ଦିନରେ ଥରେ ଖାଆନ୍ତୁ,ବାତ ରୋଗ,Joint Pain,କ୍ୟାଲସିୟମର ଅଭାବ,Weakness ଜୀବନସାରା ରହିବ ନାହିଁ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଅଦା ର ଏକ ଏମିତି ଘୋରଇ ଉପଚାର କହିବୁ ଯାହାକୁ ଆପଣ ପ୍ରତିଦିନ ପ୍ରୟୋଗ ବା ସେବନ କରିବା ଦ୍ୱାରା ଆପଣ ଙ୍କ ର ଶରୀର ରେ ହେଇଥିବା ସମସ୍ତ ଯନ୍ତ୍ରଣା ଦୂର ହୋଇଯିବ ତେବେ ଆସନ୍ତୁ ଜାଣିବା । ତେବେ ବନ୍ଧୁଗଣ ଆଜି ଆମେ ଯାହା ବନେଇବୁ ତାହାକୁ ଆପଣ ଅଦା ସାଲାଡ ବା ଅଦା ର ଆଚାର କହି ପାରନ୍ତି , ତେବେ ଏହା କୈଣସି ତେଲ ମସଲା ବିନା ପ୍ରସ୍ତୁତ ହୋଇଥାଏ ଏବଂ ଖାଇବାକୁ ମଧ୍ୟ ବହୁତ ସୁଆଦିଆ ହୋଇଥାଏ ଏବଂ ଏହା ଆପଣ ଙ୍କ ର ଶରୀର ର ବିନ୍ଧା କୁ ଦୂର କରିବେ , ତେବେ ଆସନ୍ତୁ ଜାଣିନେବା ଏହାକୁ ଆପଣ ମାନେ କେମିତି ପ୍ରସ୍ତୁତ କରିବେ ।adha

ତେବେ ଆପଣ ସର୍ବ ପ୍ରଥମେ ଏକ ଅଦା ର ଖଣ୍ଡ କୁ ନିଅନ୍ତୁ ଏବଂ ସେହି ଅଦା କୁ ଆପଣ ଛୋଟ ଛୋଟ କରି କାଟି ଦିଅନ୍ତୁ , ତେବେ ଆପଣ ମାନେ ଜାଣି ରମାଖନ୍ତୁ କି ଅଦା ରେ ଆଣ୍ଟିବାକ୍ଟେରିଆଲ ଗୁଣ ରହିଥାଏ ଏବଂ ଏହା ସହିତ ଅଦା ରେ ପ୍ରଚୁର ପରିମାଣ ରେ ଭିଟାମିନ ଭରି ରହିଥାଏ , ଯାହା ଆପଣ ଙ୍କ ଶରୀର କୁ ଶକ୍ତି ବା ଉର୍ଜା ପ୍ରଦାନ କରିଥାଏ । ଏହା ସହିତ ଅଦା ରେ ମଧ୍ୟ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ମଧ୍ୟ ରହିଥାଏ ଯାହା ଆମ ଶରୀର କୁ ରୋଗ କବଳୁ ରକ୍ଷା କରିଥାଏ , ତେବେ ଆପଣ ମାନେ ଅଦା କୁ ସରୁ ସରୁ ଏବଂ ଲମ୍ବା ଲମ୍ବା କରି କାଟି ଦିଅନ୍ତୁ , ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ କି ଅଦା ଆମର ବହୁତ ପ୍ରକାର ର କାମ ରେ ଲାଗିଥାଏ ଯେମିତିକି ଥଣ୍ଡା , ଓଜନ ହ୍ରାସ, ମଧୁମେୟ , ଏମିତି ବହୁତ କିଛି ରେ ଅଦା ଆମର ଶରୀର କୁ ସାହାର୍ଯ୍ୟ କରିଥାଏ ,lemon

ତେବେ ଆପଣ ସେହି ଛୋଟ ଛୋଟ ଅଦା କୁ ଭଲ ଭାବରେ ପରିଷ୍କାର କରି ସେଥିରେ ଲେମ୍ବୁ ର ରସ ପକାଇ ମିଶାନ୍ତୁ ଏବଂ ସେଥିରେ ମଧ୍ୟ ଆପଣ କଳା ଲିଣ ବା ବିଟ୍ ଲୁଣ ପକାଇ ତାକୁ ଭଲ ଭାବରେ ମିଶାନ୍ତୁ ଏବଂ ତାହାକୁ ଖରା ରେ ଶୁଖାଇ ଦିଅନ୍ତୁ , ଏବେ ଆପଣ ଙ୍କ ର ଅଦା ର ଆଚାର ବା ଅଦା ର ସାଲାଡ ପ୍ରସ୍ତୁତ ହୋଇଗଲା ଏହାକୁ ଆପଣ ଲେବନ ବା ଖାଇବା ଦ୍ୱାରା ଆପଣ ଙ୍କ ର ଶରୀର ର ଆଣ୍ଠୁ ଗଣ୍ଛି ବାତ ଭଲ ହୋଇଯିବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *