ଘରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ସୁଖ ସମୃଦ୍ଧିରେ ଲାଗିପାରେ ପ୍ରତିବନ୍ଧକ !

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରେ ରଖନ୍ତୁ ନାହିଁ ଏହି ପାଞ୍ଚଟି ଜିନିଷ ନହେଲେ ଆପଣ ମାନଙ୍କ ଘରେ ସୁଖ ସମୃଦ୍ଧି ରେ ନଜର ଲାଗି ପାରେ ଉପନିଶେଧ ଅନୁସାରେ ଏହି ସବୁ ଜିନିଷ କୁ ଘରେ ରଖିବା ନିଶେଧ ଅଟେ ଏବଂ ଏହାକୁ ସବୁ ସମୟ ରେ ଅଶୁଭ ବୋଲି ଧରା ଯାଏ ଏହି ଜିିନିଷ ଘରେ ରହିଲେ ପରିବାର ରେ ଅସାନ୍ତି ଲାଗି ରହେ , ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଅଶୁଭ ଜିନିଷ ବିଷୟ ରେ । ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜର ପରିବାର ବା ନିଜକୁ ଚଳେଇବା ପାଇଁ ଟଙ୍କା ପଇସା ର ଆବଶ୍ୟକତା ହୋଇ ଥାଏ ଏବଂ ସେହି ପରି କ୍ଷେତ୍ର ରେ ଯଦି ଆପଣ ମାନେ ଏହି ସବୁ ଜିନିଷ କୁ ଆପଣ ମାନେ ଘରେ ସ୍ଥାନ ଦେବେ ତେବେ ଆପଣ ମାନଙ୍କ ପାଖରୁ ଟଙ୍କା ପଇସା ରହିବ ନାହିଁ ,ଏବଂ ଆପଣ ମାନେ ଧୀରେ ଧୀରେ ଦାରିଦ୍ରତା ଆଡକୁ ଯିବେ ।basan

ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା , ପ୍ରଥମେ ରହିଛି ,ପ୍ରଥମେ ରହିଛି ଭାଙ୍ଗି ଜାଇ ଥିବା ବାସନ ଘରେ କେବେ ବି ଭଙ୍ଗା ବାସନ କୁ ରଖନ୍ତୁ ନାହିଁ ,ଏହି ବିଷୟ ରେ ଜ୍ୟତିଷ ଶାସ୍ତ୍ର ରେ ମଧ୍ୟ କୁହା ଜାଇଛି । ଯେ ଘରେ ଭଙ୍ଗା ବାସନ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାନ୍ତି ,ସେହି ପରି ଭାବେ ଦ୍ୱତୀୟ ନମ୍ବର ରେ ଭଙ୍ଗା ଘଡୀ ରହିଛି ,ଆପଣ ମାନେ ଯଦି ଘରେ ଭାଙ୍ଗି ଜାଇ ଥିବା ଘଡୀ ବା ଅଚଳ ଘଣ୍ଟା କୁ ରଖନ୍ତି ତେବେ ଆପଣ ମାନଙ୍କ ଉପରେ ଏହା ବହୁତ ନାକାରାତ୍ମକ ପ୍ରଭାବ ପକେଇ ଥାଏ । ତେଣୁ ଆପଣ ମାନେ କେବେ ବି ଏହାକୁ ଘରେ ରଖନ୍ତୁ ନାହିଁ ,ସେହି ପରି ଭାବେ ଆପଣ ମାନେ ଯଦି ଘରେ ଭଙ୍ଗା କାଚ ବା ଗ୍ଲାସ୍ ଆଦି କୁ ରଖିଛନ୍ତି ,ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଦାରିଦ୍ର ର ସୀମା ରେଖା କୁ ଯିବା ନିଶ୍ଚିତ ଅଟେ ,ଏହା ଦ୍ୱାରା ଘରେ ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ,glas

ତେଣୁ ଏବେ ହିଁ ଘରୁ ବାହାର କରନ୍ତୁ ,ସେହି ପରି ବେଳେ ଆପଣ ମାନଙ୍କ ପାଖରେ ଅଧା ଭଙ୍ଗା ଫୋଟ ରହିଛି ବା ଚିରି ଜାଇ ଥିବା ଫୋଟ ଗ୍ରାଫ୍ ରହିଛି ତେବେ ଏବେହିଁ ବାହାର କରି ପକାନ୍ତୁ । ଏହା ଦ୍ୱାରା ଘରୁ ଖରାପ୍ ଶକ୍ତି ମାନେ ପ୍ରବେଶ କରନ୍ତି ନାହିଁ ,ସେହି ପରି ବେଳେ ଆପଣ ମାନଙ୍କ କବାଟ ଯହଦି ଭଙ୍ଗା ହୋଇ ଥାଏ ,ତେବେ ଆପଣ ମାନେ ହାକୁ ତୁରନ୍ତ ହିଁ ପରିବର୍ତନ କରନ୍ତୁ କାରଣ ଏହା ଆପଣ ମାନଙ୍କ ପାଇଁ ବହୁତ କିଛି ସଂଙ୍କଟ ନେଇ କରି ଆସି ଥାଏ ଏହି ଯୋଗୁଁ ଆପଣ ମାନଙ୍କୁ ଆର୍ଥିକ ଅସୁବିଧା ହୋଇ ଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *