ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ହୋଲି ଏବଂ ଦିପାବଳୀ ଆମ ଜିବନ ରେ ବହୁତ ମହତ୍ୱ ରହିଥାଏ ଏହି ଉତ୍ସବ ଆମ ଜିବନ ରେ ଅନେକ ଖୁସୀ ନେଇ ଆସେ ଏବଂ ଏହି ଦିନ କରା ଜାଇ ଥିବା ଉପାୟ ଆପଣ ମାନଙ୍କ ଜିବନ ରେ ସଫଳତା ପ୍ରାପ୍ତି କରେ , ସେମତି ରେ ଆମେ ଆପଣ ମାନଙ୍କୁ ଏମିତି କିଛି ଉପାୟ ବିଷୟ ରେ କହିବା ପାଇଁ ଚାହିଁବୁ ଜାହା ଆପଣ ମାନଙ୍କ ଜିବନ କୁ ପରିବର୍ତନ କରି ସୁଖ ସମୃଦ୍ଧି ରେ ଭରି ଦେବ , ତେବେ ପ୍ରଥମେ ଆପଣ ମାନେ ଲବଙ୍ଗ ର ଉପାୟ କରନ୍ତୁ ସାଧାରଣତଃ ହୋଲି ର ଦହନ ସଂନ୍ଧ୍ୟା ସମୟ ରେ ହୋଇଥାଏ ସେହିଥି ପାଇଁ ଆପଣ ମାନେ ଏହି ଦିନ ରେ ଦୁଇଟି ଲବଙ୍ଗ ନିଅନ୍ତୁ ଏବଂ ଏହା କୁ ଗାଈ ର ସୁଦ୍ଧ ଘିଅ ରେ ବୁଡେଇ ରଖି ଦିଅନ୍ତୁ ।
ସଂନ୍ଧ୍ୟା ହୋଲି ଦହନ ସମୟ ରେ ଆପଣ ମାନଙ୍କୁ ଏହି ଲବଙ୍ଗ କୁ ହୋଲି ଦହନ ସ୍ଥାନ କୁ ନେଇ ଜାଆନ୍ତୁ ଏହା ହିତ ଆପଣ ମାନେ ଗୋଟିଏ ପାନ ପତ୍ର ବି ନିଅନ୍ତୁ , ଏବଂ ଏହି ଦୁଇଟା କୁ ଆପଣ ମାନେ ହୋଲି ଦହନ ରେ ପୋଡି ଦିଅନ୍ତୁ , ଏବଂ ଏହା ପରେ ଆପଣ ମାନେ ଏକ ସୁଖିଲା ନଡିଆ କୁ ଅଗ୍ନୀ ରେ ଆହୁତି ଭାବେ ପକେଇ ଦିଅନ୍ତୁ , ଏବଂ ପରେ ଆପଣ ମାନଙ୍କ ମନ ରେ ଜାହା ବି ମନ କାମନା ରହିଛି ତାହାକୁ କହି ଦିଅନ୍ତୁ , ମନା ଯାଏ କି ଏମିତି କରିବା ଦ୍ୱାରା ମନୁଶ୍ୟ ର ମନ କାମନା ପୂରଣ ହୋଇଥାଏ ।
ଏହା ସହିତ ଆପଣ ମାନେ ଆଉ ଗୋଟିଏ ଉପାୟ ରେ ହୋଲି ଦିନ ସକାଳୁ ଏକ ପାନ ପତ୍ର , ଗୋଟିଏ ସୁପାରୀ , ଏବଂ ଗୋଟା ହଳଦୀ ନେବାକୁ ପଡିବ ଏବଂ ପରେ ଶିବ ମନ୍ଦିର ଜାଇ ଶିିବ ଙ୍କ ଉପରେ ଚଢେଇ ଦିଅନ୍ତୁ ଏବଂ ନିଜର ମନସ୍କାମନା ଆପଣ ମାନେ ଏଠାରେ କୁହନ୍ତୁ ଦେଖିବେ ଆପଣ ମାନଙ୍କ ସବୁ ମନସ୍କାମନା ଭଗବାନ ଶିବ ପୁରଣ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।