ସପ୍ତାହର ଏହିଦିନ ଭୁଲରେବି ( ଋଣ କିମ୍ବା ଉଧାର ) ନିଅନ୍ତୁ ନାହିଁ | ଭୟଙ୍କର ଗରିବୀ ଆସିବ |

runa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଋଣ ଏମିତି ଏକ ଖଣ୍ଡା ହୋଇଥାଏ ଯାହାକୁ ନେଇଥିବା ବ୍ୟକ୍ତିର ମୁଣ୍ଡ ଉପରେ ସବୁବେଳେ ଝୁଲି ରହିଥାଏ ବାକି ଋଣ ନେବା କାହାକୁ ବା ଭଲ ଲାଗିଥାଏ କିନ୍ତୁ ପରିଶ୍ତିତି ଏମିତି ଆସିଯାଏ ଯାହା ଦ୍ୱାରା ବ୍ୟକ୍ତି ବାଧ୍ୟ ହୋଇ ଇଚ୍ଛା ନଥାଇ ମଧ୍ୟ ବାଧ୍ୟ ହୋଇ ଋଣ ନେଇଥାଏ । ଜୀବନରେ କେବେ କୈଣସି ପରିଶ୍ତିତି ନିର୍ମାଣ ହୋଇ ଯାଇଥାଏ କେହିବି କହିପାରି ନଥାଏ , କିଛି ଦୃଭାଗ୍ୟଶାଳୀ ଲୋକଙ୍କ ଉଦାର ବା ଋଣ ଲକ୍ଷେ ଚେଷ୍ଟା କରି ସାରିବା ପରେ ମଧ୍ୟ ଶେଷ ହେବାର ନାମ ନେଉ ନଥାଏ ଏବଂ ଦିନ ପ୍ରତି ଦିନ ବଢି ବଢି ଚାଲିଥାଏ ,runa

ବନ୍ଧୁଗଣ ଆପଣବି ଯଦି ସେହି ଦୃଭାଗ୍ୟଶାଳୀ ଲୋକ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ଏବଂ କିଛି କାରଣ ଯୋଗୁ ଋଣ ନେବାକୁ ପଡିଥିଲା ଆଉ ଏବେ ଏହି ଋଣ ରୁ ମୁକ୍ତି ପାଇବାରେ ଆପଣ ଅସମର୍ଥ ଅଟନ୍ତି ତେବେ ହୋଇପାରେ ଏହାର କାରଣ କିଛି ବାସ୍ତୁ ଦୋଶ ଅଟେ କିମ୍ବା ଆପଣଙ୍କ ଘରର ସ୍ଥିତି ଖରାପ ଅଟେ କିନ୍ତୁ ଆପଣଙ୍କୁ ବିଚଳିତ ହେବାର କିଛି ଆବସ୍ୟକ ନାହିଁ କାରଣ ଯେଉଁଠି କାରଣ ଥାଏ ସେଠାରେ ନିବାରଣ ବି ହୋଇଥାଏ ଏବଂ ଆମର ବାସ୍ତୁ ଶାସ୍ତ୍ର ଯତିଷ ଶାସ୍ତ୍ର ଆଜିର ଦିନରେ ଏତେ ସମୃଦ୍ଧି ଅଟେ ଯାହା ଦ୍ୱାରା ପ୍ରତେକ ସମସ୍ୟାର ଲମାଧାନ ରହିଥାଏ । ତେବେ ଚାଲନ୍ତୁ ଜାଣିବା ଯତିଷ ଶାସ୍ତ୍ର ବାସ୍ତୁ ଶାସ୍ତ୍ର ଅନୁସାରେ ସେ କେଉଁ ଉପାୟ ଅଟେ ଯାହା ଦ୍ୱାରା ଆପମଙ୍କୁ ଋଣରୁ ମୁକ୍ତି ଦେଇଥାଏ ,puja

ପ୍ରଥମ କଥା କୈଣସି ବିଶେଷ ଭଗବାନଙ୍କର ବ୍ରତ ତଥା ଉପବାସ କରିବା ଦ୍ୱାରା ଋଣରୁ ଜଲ୍ଦି ମୁକ୍ତି ମିଳିଥାଏ , ଶାସ୍ତ୍ରରେ ବଡରୁ ବଡ କରଜରୁ ମୁକ୍ତି ପାଇବା ପାଇଁ ବ୍ରତ କରିବାର ମାନ୍ୟତା ରହିଛି ଏହି ବ୍ରତ ଯେ କୈଣସି ମାସର ମଙ୍ଗଳ ବାର ଦିନ ପଡୁଥିବା ତ୍ରୟଦଶକୁ ଭଗବାନ ଶିବଙ୍କ ପାଇଁ କରା ଯାଇଥାଏ ତଥା ସେହି ଦିନ ପ୍ରଦଶ କାଳରେ ଭଗବାନ ଶିବଙ୍କ ଆରଧନା କରାଯାଇ ଥାଏ , ସର୍ଦ୍ଧା ଏବଂ ନିଷ୍ଠାରେ ଏହି ବ୍ରତ କରିବା ଦ୍ୱାରା ବଡରୁ ବଡ ଋଣରୁ ମୁକ୍ତି ମିଳିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *