ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଗୃହ ରେ ଏହି 5 ଟି ଉପାୟ କରନ୍ତୁ , ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରେ ସୁଖ ସମୃଦ୍ଧି ଲାଗି ରହିବ , ଟଙ୍କା ବା ଧନ ଏପରି ଏକ ଜିନିଷ ଯାହା ସମସ୍ତ ଙ୍କ ର ଆବଶ୍ୟକ ହୋଇଥାଏ ବର୍ତ୍ତମାନ ସମୟ ରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଟଙ୍କା ର ନିହାତି ଆବଶ୍ୟକ , ଟଙ୍କା ବିନା ଆମେ ଆଗକୁ ଗୋଟିଏ ବି ପାଦ ଆଗକୁ ବଢି ପାରିବା ନାହିଁ , ତେଣୁ ଆମେ ଅଧିକ ଧନ ସମ୍ପତ୍ତି ପାଇଁ ଅଧିକ ରୁ ଅଧିକ ପରିଶ୍ରମ କରିଥାଉ ଧନ ପାଇବା ପାଇଁ । ତେବେ ଏମିତି କିଛି ଉପାୟ ରହିଛି ଯାହା ଆପଣ ଙ୍କୁ ଅଧିକ ଧନ ଶାଳୀ କରି ପାରିବ , ତେବେ ଏହି ଉପାୟ ଗୁଡିକ ଯଦି ଆପଣ ମାନେ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ କରିବେ ତେବେ ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ ହେବେ ଓ ଆପଣ ଙ୍କର ଭାଗ୍ୟ ଖୋଲିଯିବ ,
ତେବେ ଆସନ୍ତୁ ଜାଣିବା ସେହି ଉପାୟ ଗୋଡିକ ବିଷୟ ରେ । ତେବେ ପ୍ରଥମ ଉପାୟଟି ହେଉଛି ଏହି ଦିନରେ ସକାଳୁ ଓ ସନ୍ଧ୍ୟା ସମୟରେ ଘରର ମୁଖ୍ୟ ଦ୍ୱାରରେ ନିକଟରେ ଗୋଟିଏ ଘିଅ ଦୀପ ଜାଳନ୍ତୁ ଏବଂ ଏହି ଦୀପରେ ନାଲି ରଙ୍ଏଗର ବଳିତା ବ୍ୟବହାର କରନ୍ତୁ ଏହା ଦ୍ୱାରା ମାତା ଲକ୍ଷ୍ମୀ ଗୃହରେ ପ୍ରବେଶ କରିଥାନ୍ତି । ଦ୍ୱିତୀୟ ଉପାୟଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ଘର ଆଗରେ ଯଦି ତୁଳସୀ ଗଛ ଥାଏ ତେବେ ସେଥିରେ ନାଲି ରଙ୍ଗ ର କପଡା ବାନ୍ଧି ଦିଅନ୍ତୁ ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତିର ବୃଦ୍ଧି ହୋଇଥାଏ । ତୃତୀୟ ଉପାୟଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ଘରେ ରାଧାକୃଷ୍ଣ ଙ୍କ ର ଯୁଗଳ ମୁର୍ତ୍ତୀ କୁ ପୂଜା କରନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କୁ ଶୁଭ ଫଳ ମିଳିଥାଏ ।
ଚତୁର୍ଥ ଉପାୟଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ଦୁଃଖୀ ଏବଂ ଦରିଦ୍ର ଲୋକ ମାନଙ୍କୁ କିଛି ଟଙ୍କା ସାହର୍ଯ୍ୟ କଲେ ଜନ୍ମ ଜନ୍ମ ର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ । ପଞ୍ଚମ ଉପାୟ ଟି ହେଉଛି ଦୋଳ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ଏକ ମାଟିର ପାତ୍ର ରେ ଗବର ଉପରେ ଝୁଣା ରଖି ଜାଳନ୍ତୁ ସେହିଁ ଝୁଣାର ଧୁପକୁ ଘରସାରା ଦିଅନ୍ତୁ ଏମିତି କରିବା ଦ୍ୱାରା ଘରେ ସୁଖ ଶାନ୍ତିର ଆଗମନ ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।