ଦୋଳ ପୂର୍ଣ୍ଣିମା ଓ ହୋଲି କରନ୍ତୁ ଏହି 5 ଟି କାମ ହେବ ଧନର ବର୍ଷା ହେବ |

holi

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ ଗୃହ ରେ ଏହି 5 ଟି ଉପାୟ କରନ୍ତୁ , ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଘରେ ସୁଖ ସମୃଦ୍ଧି ଲାଗି ରହିବ ,ତେବେ ବନ୍ଧୁଗଣ ଟଙ୍କା ବା ଧନ ଏପରି ଏକ ଜିନିଷ ଯାହା ସମସ୍ତ ଙ୍କ ର ଆବଶ୍ୟକ ହୋଇଥାଏ ବର୍ତ୍ତମାନ ସମୟ ରେ ପ୍ରତ୍ୟେକ କାର୍ଯ୍ୟ କରିବା ପାଇଁ ଟଙ୍କା ର ନିହାତି ଆବଶ୍ୟକ ଟଙ୍କା ବିନା ଆମେ ଆଗକୁ ଗୋଟିଏ ବି ପାଦ ଆଗକୁ ବଢି ପାରିବା ନାହିଁ , ତେଣୁ ଆମେ ଅଧିକ ଧନ ସମ୍ପତ୍ତି ପାଇଁ ଅଧିକ ରୁ ଅଧିକ ପରିଶ୍ରମ କରିଥାଉ ଧନ ପାଇବା ପାଇଂ ପରିଶ୍ରମ କରିବା ସହିତ କିଛି ଉପାୟ ମଧ୍ୟ କରିବାକୁ ପଡିଥାଏ , ତେବେ ଏମିତି କିଛି ଉପାୟ ରହିଛି ଯାହା ଆପଣ ଙ୍କୁ ଅଧିକ ଧନ ଶାଳୀ କରି ପାରିବ , ତେବେ ବନ୍ଧୁଗଣ ଏହି ଉପାୟ ଗୁଡିକୁ ଯଦି ଆପଣ ପବିତ୍ର ଦୋଳ ପୂର୍ଣ୍ଣିମା ଦିନ କରିବେ ତେବେ ମାତା ଲକ୍ଷ୍ମୀ ଆପଣ ଙ୍କ ଉପରେ ପ୍ରସନ୍ନ୍ ହେବେ ଓ ଆପଣ ଙ୍କ ର ଭାଗ୍ୟ ଖୋଲି ଯିବ ତେବେ ଆସନ୍ତୁ ଜାଣିବା ସେହି 5 ଟି ସରଳ ଉପାୟ ବିଷୟ ରେ ।dipa

ତେବେ ବନ୍ଧୁଗଣ ପ୍ରଥମ ଉପାୟଟି ହେଉଛି ଏହି ଦିନ ରେ ଘର ଆଗରେ ଦୀପ ଜାଳନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କ ଗୃହ କୁ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହୋଇଥାଏ , ତେବେ ଦ୍ୱିତୀୟ ଉପାୟଟି ହେଉଛି ଘର ର ଆଗରେ ଯଦି ତୁଳସୀ ଗଛ ଥାଏ ତେବେ ସେଥିରେ ନାଲି ରଙ୍ଗ ର କପଡା ବାନ୍ଧି ଦିଅନ୍ତୁ , ତେବେ ତୃତୀୟ ଉପାୟଟି ହେଉଛି ଏହା କରିବା ଦ୍ୱାରା ଘରେ ସୁଖ ଶାନ୍ତି ବୃଦ୍ଧି ପାଏ , ତେବେ ଚତୁର୍ଥ ଉପାୟଟି ହେଉଛି ଏହି ଦିନ ରେ ଘରେ ରାଧାକୃଷ୍ଣ ଙ୍କ ର ଯୁଗଳ ମୁର୍ତ୍ତୀ କୁ ପୂଜା କରନ୍ତୁ ଏହା କରିବା ଦ୍ୱାରା ଆପଣ ଙ୍କୁ ଶୁଭ ଫଳ ମିଳିଥାଏ ,radha

ତେବେ ପଞ୍ଚମ ଉପାୟ ଟି ହେଉଛି ଏହି ଦିନ ରେ ଦୁଃଖୀ ଏବଂ ଦରିଦ୍ର ଲୋକ ମାନଙ୍କୁ କିଛି ଟଙ୍କା ସାହର୍ଯ୍ୟ କଲେ ଜନ୍ମ ଜନ୍ମ ର ପାପ କ୍ଷୟହୋଇଥାଏ ବୋଲି କୁହାଯାଏ , ତେବେ ଶେଷ ଉପାୟ ଟି ହେଉଛି ଏକ ମାଟିର ପାତ୍ର ରେ ନଡିଆନ ର କତା କୁ ନେଇ ଘର ସାରା ଝୁଣା ଦେଇ ବୁଲାନ୍ତୁ ଏହା କରିବା ଦ୍ୱାରା ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେବ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *