ସକାଳୁ ଉଠିବା ପରେ ମରିଗଲେ ବି କରନ୍ତୁ ନାହିଁ ଏହି କାମ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଭଗବାନ ଶ୍ରୀକୃଷ୍ଣ କହନ୍ତୁ ମଣିଷ ସକାଳୁ ଉଠିବା ପରେ ଏହି ଜିନିଷ ର ଦର୍ଶନ କରିବା ଉଚିତ୍ ଏହି ଜିନଷ ର ସକାଳୁ ଉଠି ଦର୍ଶନ କରିବା ଦ୍ୱାରା ଜିବନ ରେ ସୁଖ ସମୃଦ୍ଧି ଐସର୍ଯ୍ୟ ଆଦି ମିଳେ , ଯେଉଁ ମଣିଷ ପ୍ରତ୍ୟେକ ଦିନ ସକାଳୁ ଏହି ସବୁ ଜିନିଷ ରର ଦର୍ଶନ କରେ ତା ଜିବନ ରେ ସାକାରାତ୍ମକତା ବୃଦ୍ଧି ହୋଇଥାଏ । କାରଣ ଆମର ଘରେ ଏବଂ ଆମର ଘର ର ଆଖ ପାଖରେ ଏମିତି କିଛି ଜିନିଷ ରହିଥାଏ ଜାହା ନାକାରାତ୍ମକ ଶକ୍ତି ଛାଡି ଥାଏ ହେଲେ ଏମିତି କିଛି ଜିନିଷ ରହିଥାଏ ବହୁତ ପବିତ୍ର ହୋଇଥାଏ ହେଲେ ଆମେ ମାନେ ସକାଳୁ ଉଠି ସେହି ନାକାରାତ୍ମ ଶକ୍ତି ଛାଡୁ ଥିବା ବସ୍ତୁ କୁ ଦେଖି ଥାନ୍ତି , ଜାହା ଆମ ଉପରେ ନାକାରାତ୍ମକ ପ୍ରଭାବ ପକେଇ ଥାଏ , ତେଣୁ ଆପଣ ମାନେ ସକାଳୁ ଉଠି କେଉଁ ଜିନିଷ କୁ ଦେଖିଲେ ତାହା ଆପଣ ମାନଙ୍କ ପାଇଁ ସାକାରାତ୍ମକ ହୋଇଥାଏ ସେହି ବିଷୟ ରେ ଆସନ୍ତୁ ଜାଣି ନେବା ,morning

ବନ୍ଧୁଗଣ ସକାଳୁ ଉଠି ଦର୍ପଣ ଦେଖିବା ଅନୁଚୀତ ହୋଇ ଥାଏ ଏବଂ କେବେ ବି ବେଡରୁମ୍ ରେ ଦର୍ପଣ ରଖିଛନ୍ତି ତେବେ ବାହାର କରି ଦିଅନ୍ତୁ କାରଣ ଏହା ଦେଖିବା ଅଶୁଭ ଅଟେ । ସେହି ପରି ବନ୍ଧୁଗଣ ଆପଣ ମାନେ ସକାଳୁ ଉଠି ଆପଣ ମାନେ କେବେ ବି କୈଣସି ବି ଜଙ୍ଗଲୀ ପଶୁ ମାନଙ୍କୁ ସକାଳୁ ଉଠି ଦେଖିିବା ତଥା ଆପଣ ମାନଙ୍କ ରୁମ୍ ରେ ବି ସେହି ପରି ପଶୁ ଯେଉଁ ମାନେ ବହୁତ ଖୁଉଁ ଖାର୍ ହୋଇ ଥାନ୍ତି ସେମାନଙ୍କ ଫୋଟ ବି ଦେଖିବେ ତ ଆପଣ ମାନଙଅକ ଦିନ କେବେ ବି ଭଲ ରେ ବିତେ ନାହିଁ ,ସେହି ପରି ବେଳେ ଆପଣ ମାନେ କେବେ ବି ସକାଳୁ ଉଠି ଉଠି ଥିବା ବେଡ଼ ର ଛାଇ କୁ ଦେଖନ୍ତୁ ନାହିଁ,mirara

ଏବଂ ଆପଣ ମାନ ଅନ୍ୟ ବ୍ୟକ୍ତି ର ଛାଇ କୁ ବି କେବେ ଦେଖନ୍ତୁ ନାହିଁ । ଏହା ବହୁତ ଅଶୁଭ ହୋଇ ଥାଏ ସେହି ପରି ବେଳେ ଆପଣ ମାନେ କେବେ ବି କୈଣସି ବି ଜଙ୍ଗଲୀ ପଶୁ ମାନଙ୍କୁ ସକାଳୁ ଉଠି ଦେଖିିବା ତଥା ଆପଣ ମାନଙ୍କ ରୁମ୍ ରେ ବି ସେହି ପରି ପଶୁ ଯେଉଁ ମାନେ ବହୁତ ଖୁଉଁ ଖାର୍ ହୋଇ ଥାନ୍ତି ସେମାନଙ୍କ ଫୋଟ ବି ଦେଖିବେ ତ ଆପଣ ମାନଙଅକ ଦିନ କେବେ ବି ଭଲ ରେ ବିତେ ନାହିଁ ସେମିତି ରେ ଆପଣ ମାନଙ୍କୁ ପୋଷ୍ଟ ଟି କେମିତି ଲାଗିଲା କମେଣ୍ଚ କରି ଜଣେଇବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *