ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମବାର ଦିନ ଭୁଲ ରେ ବି କରନ୍ତୁ ନାହିଁ ଏହି କାମ ଆମର ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ର ରେ ଘଟି ଥିବା ବବଡ ବଡ ଘଟଣା ମାନ ଆମ ଜିବନ ସହିତ ଯୋଡି ଦେଖାଯାଏ , ଏବଂ ଏହି ବିଶିଷ୍ଟ ମାନଙ୍କ ଘଟଣା ଆମ ଜିବନ ରେ କଣ ପ୍ରଭାବ ପକେଇଥାଏ ତାହା ଯୋଡି ଦେଖାଯାଏ , ସେମିତି ରେ ସପ୍ତାହ ରେ 7 ବାର ହୋଇ ଥିବା ବେଳେ ସବୁ ବାର କିଛି ନା କିଛି ଭଗବାନ ଙ୍କ ସହିତ ଯୋଡି ରହିଥାଏ । ତେବେ ସେହି ବାର ରେ ଗୋଡିକ ଭଗବାନ ଙ୍କ ବାର ରେ ତାଙ୍କର ନିୟମ କୁ ପାଳନ ନ କରିବା ର ମାନେ ସର୍ବନାସ ବି ହୋଇ ପାରେ ସେହିଥି ପାଇଁ ଆମେ ଜାଣିବା ଜରୁରୀ ଅଟେ , ତେବେ ଆମେ ଆଜି ସୋମବାର ଦିନ କେଉଁ ସବୁ କାମ କରିବା ଉଚିତ୍ ନୁହେଁ ସେହି ବିଷୟ ରେ ଜାଣିବା ,
ସୋମବାର ଦିନ ଭଗବାନ ଶିବ ଙ୍କ ଆରଧନା ର ଦିନ ବୋଲି ମନାଯାଏ ଏବଂ ଏହି ଦିନର ଅଧିପତି ସୋମ ବା ଚନ୍ଦ୍ର ବି ଅଟନ୍ତି , ଏବଂ ଏହି ଅନୁସାରେ ଭଗବାନ ଶିବ ଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ ସେହିଥି ପାଇଁ ସୋମବାର ଦିନ ଧଳା ଜିନିଷ ଯେମିତି ଧଳା ଫୁଲ , ଏବଂ ଦହୀ ଆଦି ଅର୍ପଣ କରା ଜାଇଥାଏ , ଏବଂ ଧଳା ଜିନିଷ ର ଭୋଗ ଲଗେଇ ଆପଣ ମାନେ ପାଖରେ ବାଣ୍ଟି ନିଅନ୍ତୁ , ସେହି ପରି ଭୋଜନ ବିଷୟ ରେ କହିବା ତେବେ ଏହି ଦିନ ରେ ଆପଣ ମାନେ କେବେ ବି ଆମିଷ ର ସେବନ କରନ୍ତୁ ନାହିଁ ,
ଏମିତି କରିଲେ ଆପଣ ମାନଙ୍କ ଉପରେ ଭଗବାନ ଶିବ ଙ୍କ କୁ ଦୃଷ୍ଟି ପଡିବା ସହିତ ଆପଣ ମାନଙ୍କ ଗ୍ରହ ରେଖା ରୁ ଚନ୍ଦ୍ର ହଟି ଜାଇଥାନ୍ତି , ଜାହା ଫଳ ରେ ଆପଣ ମାନଙ୍କ ସବୁ କାର୍ଯ୍ୟ ରେ ବାଧା ଉତ୍ପନ୍ନ ହୁଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।