ଆଜି ରାତିରୁ ସାଂଘାତିକ ବର୍ଷା ଏହି ସବୁ ଜିଲ୍ଲାରେ ସତର୍କ ସୂଚନା ଜାରି ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ରେ ଆରମ୍ଭ ହୋଇଯାଇଛି ବର୍ଷା ଆଜି 9 ଜିଲ୍ଲା ରେ ବିଜୁଳି ଘଡଘଡି ସହ ଆରମ୍ଭ ହେବ ବର୍ଷା ତେବେ ଆସନ୍ତୁ ଜାଣିବା କଣ ରହିଛି ପାଣି ପାଗ ବିଭାଗର ରିପୋର୍ଟ ଏବଂ କେଉଂ ସବୁ ଜିଲ୍ଲା କୁ ରହିଛି ଅଧିକ ବର୍ଷା ର ସମ୍ଭାବନା ତେବେ ସମ୍ପୁର୍ଣ୍ଣ ସୁଚନାଟି ଜାଣିବା ପାଇଁ ହେଲେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ । କାଳ ବୈଶାଖୀ ପାଇଁ ରାଜ୍ୟ ରେ ଏବେ ଅନୁକୁଳ ପରିବେଶରହିଛି ଫଳରେ ଗତକିଛି ଦିନ ହେବ ରାଜ୍ୟ ରେ କିଛି କିଛି ଅଞ୍ଚଳ ରେ କାଳ ବୈଶାଖୀ ଜନିତ ବର୍ଷା ଦେଖା ଦେଇଛି , ସେଥିପାଇଁ ରାଜ୍ୟ ରେ ତାତି ବିଶେଷ ବଢୁନାହିଁ ତେବେ ଯଦି ଆଜିର ସ୍ତିତି ଦେଖିବା ଆଜି ରାଜ୍ୟ ର କିଛି ସ୍ଥାନ ରେ ବର୍ଷା ଦେଖା ଦେଇଛି ଏବଂ ରାଜ୍ୟ ରେ ବିଭିନ୍ନ ସ୍ଥାନ ରେ ପାଗ ଖୋଲା ରହିଛି ,ତେବେ ଆପଣ ହ୍କ ଅଞ୍ଚଳ ରେ ପାଗ କେମିତି ଅଛି ଆମକୁ ନିହାତି କମେଣ୍ଟ ରେ ଜଣାଇବେ ।rain

ଆଜି ପାଗ କୋହଲା କରିଛି ନା ବର୍ଷା ହେଉଛି ଆମକୁ କମେମ୍ଟ କରନ୍ତୁ ତେବେ ଆଜି 9 ଜିଲ୍ଲା ରେ କାଳ ବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବିଜୁଳି ଘଡ ଘଡି ସହ ବର୍ଷା ହେବ ତେବେ ଏହି ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ , କେଉଁଝର , ମୟୂରଭଞ , ଢେଙ୍କାନାଲ , ବାଲେଶ୍ୱର , ଭଦ୍ରକ , ଯାଜପୁର , କେନ୍ଦ୍ରାପଡା , କଟକ ଆଦି ଜିଲ୍ଲା ରେ ବିଜୁଳି ଘଡ ଘଡି ସହ ବର୍ଷା ହେବ , ତେଣୁ ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏହି ସବୁ ଜିଲ୍ଲା ପାଇଁ ହଳଦୀୟ ବର୍ଣ୍ଣ ଜାରି କରାଯାଇଛି , ତେବେ ଶୁକ୍ରବାର ଦିନ ନବର୍ଙ୍ଗପୁର ରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହୋଇ ସାରିଛି , ଏହା ସହିତ ଉପକୂଳ ଓଡିଶା ର ଖୋର୍ଦ୍ଧା , ଅନୁଗୁଳ ଜିଲ୍ଲା ରେ ସକାଳୁ ସକାଳୁ ଘନ କୁହୁଡି ପଡୁଥିବାର ଦେଖା ଯାଇଛି ।rains

ଆଜି ଭୂବନେଶ୍ୱର , ରାଜଧାନୀ ଭୂବନେଶ୍ୱର ସମେତ ବାରିପଦା ରେ ରାଜ୍ୟ ର ସର୍ବାଧିକ ତାପମାତ୍ରା 39.2 ଡିଗ୍ରୀ ରେକର୍ଡ ହୋଇଛି ଏଥି ସହିତ ଆଭ୍ୟନ୍ତରିୟ ନୟାଗଡ ଜିଲ୍ଲା ରେ 39 ଡିଗ୍ରୀ ତାପମାତ୍ରା ରହିଛି , ଆସନ୍ତା 4 ରୁ 5 ଦିନ ପର୍ଯ୍ୟନ୍ତ ରାଜ୍ୟ ର ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବ ନାହିଁ ,ତେବେ ଭୂବନେଶ୍ୱର ଏହାର ଆଖପାଖ ଅଞ୍ଚଳ ରେ ତାପମାତ୍ରା 38 ଡିଗ୍ରୀ ଓ ରାତି ତାପମାତ୍ରା 23 ଡିଗ୍ରୀ ରହିବ ବୋଲି ପାଣି ପାଗ କେନ୍ଦ୍ର କହିଛି ତେବେ ଏହା ବର୍ତ୍ତମାନ ସମୟ ର ସବୁ ଠାରୁ ବଡ ଖବର ।ଆଜି 9 ଜିଲ୍ଲା ରେ ବିଜୁଳି ଘଡ ଘଡି ସହ ବର୍ଷା ଏବଂ ରାଜ୍ୟ ରେ କିଛି ସ୍ଥାନ ରେ ଆରମ୍ଭ ହୋଇଯାଇଛି ବର୍ଷା ତେବେ ଆପଣ ହ୍କ ଅଞ୍ଚଳ ରେ ଆଜି ପାଗ କେମିତି ଅଛି ଆମକୁ କମେଣ୍ଟ କରନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *