ସୋମବାର କରନ୍ତୁ ଏହି ୫ଟି କାର୍ଯ୍ୟ ! ଘରେ ହେବ ନାହିଁ ଧନ ଧାନ୍ୟର ଅଭାବ !

mony

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋମବାର ଦିନ କରନ୍ତୁ ଏହି ପାଞ୍ଚଗୋଟି କାର୍ଯ୍ୟ ଘରେ ରହିବ ନାହିଁ ଧନ ର ଅଭାବ ଭଗବାନ ଶିବ ଙ୍କୁ ସୋମବାର ଦିନ ସମର୍ପଣ କରାଜାଇଛି ଏହି ଦିନ ରେ ଲୋକ ମାନେ ଶିବ ଲିଙ୍ଗ ଉପରେ କ୍ଷୀର ଏବଂ ବେଲ ପତ୍ର ଚଢାଇ ଥାନ୍ତି , ଭୋଳାନାଥ ଙ୍କୁ ପୂଜା କରିଲେ ମନସ୍କାମନା ପୂରଣ ହୋଇଥାଏ ସୋମବାର ଦିନ ମନ ରୁ ମନ ସେବା କରିବା ଦ୍ୱାରା ଘରେ ଧରା ବର୍ଷା ହୋଇଥାଏ ।linga

ଯଦି ଆପଣ ମାନେ ନିଜର ଘରକୁ ଧନ ଧାନ୍ୟ ରେ ପୂରଣ କରିବା ପାଇଁ ଚାହାଁନ୍ତି ତେବେ ତେବେ ସୋମବାର ଦିନ ଏହି ପାଞ୍ଚଟି କାର୍ଯ୍ୟ କରନ୍ତୁ , ତେବେ ଆସନ୍ତୁ ଜାଣି ନେବା ସେହି କାର୍ଯ୍ୟ ବିଷୟ ରେ ତେବେ ପ୍ରଥମେ ସୋମବାର ଦିନ ଆପଣ ମାନେ ସକାଳୁ ଉଠି ଶିବସଙ୍କର ଙ୍କୁ ଦର୍ଶନ କରି ତାଙ୍କର ଚାଳିଶା ପାଠ କରିଲେ ଆପଣ ମାନଙ୍କ ଘରେ ଧନ ଧାନ୍ୟ ପୂରଣ ହୋଇଥାଏ । ସୋମବାର ଦିନ ସକାଳୁ ଆପଣ ମାନେ ଦୁରାକ୍ଷ୍ୟ କୁ ନେଇ ପୂଜା କରିବା ଦ୍ୱାରା ଆପଣ ମାନଙ୍କ ଦାମ୍ପତ୍ୟ ଜିବନ ସୁଖ ମୟ ହୋଇଥାଏ ,shi

ଏବଂ ଏହା ସହିତ ଆପଣ ମାନଙ୍କ ବିବାହ ରେ ବାଧା ଉପୁଜେ ନାହିଁ , ସେହି ପରି ସୋମବାର ଦିନ ସକାଳୁ ଧଳା ବେଲ ପତ୍ର ରେ ଚନ୍ଦନ ଲଗେଇ ମନରେ ଆପଣ ମାନଙ୍କ ଇଚ୍ଛା କୁ କହି ଶିବ ଲିଙ୍ଗ ଉପରେ ଅର୍ପଣ କରନ୍ତୁ ତେବେ ଦେଖିବେ ଆପଣ ମାନଙ୍କ ଘରେ ଦବୀ ଲକ୍ଷ୍ମୀ ଙ୍କ ବାସ ହୋଇଥାଏ , ସେହି ପରି ସୋମବାର ଦିନ ଶିବ ଲିଙ୍ଗ ରେ କ୍ଷୀର ଚଢେଇ ଓଁ ନମଃ ଶିବାୟ ମନ୍ତ୍ର ଯପ କରିଲେ ଆପଣ ମାନଙ୍କ ବ୍ୟବସାୟ ବୃଦ୍ଧି ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *