ସ୍ୱାମୀ ଓ ସ୍ତ୍ରୀ ଶୋଇବା ସମୟରେ ଏହି କାମ କଲେ ଘରେ ଧନ ବୃଦ୍ଧି ହୋଇଥାଏ |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ କିନ୍ନରମାନଙ୍କୁ କିଛି ପଇସା ଦାନ କରି ତାଙ୍କ ଠାରୁ ଗୋଟିଏ କଏନ ମାଗିକରି ଆଣି ପଇସା ରଖୁଥିବା ସ୍ଥାନରେ ରଖିଲା ପରେ ଧନର ଅଭାବ ଓ ଅସୁବିଧା ଦୂର ହୋଇଥାଏ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ପୂଜାକରି ଅରୁଆ ଚାଉଳ ସହିତ କେଶର ଅର୍ପଣକରି ସେହି ଚାଉଳକୁ ପଇସା ରଖୁଥିବା ସ୍ଥାନରେ ରଖିଲା ପରେ ଧନର ଅଭାବ ଓ ଅସୁବିଧା ଦୂର ହୋଇଥାଏ , ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ନାରାୟଣଙ୍କୁ ଦକ୍ଷିଣାଵର୍ତୀ ଶଙ୍ଖରେ କ୍ଷୀର ଓ କେଶର ଦ୍ୱାରା ଅଭିଷେକ କରାଇଲେ ଧନର ଅଭାବ ଓ ଅସୁବିଧା ଦୂର ହୋଇଥାଏ , ଯଦି ଗାଇ କୁକୁର ପିମ୍ପୁଡ଼ି ଓ ପକ୍ଷୀକୁ ପ୍ରତ୍ୟେକ ଦିନ ଖାଇବାକୁ ଦିଆଯାଏ ତେବେ ଘରେ ସମସ୍ତ ପ୍ରକାର ଅଭାବ ଅସୁବିଧା ଦୂରେଇ ଯାଏ ,poja

ହିନ୍ଦୁ ଧର୍ମ ଅନୁସାରେ ଅଗ୍ନିହୋତ୍ର ଯଜ୍ଞ କଲେ ଦେବ ଋଣ ସମାପ୍ତ ହୋଇଥାଏ , ତା ସହିତ ଗୃହର ଧନ ବୃଦ୍ଧି ମଧ୍ୟ ହୋଇଥାଏ ଓ ସମସ୍ତ ପ୍ରକାର ଅଭାବ ଅସୁବିଧା ଦୂରେଇ ଯାଏ ଘରେ କୈାଣସି ସ୍ଥାନରେ ପାଣି ଠପ୍ ଠପ୍ ପଡୁଥାଏ ତେବେ ତାକୁ ତୁରନ୍ତ ଠିକ୍ କରିଦିଅନ୍ତି ଅଭାବ ଅସୁବିଧା ଦୂରେଇ ଯାଏ ଯେଉଁ ଘରେ ବାରମ୍ବାର ଝଗଡ଼ା ଲାଗନ୍ତି ସେ ଘରେ ଅଭାବ ଅସୁବିଧା ଚାଲିଥାଏ । ସନ୍ଧ୍ୟା କାଳ ସମୟରେ ଭୋଜନ କରିବା ପାଠ ପଢିଵା ଇତ୍ୟାଦି କାର୍ଯ୍ୟ କରିବା ଉଚିତ ନୁହେଁ ଘରେ ଅଭାବ ଅସୁବିଧା ଦେଖାଯାଏ ,। ଯଦି ମହା ଲକ୍ଷ୍ମୀଙ୍କୁ ଧ୍ୟାନ କରି ପ୍ରତ୍ୟେକ ଦିନ ଶୁଦ୍ଧ କେଶରର ତିଳକ ମଥାରେ ଲଗାଇଲେ ଧନ ପ୍ରାପ୍ତିର ଶୁଭ ସମାଚାର ମିଳିଥାଏ , ଯଦି ସପ୍ତାହକୁ ଥରେ ଗୁରୁବାର ଦିନ ଛାଡ଼ି ଆଉ ସବୁ ଦିନେ ଲୁଣ ପାଣିରେ ଘର ପୋଛିଲେ ଘରର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ,jangay

ଯଦି ଭଲ ପଇସା ରୋଜଗାର କରିବା ପରେ ମଧ୍ୟ ଘରେ ଅସାନ୍ତି ଦେଖାଯାଏ ତେବେ ଶନିବାର ଦିନ ବୁଲା କୁକୁରକୁ ରୋଟିରେ ସୋରିଷ ତେଲ ମାରି ଖୁଆଇଲେ ତାହା ଦୂର ହୋଇଥାଏ , ଶନିବାର ଦିନ ମୟୁର ପଖ ନାଲି କପଡ଼ାରେ ବାନ୍ଧି ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା ଅର୍ଚ୍ଚନା କରଲେ ଅଭାବ ଅସୁବିଧା ଦୂର ହୋଇଥାଏ , ଯଦି ଶୁକ୍ରବାର ଦିନ ସ୍ୱାମୀ ସ୍ତ୍ରୀ ଉଭୟ ପୂଜା ଅର୍ଚ୍ଚନା କରି ପକ୍ଷୀମାନଙ୍କୁ ଖୁଆଇଲେ ଅଭାବ ଅସୁବିଧା ଦୂରେଇ ଯାଏ , ଯଦି ଘରେ ଧନର ଅଭାବ ଅସୁବିଧା ଦେଖାଯାଏ ତେବେ ଘରେ ମାଟି କଳସରେ ଲାଲ୍ ରଙ୍ଗର କପଡ଼ାରେ କଏନ ବାନ୍ଧି ଚାଉଳ ଭର୍ତ୍ତି କରି ରଖିବା ଦ୍ୱାରା ତାହା ଦୂର ହୋଇଥାଏ , ଯଦି କୌଣସି ଲୋକର ଅଭାବ ଅସୁବିଧା ପଡ଼ିଥାଏ ମନ୍ଦିରରେ ଦୁଇଟି କଦଳୀ ଗଛ ଲଗାଇଲେ ତାହା ଦୂର ହୋଇଥାଏ ଏହା ଥିଲା ଆମର ମନ୍ତ୍ର ବାଣି । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *