ଏପରି ଆଲମାରୀ ରେ ଭୁଲରେ ମଧ୍ୟ ପଇସା ରଖନ୍ତୁ ନାହିଁ, ମାତାଲକ୍ଷ୍ମୀ ଛାଡ଼ି ପଳାଇବେ |

almer

ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣ ମାନେ ଧନ ବାନ୍ ହେବାକୁ ଚାହାଁନ୍ତି ତେବେ ଭୁଲ ରେ ମଧ୍ୟ ଆଲମାରୀ ଏହି ଜିିନିଷ ଗୁଡିକ ରଖନ୍ତୁ ନାହିଁ ,ଏମିତି କରିବା ଦ୍ୱାରା ଆଲମାରୀ ସଫା ହୋଇଥାଏ , ଆପଣ ମାନଙ୍କ ଖରାପ ସମୟ ଆସେ ଏବଂ କୈଁଣସି ଧନୀ ବ୍ୟକ୍ତି ବି ସର୍ବନାସ ହୋଇଥାଏ , ସେମିତି ରେ ଆମେ ମାନେ ଏମିତି କିଛି ଆଲମାରୀ ର ଜିନିଷ ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ମଧ୍ୟ ରେ ଆପଣ ମାନେ ଧନ ରଖିଲେ ଆପଣ ମାନଙ୍କ ଧନନ କେବେ ବି ରହେ ନାହିଁ । ଏବଂ ଏମିତି କରିବା ଦ୍ୱାରା ଭୟଙ୍କର ଗରିବୀ ଆସେ ଅଜଥା ଖର୍ଚ୍ଚ ବଢେ ଘରେ ଦୁର୍ଘଟଣା ଘଟେ , ସେହିଥି ପାଇଁ ଯଦି ଆପଣ ମାନଙ୍କ ଆଲମାରୀ ରେ ଏମିତି କିଛି ଜିନିଷ ରହିଛି ତେବେ ତୁରନ୍ତ ତାହାକୁ ବାହାର କରି ଦିଅନ୍ତୁ ,almar

ତେବେ ପ୍ରଥମେ ରହିଛି ଆଲମାରୀ ରେ ମୃତ ଲୋକ ମାନଙ୍କ ଫୋଟ ରଖି୍ବା ଉଚିତ୍ ନୁହେଁ , ଏହା ଦ୍ୱାରା ନେଗେଟିଭିଟି ବଢେ ଏବଂ ମାତା ଲକ୍ଷ୍ମୀ ଘରୁ ପଳେଇ ଜାଆନ୍ତି , ଏବଂ ଆପଣ ମାନଙ୍କୁ ଗରିବି ର ସାମ୍ନା କରିବାକୁ ପଡେ ଏହା ଦ୍ୱାରା ଅଜଥା ଖର୍ଚ୍ଚ ବଢେ , କିଛି ଲୋକ ମାନେ ଆଲମାରୀ ରେ ଫଟା କପଡା କୁ ବି ରଖି ଦେଇ ଥାନ୍ତି ଏବଂ ସେମାନେ ବହୁତ ସମୟ ରେ ଏହି ସବୁୂ କପଡା କୁ ସିଲେଇ କରିବା ପାଇଁ ରଖି ଥାନ୍ତି ହେଲେ ବହୁତ ଦିନ ଧରି ଏହାକୁ ରଖି ଦିଅନ୍ତି ତେବେ ତାହା ବି ଆପଣଙ୍କ ଘର ର ବାସ୍ତୁ ଉପରେ ବହୁତ ପ୍ରଭାବ ପକାଇ ଥାଏ । ଭଲ ହେବ କି ଆପଣ ମାନେ ଏହାକୁ ସିଲେଇ କରି ଆଉ କେଉଁଠୀ ରଖନ୍ତୁ । କପଡା ପୁରୁଣା ହୋଇ ଗଲେ ଆପଣ ମାନେ ଏହାକୁ ଆଲମାରୀ ରେ ରଖନ୍ତୁ ନାହିଁ ଏହାକୁ ଅନ୍ୟ ଏକ ଆଲମାରୀ ରେ ରଖନ୍ତୁ ଟଙ୍କା ପଇସା ରହୁ ଥିବା ଆଲମାରୀ ରେ ରଖନ୍ତୁ ନାହିଁ ।almari

ଆପଣ ମାନେ ସବୁ ସମୟ ରେ ଘର ର ଆଲମାରୀ କୁ ସଫା ସୁତୁରା କରି କି ହିଁ ରଖନ୍ତୁ ଏଠାରେ କେବେ ଆପଣ ମାନେ ମାଟି ଗୁଡି ଏବଂ ବିଢିଆଣୀ ହେବାକୁ କେବେ ବି ଦିଅନ୍ତୁ ନାହିଁ । ଯେମିତି କି ଆପଣ ମାନେ ଜାଣି ଥିବେ ମାତା ଲକ୍ଷ୍ମୀ ସବୁ ସମୟ ରେ ସଫା ସୁତୁରା ସ୍ଥାନ ରେ ରହିବା ପାଇଁ ପସନ୍ଦ କରନ୍ତି ତେବେ ଆପଣ ମାନେ ନିଜର ଆଲମାରୀ କୁ ଯେତେ ପରିମାଣ ରେ ସଫା ସୁତୁରା କରି ରଖିବେ ଆପଣ ମାନଙ୍କ ଠାରେ ସେତେ ପରିମାଣ ରେ ଧନ ଏବଂ ଉନ୍ନତି ଦେଖିବା ପାଇଁ ମିଳିବ ଏବଂ ଆପଣ ମାନଙ୍କ ଆଲମାରୀ ଭର୍ତ୍ତି ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *