ଭାଗବତ ଗୀତା ରୁ ଜାଣନ୍ତୁ କେଉଁ କର୍ମର ପାପ ଆମକୁ ଲାଗିନଥାଏ |

krichna

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଭାଗବତ ଗୀତା ରେ କେତେ ଗୁଡିଏ ଉପଦେଶ ଦେଇଥିଲେ ସେଥି ମଧ୍ୟ ରୁ ଗୋଟିଏ ଉପଦେଶ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ କହିବୁ , ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମନୁଷ୍ୟ ଦ୍ୱାରା ହେଉଥିବା ଗୋଟେ କର୍ମ ଯାହାକୁ କରିବା ଦ୍ୱାରା ନାତାକୁ ପୁର୍ଣ୍ୟ ମିଳିଥାଏ ନା ପାପ ତେବେ ଆସନ୍ତୁ ଜାଣିବା ସେହି କର୍ମ ଟି କଣ ? ମହାଭାରତ ଯୁଦ୍ଧ ହେବା ଆଗରୁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନ ଙ୍କୁ ଗୀତା ର କିଛି ଉପଦେଶ ଦେଇଥିଲେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଚାରିଥିଲେ ହେ ପ୍ରଭୁ ମନୁଷ୍ୟ ନିଜ ମନକୁ କିପରି କାବୁ କରୁ ପାରିବ ଏଥିପାଇଁ କଣ କିଛି ମାର୍ଗ ଅଛି ଭଗବାନ ଶ୍ରୀକୃଷ୍ଣ କହିଥିଲେ ହଁ ଏଥିପାଇଁ ମାର୍ଗ ଅଛି ଆଉ ତାହା ସରଳ ଜଟିଳ ବି ,k

ଭଗବାନ ଶ୍ରୀକୃଷ୍ଣ କହିଥିଲେ ଯେଉଁ ମନୁଷ୍ୟ ସ୍ଥିର ଏବଂ କର୍ମଠ ଅଟେ ତାହା ପାଇଁ ଏହା ଅତ୍ୟନ୍ତ ସରଳ ପରନ୍ତୁ ଯେଉଁ ମନୁଷ୍ୟ ଧିର ସ୍ଥିର ତାହା ପାଇଁ ଏହି କାର୍ଯ୍ୟ ଜଟିଳ ଅର୍ଥାତ ଯେଉଁ ମନୁଷ୍ୟ ଭାବେ କି ତାକୁ ତାର ଲକ୍ଷ୍ୟ ହାସଲ କରିବାର ଅଛି ତେବେ ସେହି ମନୁଷ୍ୟ ନିଜ ମନକୁ କାବୁ କରିପାରେ ଏବଂ ନିଜର ଲକ୍ଷ୍ୟ କୁ ହାସଲ କରିବାରେ ସଫଳ ହୋଇଥାଏ ।

ପରନ୍ତୁ ଯେଉଁ ମନୁଷ୍ୟ ନିଜର ଲକ୍ଷ୍ୟ ରୁ ହଟିଯାଏ ମନକୁ କାବୁ କରିପାରେ ନାହିଁ ତାକୁ ଏହି କାମ ଜଟିଳ ଲାଗିଥାଏ , ଭଗବାନ ଶ୍ରୀକୃଷ୍ଣ ଙ୍କୁ ପୁଣି ଅର୍ଜୁନ ପ୍ରଶ୍ନ ପଚାରି କହିଛନ୍ତି , ହେ ପ୍ରଭୁ ମନୁଷ୍ୟ କୁ କେଉଁ କର୍ମ କଲେ ପାପ ଲାଗି ନଥାଏ ? ଭଗବାନ ଶ୍ରୀକୃଷ୍ଣ କହିଛନ୍ତି , ଯଦି କେଉଁ କାମ ନିଜର ଲାଭ ପାଇଁ କରାଯାଇଥାଏ , ତେବେ ଏହାର ପାପ ଲାଗି ନଥାଏ କି ପୁର୍ଣ୍ୟ ବି ମିଳି ନଥାଏ । ପୁଣି ଆଉ ଥରେ ଅର୍ଜୁନ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପ୍ରଶ୍ନ ପଚାରି କହିଛନ୍ତି , ହେ ମାଧବ ନିସ୍କର୍ମ କଣ , ଆଉ ଏହାକୁ କେମିତି କରାଯାଇଥାଏ ,kk

ତେବେ ଏହାର ଉତ୍ତର ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି , ଯେମିତି ମନୁଷ୍ୟ ନିଜର ଚିନ୍ତା କୁ ଛାଡି ଏହା ନିଜର କର୍ତ୍ତବ୍ୟ ଭାବି କାମ କରିଥାଏ ସେତେବେଳେ ନିସ୍କର୍ମ ହୋଇଯାଇଥାଏ , ଯେମିତିକି ଏହି ପୋଷ୍ଟ ଆପଣ ଙ୍କ ପାଇଁ ଲେଖିବା ମୋର କାମ ସେହିପରି ଆପଣ ଙ୍କ ର କାମ ଆପଣ ଙ୍କ ର କର୍ତ୍ତବ୍ୟ ଅଟେ ଶେଷ ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଏହି କଥା କୁ ଯିଏ ବୁଝି ପାରିଲା ସେ ଜୀବନ ରେ କେବେ ଦୁଃଖି ରହି ନଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *