ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ।ଆମେ ମାନେ ରାତି ରେ ଶୋଇବା ସମୟରେ କିଛି ନା କିଛି ସ୍ୱପ୍ନ ଦେଖି ଥାନ୍ତି , କିଏ ଭଲ ସ୍ୱପ୍ନ ଦେଖେ ତ କିଏ ଖରାପ ସ୍ୱପ୍ନ ଦେଖି ଥାଏ ହେଲେ ସ୍ୱପ୍ନ ଖରାପ ହେଉ କିମ୍ବା ଭଲ ଶାସ୍ତ୍ର ଅନୁସାରେ ଏମିତି କିଛି ସ୍ୱପ୍ନ ରହିଛି ଜାହାକୁ କେବେ ବି କାହା ଆଗରେ ପ୍ରକାଶ କରାଯାଏ ନାହିଁ ଯଦି ଆପଣ ମାନେ ଏମିତି କିଛି ସ୍ୱପ୍ନ କୁ ଦେଖନ୍ତି ତେବେ କେବେ ବି ଅନ୍ୟ ଆଗରେ ଏହାକୁ ପ୍ରକାଶ କରନ୍ତୁ ନାହିଁ ,ଆପଣ ମାନେ ଜାଣି ଥିବେ ଆମେ ଶୋଇବା ସମୟ ରେ କିଛି ନା କିଛି ସ୍ୱପ୍ନ ତ ଦେଖି ଥାନ୍ତି । ହେଲେ ଏହି ସ୍ୱପ୍ନ ମାନଙ୍କ ମଧ୍ୟ ରେ ବି ଏମିତି ବି କିଛି ସ୍ୱପ୍ନ ରହି ଥାଏ ଜାହାକୁ ଆମେ ମାନେ କେବେ ବି କାହା ସାମ୍ନା ରେ ପ୍ରକାଶ କରିବା ଆବଶ୍ୟକ ହୋଇ ନ ଥାଏ, ନଚେତ ଆପଣ ମାନେ ଫସି ଜାଇ ପାରନ୍ତି ତେବେ ଆମେ ଆପଣ ମାନଙ୍କୁ ଜଣେଇବୁ କି ସେହି ସ୍ୱପ୍ନ ଗୁଡିକ କଣ କଣ ଜାହାକୁ କେବେ ବି ଅନ୍ୟ ଆଗରେ ପ୍ରକାଶ କରିବା କଥା ନୁହେଁ ।
ପ୍ରଥମେ ଆପଣ ମାନେ ଯଦି ସପ୍ନ ରେ ନିଜର ହିଁ ମୃତ୍ୟୁ ବିଷୟ ରେ ହିଁ ଦେଖନ୍ତି ତେବେ ଏହାକୁ କାହା ଆଗରେ କେବେ ବି କହିବା କଥା ନୁହେଁ , କାରଣ ଏହା ଅତ୍ୟନ୍ତ ଶୁଭ ହୋଇ ଥାଏ ଆପଣ ମାନେ ଏପରି ସ୍ୱପ୍ନ ଦେଖିଲେ ଆପଣ ମାନଙ୍କ କୈାଣସି ସମସ୍ୟା ଦୂର ହୋଇ ଥାଏ ବୋଲି ଆପଣ ମାନେ ଭାବି ନିଅନ୍ତୁ ,ଯଦି ଆପଣ ମାନେ ଏହି ସ୍ୱପ୍ନ ବିଷୟ ରେ କାହାକୁ କୁହନ୍ତି ତେବେ ଏହା ବିଫଳତା ହୋଇ ଥାଏ । ଏହି ସହିତ ଆପଣ ମାନେ ଯଦି କେବେ ଏକା ଜଙ୍ଗଲ ରେ ବୁଲୁ ଥିବାର କିମ୍ବା ଜଙ୍ଗଲ ରେ ଏକା ବସି ଥିବାର ଆପଣ ମାନେ ଦେଖନ୍ତି ତେବେ ଏହା ବି କାହାକୁ କୁହନ୍ତୁ ନାହିଁ ।
ଏମିତି ବି ହେବାର ମାନେ ଆପଣ ମାନଙ୍କ ଜିବନ ରେ ଖୁସୀ ଆସିବା ପାଇଁ ଯାଉଛି ତୃତୀୟ ରେ ଆପଣ ମାନେ ଯଦି ସ୍ୱପ୍ନ ରେ ସାପ କୁ ଦେଖନ୍ତି , ତେବେ ଆପଣ ମାନେ ଜିବନ ରେ ମାନ ସମ୍ମାନ ର ବୃଦ୍ଧି ହେବାକୁ ଯାଉଛି ବୋଲି ଆପଣ ମାନେ୍ ଜାଣି ରଖନ୍ତୁ , ହେଲେ ଆପଣ ମାନେ ଯଦି ଏହି ସବୁ ସ୍ୱପ୍ନ ବିଷୟ ରେ ଅନ୍ୟ କାହାକୁ କହି ଦେଇ ଥାନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।