ମହା ଶିବରାତ୍ରୀ ( 11 March ) କରନ୍ତୁନାହିଁ ଏହି ୫ଟି କାମ | ସର୍ବନାଶ ହେବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହା ଶିବରାତ୍ରୀ ପର୍ବ ପବିତ୍ରତାର ପ୍ରତିକ ଅଟେ ଆମ ହିନ୍ଦୁ ଧର୍ମରେ ମହା ଶିବରାତ୍ରୀ ପର୍ବର ବିଶେଷ ମହତ୍ୱ ରହିଛି ଏହି ଦିନରେ ପବିତ୍ର ମନ ନେଇ ଭଗବାନ ଶିବଙ୍କ ଆରଧନା କଲେ ଶିବଙ୍କର କୃପା ପ୍ରାପ୍ତି ହୋଇଥାଏ । ଏହି ଦିନ ଭଗବାନ ଭଳାନାଥଙ୍କୁ ପଶ୍ରନ୍ନ କରିବା ପାଇଁ ଶିବ ଭକ୍ତ ନାନା ପ୍ରକାର ଉପାୟ ଆପଣି ଥାନ୍ତି କିନ୍ତୁ ଏଭଳି କିଛି କାର୍ଯ୍ୟ ଅଛି ଯାହାକୁ ମହା ଶିବରାତ୍ରୀ ଦିନ କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହେବା ସହିତ ଭଗବାନ ଦେବଙ୍କ ଦେବ ମହାଦେବ ଙ୍କ କୋପ ଦୃଷ୍ଟି ପଡିଥାଏ , ତେବେ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିସୟରେ ଯାହା ମହା ଶିବରାତ୍ରୀ ଦିନ ଭୁଲରେ ମଧ୍ୟ କରିବା ଉଚିତ୍ ନୁହେ ।siba

ବନ୍ଧୁଗଣ ପବିତ୍ର ମହା ଶିବରାତ୍ରୀ ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ନୁହେ କାହିକି ନା ପୈରାଣିକ କଥା ଅନୁଯାଇ କଳା ରଙ୍ଗ ଭଗବାନ ଶିବଙ୍କୁ ପସନ୍ଦ ନୁହେ , ସେଥିପାଇଁ କଳା ରଙ୍ଗର ବସ୍ତ୍ର ପିନ୍ଧି ଶିବଙ୍କର ପୂଜା ଅର୍ଚନା କରିବା ଉଚିତ୍ ନୁହେ । ବଗବାନ ଶିବଙ୍କର ଅଭିସେକ କରିବା ସମୟରେ ସଙ୍ଖର ବ୍ୟବହାର କରନ୍ତୁ ନାହିଁ କାହିକି ନା ଭଗବାନ ଶିବଙ୍କୁ ସଙ୍ଖରେ ଅଭିସେକ କରିବା ଦ୍ୱାରା ଅଶୁଭ ଫଳ ପ୍ରାପ୍ତି ହୋଇଥାଏ , ସମୁଦ୍ର ମନ୍ଥନ ସମୟରେ ସାରା ସୃଷ୍ଠିକୁ ରକ୍ଷା କରିବା ପାଇଁ ଭଗବାନ ଶିବ ହଳା ହଳ ବିଷକୁ ସଙ୍କରେ ପାନ କରି ସଙ୍ଖକୁ ଫିଙ୍ଗି ଦେଇଥିଲେ ସେଥିପାଇଁ ଶିବ ପୂଜାରେ ସଙ୍ଖର ବ୍ୟବହାର କରାଯାଇ ନଥାଏ ।shivratri

ମହା ଶିବରାତ୍ରୀ ଦିନ ଭଗବାନ ଶିବଙ୍କ ପୂଜାରେ ରାସିର ମଧ୍ୟ ବ୍ୟବହାର କରନ୍ତୁ ନାହିଁ କାହିକି ନା ଭଗବାନ ବିଷ୍ଣୁଙ୍କ ଶରୀରର ମଳିରୁ ରାସି ଉତ୍ତପନ ହୋଇଥିଲା ବୋଲି ପୈରାଣିକ ମାନ୍ୟତା ରହିଛି ସେଥିପାଇଁ ଭଗବାନ ଶିବଙ୍କ ପୂଜାରେ ରାସିର ବ୍ୟବହାର ହୋଇ ନଥାଏ । ଏହା ସହିତ ଭଗବାନ ଶିବଙ୍କ ପୂଜାରେ ଭାଙ୍ଗି ଯାଇଥିବା ଚାଉଳର ବ୍ୟବହାର ମଧ୍ୟ କରନ୍ତୁ ନାହିଁ କିନ୍ତୁ ପୂର୍ଣ୍ଣ ତଥା ଗୋଟା ଏବଂ ଧଳା ରଙ୍ଗର ଚାଉଳ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ । ସେହି ପରି ହଳଦୀ ଏବଂ କୁକୁମ ସନ୍ଦର୍ଯ୍ୟର ପ୍ରତିକ ହୋଇ ଥିବାରୁ ଭଗବାନ ଶିବଙ୍କ ପୂଜାରେ ଏହାର ପ୍ରୟଗ କରିବା ଉଚିତ୍ ହୋଇ ନଥାଏ , କିନ୍ତୁ ଆପଣ ଶିବ ଲଙ୍ଗରେ ଚନ୍ଦନ ଅର୍ପଣ କରନ୍ତୁ ଏହା ଅତ୍ୟନ୍ତ ଶୁଭ ଫଳ ଦାୟକ ହୋଇଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *