ହାତରେ ଅଛିକି ( X ଚିହ୍ନ ) – ଭୟଙ୍କର କଥା ଜାଣନ୍ତୁ |

hand

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣଙ୍କ ହାତରେ ଛକି ଚିହ୍ନ ଥାଏ ତେବେ ଆପଣ ବହୁତ ଭାଗ୍ୟବାନ ବୋଲି କୁହାଯାଇଥାଏ , କୁହାଯାଏ କର କପାଳ ଏବଂ କୋଷ୍ଠି ମଣିଷର ଭାଗ୍ୟ ଏବଂ ଭବିଷ୍ୟତକୁ ନିୟନ୍ତ୍ରଣ କରିଥାଏ , କର ଅର୍ଥାତ୍ ମଣିଷର ପାପୁଲିର ଥିବା ରେଖାମାନ କହିଥାଏ ମନୁଷ୍ୟର ଭାଗ୍ୟ ଏବଂ ଭବିଷ୍ୟତ , ମନୁଷ୍ୟ ହାତରେ ବିଭିନ୍ନ ରେଖାମାନ ରହିଅଛି , ଏହି ରେଖା ମାନଙ୍କ ମଧ୍ୟରୁ କିଛି ଶୁଭ ଫଳ ଦେଇଥାଏ ତ କିଛି ଅଶୁଭ ମଧ୍ୟ ଫଳ ଦେଇଥାଏ , ହାତ ଦେଖି ଜ୍ୟୋତିଷ ମାନେ ଭବିଷ୍ୟତ ବିଷୟରେ ଗଣନା କରିଥାନ୍ତି , ଯେମିତିକି ନାରୀମାନଙ୍କ କ୍ଷେତ୍ରରେ ବାମ ହସ୍ତ ଏବଂ ପୁରୁଷମାନଙ୍କ କ୍ଷେତ୍ରରେ ଦକ୍ଷିଣ ହସ୍ତ ତେବେ ବିଶ୍ୱାସ ରହିଛି ଯେଉଁ ବ୍ୟକ୍ତି ମାନଙ୍କର ପାପୁଲିରେ ଇଂରାଜୀ ଭାଷାରେ X ସଦୃଶ୍ୟ ରେଖା ରହିଛି ସେମାନଙ୍କ ଜୀବନ ପଥକୁ ଗୋଟିଏ ଅଦୃଶ୍ୟ ଶକ୍ତି ସଦାସର୍ବଦା ମାର୍ଗ ଦର୍ଶକ ହୋଇଥାଏ , ସବୁପ୍ରକାରର ବାଧା ବିଘ୍ନରୁ ରକ୍ଷା କରିଥାଏ , ସବୁ ଅସୁବିଧାରୁ ଦୂର କରିଥାଏ , ଏହି ରେଖାଟି ଜୀବନ ରେଖା ସହିତ ଯୋଡି ହୋଇ ରହିଥାଏ ।hand

1. ଏହି ରେଖାଥିବା ବ୍ୟକ୍ତିମାନେ ସାରା ଜୀବନ ଖୁସିରେ ରହିଥାନ୍ତି , ଏବଂ ବହୁତ ଭାଗ୍ୟଶାଳି ମଧ୍ୟ ହୋଇଥାନ୍ତି , ସମସ୍ତ ପ୍ରକାରର ଦୁଃଖ ଏବଂ ବେଦନା ଏମାନଙ୍କ ଠାରୁ ଦୂରେଇ ରହିଥାଏ , ଏହି ଲୋକମାନେ ନିଜର ଜୀବନକୁ ଖୁବ ଆନନ୍ଦର ସହ ଉପଭୋଗ କରିଥାନ୍ତି , ତେବେ ଏହି ରେଖା ସମସ୍ତଙ୍କ ହାତରେ ରହିନଥାଏ କୋଚିତ୍ ଲୋକମାନଙ୍କ ହାତରେ ଏହି ରେଖାମାନ ଦେଖାଯାଇଥାଏ , କିଛି ଲୋକଙ୍କ ହାତରେ ଏହି ରେଖା ସଂପୂର୍ଣ୍ଣ ମଧ୍ୟ ହୋଇନଥାଏ ।
2. ଯେଉଁ ବ୍ୟକ୍ତି ମାନଙ୍କର ହାତରେ ଏହି ରେଖାମାନ ରହିଥାଏ , ସେହି ବ୍ୟକ୍ତିମାନେ ଭବିଷ୍ୟତକୁ ନେଇ ବହୁତ ସଜାଗ ରହିଥାନ୍ତି , ଏହି କାରଣରୁ ସେମାନଙ୍କ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବାର ସମ୍ଭାବନା ରହିଥାଏ ।hands

3.ଏହି ବ୍ୟକ୍ତିମାନେ ସବୁବେଳେ ଉଚ୍ଚ ଆଶାବାଦୀ ହୋଇଥାନ୍ତି , ଏବଂ ଏମାନେ କୈାଣସି ବଡ଼ ରାଜନୈତିକ ପଦ ମଧ୍ୟ ହାସଲ କରିଥାନ୍ତି ।
ଏହି ଚିହ୍ନ ଥିବା ବ୍ୟକ୍ତିମାନଙ୍କର କଳ୍ପନା ଶକ୍ତି ବହୁତ ଭଲ ହୋଇଥାଏ , ଏହି ବ୍ୟକ୍ତିମାନେ ବିଶେଷ ଅର୍ଥରେ ବହୁତ ସୁନାମ ଅର୍ଜନ କରିଥାନ୍ତି , ଭବିଷ୍ୟତରେ ଏହି ମାନଙ୍କର ପାଖରେ ଟଙ୍କା ପଇସାର ଅଭାବ ଦେଖାଯାଇଥାଏ ।
5. ପାପୁଲିରେ ଚିହ୍ନଥିବା ଏହି ବ୍ୟକ୍ତି ମାନଙ୍କର ପ୍ରେମ ବିବାହ କରିବାରେ ସଂଯୋଗ ରହିଥାଏ , ଏବଂ ପରସ୍ପର ଙ୍କ ମଧ୍ୟରେ ଭଲ ସଂପର୍କ ରହିଥାଏ , 6.ଏହି ବ୍ୟକ୍ତିମାନେ କୈାଣସି ପରିବର୍ତ୍ତନରେ ବିଚଳିତ ହୋଇନଥାନ୍ତି , ଏହି ବ୍ୟକ୍ତିମାନେ ଜୀବନରେ ଆସୁଥିବା ପ୍ରତ୍ୟେକ ସମସ୍ୟାକୁ ସହଜରେ ସ୍ୱୀକାର କରିଥାନ୍ତି ଏବଂ ଏହାକୁ ସାମ୍ନା ମଧ୍ୟ କରିଥାନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *