟ ବୋଲର ହେବାର ଗୈରବ ଅର୍ଜନ କରିଛନ୍ତି ,ସେମିତି ରେ କିରନ ପଲାଡ୍ ବି ବର୍ତମାନ ସମୟ ରେ ଛିଅ ଟି ଛକ୍କା ମାରିବା କ୍ଷେତ୍ର ରେ ବି ଦ୍ୱତୀୟ ସ୍ଥାନ ଅର୍ଜନ କରିଛନ୍ତି , ତେବେ କାଲି ଖେଳା ଜାଇ ଥିବା ପ୍ରଥମ ଟି ଟ୍ୱେଣ୍ଟି ରେ ଧନଞୟ ଙ୍କ ଗୋଟିଏ ଓଭର ରେ ଛଅ ଟି ଛକ୍କା ମାରି ଦେଖେଇ ଥିଲେ , ସବୁଠୁ ବଡ କଥା ହେଲା ଏହି ବୋଲର ଜଣଙ୍କ ଉକ୍ତ ତାର ପୂର୍ବ ଓଭର ରେ ହେଟ୍ରିକ୍ ନେଇ ଥିଲେ ।paland

ତେବେ ଶ୍ରୀଲଙ୍କା ଟସ୍ ଜିତି ବେଟିଂ କରି 20 ଓଭର ରେ ନଅ ଟି ୱିକେଟ୍ ହରେଇ 131 ରନ୍ କରି ଥିଲା ଜବବ ରେ ୱେଷ୍ଟଣ୍ଡିଜ୍ ଭଲ ଆରମ୍ଭ କରି ଥିଲା ଲିଣ୍ଡରାଲ ସୁମନ୍ ସୁଇଜ୍ ପ୍ରଥମ ୱିକେଟ୍ ରେ 52 ରନ୍ କରି ଥିଲେ ତେବେ ଚତୁର୍ଥ ଓଭର ରେ ଧନଞୟ ହେଟ୍ରିକ୍ ନେଇ ମ୍ୟଚ୍ ର ରୂପ ବଦଳେଇ ଦେଇ ଥିବା ବେଳେ କିନ୍ତୁ ପର ଓଭର ରେ କିରନ ପଲାଡ୍ ଆସି ସେମାନଙଙ୍କ ଜିତିବା ଆଶା କୁ ସଂମ୍ପର୍ଣ୍ଣ ଭାବେ ସେଷ କରି ଦେଇ ଥିବାର ଦେଖିବା ପାଇଁ ମିଳି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *