ବିବାହ ପରେ ପ୍ରଥମ ଥର ଅର୍ଚ୍ଚିତା କଲେ ମହା ଶିବରାତ୍ରି – ଜାଗର

archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ହେଉଛି ଜାଗର ମହାଦେବ ଙ୍କର ପୂଜା ପୈରାଣିକ ଆଧାର ରେ ଜାହା ସୁଣିବା ପାଇଁ ମିଳିଛି ସମୁଦ୍ର ମନ୍ଥନ ରୁ ଜାହାବି ହଳାହଳ ବିଷ ନିର୍ଗତ ହୋଇ ଥିଲା ସଂସାାର ର ରକ୍ଷା ପାଇଁ ମହାଦେବ ଏହାକୁ ପାନ କରି ଥିଲେ ଏହି କଥା ବି ସୁଣିବା ପାଇଁ ଏବଂ ଏହି କଥା ବି ସୁଣିବା ପାଇଁ ମିଳେ କି ଆଜିର ଦିନ ରେ ଶିବ ତାଣ୍ଡବ ବି କରି ଥିଲେ , ହେଲେ ଆଜିର ଦିନ ରେ ଏହି ଶିବ ରାତ୍ରୀ ଦିନ ରେ ନୂଆ କରି ବିବାହ କରି ଥିବା ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ କିପରି ଭାବେ ଶିବ ରାତ୍ରୀୀ କୁ ପାଳନ କରିଛନ୍ତି । ନିଶ୍ଚିତ ଭାବେ ଆପଣ ମାନେ ଏଠାରେ ସଂଖୀପ୍ତ ରେ ଜାଣିବା ପାଇଁ ପାଇଯିିବେ ,archita

ରାଜସ୍ତାନ ରେ ସେମାନେ ସେଠାରେ ଉତ୍ତର ରଖି ଥିବେ ସବ୍ୟ ଏବଂ ଅର୍ଚ୍ଚିତା ତେବେ ଗତ 1 ତାରିଖ ରେ ରାଜକିୟ ବିଧିରେ ରେ ବିବାହ ସରିଛି , ଜାହା ପରେ ସେମାନେ ଗତ କାଲି ସେମାନେ ଓଡିଶା ରେ ପହଁଚି ଥିଲେ ଏବଂ ପରେପରେ ଫେନ୍ ଙ୍କ ପ୍ରଶ୍ନ ର ଉତ୍ତର ଦେବା ସହିତ ନିଜର ପ୍ରତିକ୍ରିଆ ବି ରଖି ଥିବାର ଦେଖିବା ପାଇଁ ମିଳିଛନ୍ତି ,ar

ତେବେ ସେମାନେ କହିବା ଅନୁସାରେ ସେମାନଙ୍କ ବିବାହ ଗତ ବର୍ଷ ମାର୍ଚ୍ଚ ମାସ ରେ ହେବାକୁ ଥିବା ବେଳେ କୋରନା ପାଇଁ ସେମାନଙ୍କ ବିବାହ ଅଟକି ଜାଇ ଥିଲା ହେଲେ ବର୍ତମାନ ସମୟ ରେ ସେମାନଙ୍କ ବିବାହ ସଂମ୍ପର୍ଣ୍ଣ ହୋଇ ଥିବା ବେଳେ ବର୍ତମାନ ସମୟ ରେ ଅର୍ଚ୍ଚିତା ଶିବରାତ୍ରୀ ପାଳନ କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି ,ଜାହାର ଫୋଟ ସୋସିଆଲ ମିଡିଆରେ ଭାଇରଲ ହେଉ ଥି୍ବା ବେଳେ ଯେଉଁ ଫୋଟ କୁ ତାଙ୍କର ଫେନ୍ ମାନେ ବହୁତ ମାତ୍ରା ରେ ପସନ୍ଦ କରୁଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *