ଏହି କାରଣ ଯୋଗୁ କୃଷ୍ଣ ରାଧାଙ୍କ ସହିତ ବିବାହ କରିନଥିଲେ |

radha

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ ଏହି ପୃଥିବୀ ରେ ଭଗବାନ ଶ୍ରକୃଷ୍ଣ ଙ୍କର ନାମ ନିଆଯାଇଥାଏ ସେତେବେଳେ ଏହା ହୋଇ ନଥାଏ କି ରାଧାରାଣୀ ଙ୍କ ନାମ ତାଙ୍କ ସହିତ ନିଆଯିବ ନାହିଁ ରାଧାରାଣୀ ଏବଂ ଶ୍ରୀକୃଷ୍ଣ ଙ୍କ ର ପ୍ରେମ ନିଜ ମଧ୍ୟରେ ଏକ ଉଦାହରଣ ଅଟେ । କୃଷ୍ଣ ଏବଂ ରାଧା ଙ୍କ ର ପ୍ରେମ ର ଅମର କାହାଣୀ କେଉଁ କେଉଁଠାରେ ଲୁଚିକି ରହି ନାହିଁ ଏବଂ ତାଙ୍କର ଏହି ପ୍ରେମ ର ଉଦାହରଣ ଜି ମଧ୍ୟ ଲୋକ ମାନେ ଦେଇଥାନ୍ତି କୃଷ୍ଣ ଙ୍କର ରାଧା ଙ୍କ ସହିତ ଲିଳା ଏବଂ ରାଧା ଙ୍କର ଏବଂ ରାଧା ଙ୍କ ର କୃଷ୍ଣ ଙ୍କ ପାଇଁ ଭଲ ପାଇବା ର ପ୍ରମାଣ ଆଜି ମଧ୍ୟ ସମସ୍ତ ଙ୍କ ପାଖରେ ଅଛି ,k

ହୁଏତ ଏହି ପ୍ରେମ ର କାରଣ ପାଇଁ ରାଧା ଙ୍କ ର ନାମ ଶ୍ରୀକୃଷ୍ଣ ଙ୍କ ର ପୂର୍ବ ରୁ ନିଆ ଯାଇଥାଏ କିନ୍ତୁ ଏହା ପରେ ମଧ୍ୟ ଶ୍ରୀକୃଷ୍ଣ ରାଧା ଙ୍କୁ ବିବାହ କରି ନଥିଲେ ଆପଣ ମାନେ କଣ ଏହାର କାରଣ ଜାଣିଛନ୍ତି କଣ ସତରେ ସେମାନଙ୍କ ର ବିବାହ ହୋଇ ନଥିଲା , କଣ ରାଧା କେବଳ ଶ୍ରୀକୃଷ୍ଣ ଙ୍କ ର ପ୍ରେମିକା ହୋଇ ରହିଗଲେ ଏହା ଚିନ୍ତା କରିବା ଭଳି କଥା4 ଅଟେ ତାହାଲେ ଚାଲନ୍ତୁ ଜାଣବା ଏହା ବିଷୟରେ । ପୁରାଣ ରେ ଏହା ବିଷୟରେ ଉଲ୍ଲେଖ କରାଯାଇଛି କିନ୍ତୁ ହେଉଥିବା ଘଟଣା ବିଷୟ ରେ ଅଲଗା ଅଲଗା କାରଣ ମାନ କୁହା ଯାଇଛି ଆଜି ଆମେ ଆପଣ ମାନଙ୍କୁ ଏହି କାରଣ ବିଷାୟ ରେ ଅବଗତ କରାଇବୁ ,radha

ପୈରାଣିକ କଥା ଅନୁସାରେ କୃଷ୍ଣ ଏକ ବହୁତ କୁଶଳୀ ଏବଂ କୁଟ ନିତିଜ୍ଞା ଥିଲେ କିନ୍ତୁ ରାଧା ତ ତାଙ୍କର ପ୍ରେମିକା ଥିଲେ ଯାହାଙ୍କୁ କେବଳ ପ୍ରେମ ର ଭାଷା ହିଁ ବୁଝା ପଡୁଥିଲା ଏମିତି ମଧ୍ୟ ମାନ୍ୟତା ରହିଛି କି ଏହି ଦୁଇ ଜଣଙ୍କର ପ୍ରେମ କାହାଣୀ ଛୋଟ ବେଳୁ ହିଁ ଆରମ୍ଭ ହୋଇ ଯାଇଥିଲା । ତେବେ ଯେତେବେଳେ କଂଶ ଶ୍ରୀକୃଷ୍ଣ ଙ୍କୁ ଡକରା ପଠେଇଲେ ସେତେବେଳେ ସେ ବୃନ୍ଦାବନ ବାସୀ ଙ୍କ ଠାରୁ ବିଦାୟ ନେଇଥିଲେ ଏବଂ ରାଧା କୃଷ୍ଣ ଙ୍କ ର ବାଟ କୁ ଅନାି ବସିଥିଲେ ପରେ ରାଧା ଙ୍କର ମାତା ପିତା ଙ୍କ ଚାପ ଯୋଗୁ ରାଧା ବିବାହ କରିଥିଲେ ଏଥିପାଇଁ ରାଧା ଏବଂ କୃଷ୍ଣ ଙ୍କର ବିବାହ ହୋଇ ପାରିନଥିଲା ।ra

କିନ୍ତୁ ପୁରାଣ ରେ ଏହା କୁହାଯାଏ କି ରାଧା ଏବଂ କୃଷ୍ଣ ଙ୍କ ର ଯୋଡି ସବୁ ଜନ୍ମ ରେ ବିବାହ ହେବ ଆଉ ସେଥି ଲାଗି ସେମାନେ ବାଲ୍ୟ ବସ୍ତା ରେ ପରସ୍ପର ଙ୍କୁ ବିବାହ କରିଥିଲେ ରାଧା କୃଷ୍ଣ ଙ୍କ ଠାରୁ ବଡ ହେଲେ ମଧ୍ୟ ତାଙ୍କୁ କୃଷ୍ଣ ଙ୍କ ସହିତ ପ୍ରେମ ହୋଇ ଯାଇଥିଲା । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *