ନିଦରେ ଗପୁଛନ୍ତି କି ଜାଣନ୍ତୁ କାରଣ…! ଓ ଏହାର ଉପଚାର

ninda

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୋଇବା ସମୟ ରେ ପ୍ରାୟ ଲୋକ ମାନେ ଗପନ୍ତି ତେବେ କଣ ଆପଣ ମାନେ ଏହି ବିଷଷୟ ରେ ଚିନ୍ତା କରିଛନ୍ତି କି ଲୋକ ମାନେ କଣ ପାଇଁ ଶୋଇବା ସମୟ ରେ କଥା ବାର୍ତା କରନ୍ତି ବୋଲି ଯଦି ନାହିଁ ତେବେ ଆମେ ଆଜି ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ , ବାସ୍ତବ ରେ ଏହାକୁ କେବେ ବି ଅଣଦେଖା କରିବା ଉଚିତ୍ ନୁହେଁ । ଏହାକୁ ଏକ ଶୋଇବା ବ୍ୟଦ୍ଧି ବୋଲି କୁହାଯାଏ , ଏହା ଏକ ପ୍ରକାରର ପାରାସ ମାନିଆ ଜାହା ଶୋଇବା ସମୟରେ ଆମ ମୁହଁ ରୁ ଆପେ ଆପେ ଉତ୍ପନ୍ନ ହୋଇଥାଏ , ହେଲେ ଏହାକୁ ଏକ ରୋଗ କୁହାଯାଏ ନାହିଁ ଏବଂ ସେ 30 ସେକେଣ୍ଡ ରୁ ଅଧିକ କେବେ କଥା ହୁଏ ନାହିଁ ,nidna

ଏକ ଅନୁସନନ୍ଧାନ ଅନୁସାରେ 10 ବର୍ଷ ପିଲା ମାନେ ସବୁ ବେଳେ ଶୋଇବା ସମୟ ରେ ଏମିତି ଅନୁବାଦ କରନ୍ତି । ଏବଂ ଏହା ସହିତ ଏହି ସମସ୍ୟା ସମାନ ପରିମାଣ ରେ ବୃଦ୍ଧ ମାନଙ୍କ ଠାରେ ବି ଦେଖିବା ପାଇଁ ମିଳେ ତେବେ ପୁଅ ଙ୍କ ଅପେକ୍ଷା ଝିଅ ଙ୍କ ଠାରେ ଅଧଧିକ ପରିମାଣ ରେ ଦେଖିବା ପାଇଁ ମିଳେ ତେବେ ଏହା ପଛରେ ସବୁଠୁ ବଡ କାରଣ ହେଲା ଚିନ୍ତା ସେହିଥି ପାଇଁ ଆମେ ନିଜକୁ ସବୁ ବେଳେ ଜଥେଷ୍ଟ ନିଦ୍ରା ବା ବିଶ୍ରାମ ଦେବା ଉଛିତ୍ ଶରୀର ସହିତ ମନର ମଧ୍ୟ ବିଶ୍ରାମ ଆବଶ୍ୟକ ଅଟେ ,ni

ତେବେ ଆପଣ ମାନେ ଏହି କଥା କୁ ବି ମନେ ରଖିବେ କି ଆପଣ ମାନେ ପ୍ରତି ଦିନ ଶୋଇବା ପୂର୍ବ ରୁ ନିଶ୍ଚିତ ଭାବେ ଭଗବାନ ଙ୍କ ସ୍ମରଣ କରି ଶୋଇବା ସହିତ ଯଦି ଆପଣ ମାନେ ହନୁମାନ ଚାଳିଶା ପାଠ କରିବେ ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଏହି ସମସ୍ୟା ଦୂର ହୁଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *