ରବିବାର ଦିନ ଭୁଲରେ ବି ଖାଆନ୍ତୁ ନାହିଁ ଏହି ଗୋଟେ ଜିନିଷ |

sunday

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ସମସ୍ତେ ଭଲ ଭାବରେ ଜାଣୁକି ସୈର ମଣ୍ଡଳ ର ସବୁ ଗ୍ରହ ନିଜର ସମସ୍ତ ଶକ୍ତି ସୁର୍ଯ୍ୟ ଙ୍କ ଠାରୁ ପ୍ରାପ୍ତ କରିଛନ୍ତି ଆମେ ଏହା ବି ଜାଣୁକି ଆମ ସମସ୍ତ ଙ୍କ ଯାତକ ରେ କୈଣସି ବି ଗ୍ରହ ର ପ୍ରଭବ କାରଣ ରୁ ଆମର କାର୍ଯ୍ୟ ସଫଳ ବା ଅସଫଳ ହୋଇଥାଏ ଆମେ ସବୁ ବେଳେ ପ୍ରାର୍ଥନା କରୁକି ଆମର ଗ୍ରହ ଶାନ୍ତ ରହୁ ଆଉ ଆମର କୈଣସି ବି କାମ ରେ ବିଘ୍ନ ଉତ୍ତପ୍ନ ନହେଉ ସେଥି ପାଇଁ ଆପଣ ଙ୍କୁ ବୁଧବାର ଦିନ ବୁଧ ଗ୍ରହ ଏବଂ ଗୁରୁବାର ଦିନ ବୃବସ୍ପତ୍ତି ଏବଂ ଶୁକ୍ର ବାର ଦିନ ଶୁକ୍ର ଦେବ ତଥା ଶନିବାର ଦିନ ଶନି ଦେବ ଙ୍କ ର ଉପାସନା କରୁ କିନ୍ତୁ ଯେବେ ରବିବାର ଆସେ ତ ଆମେ ସମସ୍ତେ ରବିବାର କୁ କେବଳ ଛୁଟି ଦିନ ବୋଲି ମାନି ଆରାମ କରିବାକୁ ଲାଗିଥାଉ ଓ ଏପରି କାର୍ଯ୍ୟ କରିଥାଉ ଯାହା ଶାସ୍ତ୍ର ଅନୁସାରେ ଅନୁଚିତ ଆପଣ ଙ୍କୁ କହି ରଖୁଛି କି ରବିବାର ଦିନ କେବଳ ଛୁଟିବାର ନୁହେଁ ଏହାକୁ ସୂର୍ଯ୍ୟ ଙ୍କ ବାର ମାନ ଯାଏ ।s

ଛୁଟି ହେବାର କାରଣ ଏହି ଦିନ ଆମେ ଏମିତି କାମ କରିଥାଉ ଯାହାକୁ ଶାସ୍ତ୍ର ରେ ମନା କାରାଯାଇଛି ଯେବେ ଆମର ଯାତକ ରେ ସୂର୍ଯ୍ୟ ଦେବ ନିଜର ଦିଗ ବଦଳାଇଥାନ୍ତି ତେବେ ଏହା ବହୁତ ବଡ ବିପଦ ହୋଇଥାଏ , ଯଦି ଆପଣ ଙ୍କ ଯାତକ ରେ ସୂର୍ଯ୍ୟ ଦେବଙ୍କ ର ଦିଗ ସେମିତି ଥାଏ ତେବେ ଆପଣ ଙ୍କୁ ମଧ୍ୟ ରବିବାର ଦିନ ସେହି କିଛି କାମ ଅଛି ଯାହା ନକରିବା ଉଚିତ ଯାହା ଦ୍ୱାର ସୂର୍ଯ୍ୟ ଦେବ ଅପ୍ରଶନ୍ନ ହୋଇଥାନ୍ତି ଆଜି ଆମେ ଆପଣ ଙ୍କୁ କିଛି ଏମିତି କିଛି କାମ କହିବାକୁ ଯାଉଛୁ ଯାହାକୁ ରବିବାର ଦିନ କରିବା ଉଚିତ ନୁହେଁ ନଚେତ ସୂର୍ଯ୍ୟ ଦେବ ଙ୍କ ର ପ୍ରକପ କୁ ମନୁଷ୍ୟ କୁ ସାମନା କରିବାକୁ ପଡିବ , ତେବେ ଆସନ୍ତୁ ଜାଣିବା କଣ ସେହି କାମ ସର୍ବ ପ୍ରଥମେ ରବିବାର ଦିନ ଭୁଲ ରେ ବି ବର ଗଛ ରେ ଜଳ ଚଢାଇବା ଅନୁଚିତ ଏପରି ମାନଯାଏ କି ଏହି ଦିନ ଜଳ ଚଢାଇବା ଦ୍ୱାରା ଅନିଷ୍ଠ ହୋଇଥାଏ ।j

ଯଦି ଆପଣ ଚାହୁଁଛନ୍ତି ଘିଅ ର ଦିପ ଅବସ୍ୟ ସେଠାରେ ଜଳାନ୍ତୁ କିମ୍ବା ଧୂପ ଦିପ ଜଳାନ୍ତୁ କିନ୍ତୁ ଭୁଲ ରେ ବି ଜଳ ଦିଅନ୍ତୁ ନାହିଁ , ଦ୍ୱିତୀୟ କଥା ଆମେ ସମସ୍ତେ ଜାଣୁକି ରବିବାର ଦିନ ଆରାମ ର ଦିନ ଭାବି ଆମେ ସମସ୍ତେ ଡେରି ପର୍ଯ୍ୟମନ୍ତ ଶୋଇଥାଉ କିନ୍ତୁ ଆପଣ ଙ୍କୁ ସୂର୍ଯ୍ୟ ଙ୍କୁ ପ୍ରଶନ୍ନ କରିବାର ଅଛି ତେବେ ରବିବାର ଦିନ ସୂର୍ଯ୍ୟ ଉଦୟ ପୁର୍ବରୁ ସ୍ନାନ ସାରି ଏକ ତମ୍ବା ପାତ୍ରେ ରେ ଜଳ ଢାଳି ସୂର୍ଯ୍ୟ ଙ୍କୁ ଅର୍ପଣ କରନ୍ତୁ ପୁରା ମନରେ ସୂର୍ଯ୍ୟ ଙ୍କ ର ଉପାସନା କରନ୍ତୁ ସୂର୍ଯ୍ୟ ଦେବ ଙ୍କ ର ଆଶୀର୍ବାଦ ଆପଣ ଅବଶ୍ୟ ପ୍ରାପ୍ତ କରିବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *