ଦୋଳପୂର୍ଣ୍ଣିମା ଓ ହୋଲିରେ କରନ୍ତୁ ଧନ ପ୍ରାପ୍ତିର କିଛି ଚମତ୍କାରୀ ଉପାୟ ଘରେହୁଏ ଟଙ୍କାବର୍ଷା

holi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନଙ୍କ ଅପେକ୍ଷା ର ଅନ୍ତ ହେବା ପାଇଁ ଯାଉଛି ,କାରଣ ଏହି ଆସୁ ଥିବା ହୋଲି ର ଦିନ ଠାରୁ କିଛି ରାଶି ଏମିତି ରହିଛନ୍ତି ଯେଉଁ ମାନଙ୍କ ଭାଗ୍ୟ ରେ ବହୁତ କିଛି ପରିବର୍ତନ ହେବାକୁ ଯାଉଛି ,ସେମିତି ରେ ଏହି ମାର୍ଚ୍ଚ ରେ ହେବାକୁ ଥିବା ଦୋଳପୂର୍ଣ୍ଣିମା ବା ଫଗୁଁ ପୂର୍ଣ୍ଣିମା ବୋଲି ମଧ୍ୟ କୁହା ଜାଇଛି ,ଏହି ଦିନ ରେ କିଛି ରାଶି ର ଲୋକ ମାନଙ୍କ କ୍ଷେତ୍ର ରେ ପରିବର୍ତନ ହେବା କାରଣ ରୁ ଏମାନଙ୍କ ବୁଧ ଗ୍ରହ ସ୍ଥାନ ରେ ଗୁରୁ ଗ୍ରହ ର ସ୍ଥାପନ ରହିଛି ଜାହା ଦ୍ୱାରା ଏମାନଙ୍କ ପଞ୍ଚମ ରେ ବୃହସ୍ପତି ରହିଛି ,ଏବଂ ସେହିଥି ପାଇଁ ଏହି ଦିନ ରେ କିଛି ରାଶି ମାନଙ୍କ ଭାଗ୍ୟ ରେ ରାଜଯୋଗ ଦେଖିବା ତଥା ବହୁତ କିଛି ପରିବର୍ତନ ଦେଖା ଦେବେ ତେବେ ଆସନ୍ତୁ ସେହି ରାଶି ମାନଙ୍କ ବିଷୟ ରେ ଜାଣିବା ।krishan

ସେମିତି ଶାସ୍ତ୍ର ର ମାନ୍ୟତା ଅନୁସାରେ ଏହି ଦିନ ରେ ଶ୍ରୀକୃଷ୍ଣ ହୋଲିକା ରାକ୍ଷ୍ୟାସୀ ର ବଧ କରି ପ୍ରହଲ୍ଲାଦ ଙ୍କୁ ରକ୍ଷା କରି ଥିଲେ , ସେହି ଦିନ ଠାରୁ ଏହାକୁ ଦୋଳପୂର୍ଣ୍ଣିମା ଭାବେ ପାଳନ କରାଯାଏ , ସେମିତି ରେ ଆପଣ ମାନେ ଏହି ଦିନ ରେ ନିଜର ଘରକୁ ଏକ ମାତା ଲକ୍ଷ୍ମୀ ଙ୍କ ଫୋଟ ନେଇ ଆସନ୍ତୁ ଏବଂ ପରେ ସଂନ୍ଧ୍ୟା ରେ ସେହି ଫୋଟ ପାଖରେ 9 ଟି ମାଟି ଦିପ ଆଣି ତାହାକୁ ସଳିଥା ଦେଇ ଜଳେଇ ଦିଅନ୍ତୁ, ତେବେ ବନ୍ଧୁଗଣ ଏହା ଧନ ଲାଭ ର ଏକ ସରଳ ଉପାୟ ଅଟେ ,holi

ସେହି ପରି ଆପଣ ମାନେ ପାଣି ଥିବା ନଡିଆ ର ବ୍ୟବହାର ବି କରି ପାରିବେ ନଡିଆ ଆଣି ସେହି ଥିରେ ସିନ୍ଦୁର ଲଗାନ୍ତୁ ଏକ ଲାଲି ସୂତା ବାନ୍ଧି ତାହାକୁ ଅରୁଳା ଚାଉଳ ଦେଇ ପୂଜା କରି ନିଅନ୍ତୁ , ଦେଖିବେ ଆପଣ ମାନଙ୍କ ଘରକୁ ଧନ ଲକ୍ଷ୍ମୀ ନିଶ୍ଚିତ ଭାବେ ପ୍ରବେଶ କରିବେ ,ଏହି ଦିନ ରେ ବୃଷ ଏବଂ ମୀନ ରାଶି ର ଲୋକ ମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ଉପାୟ କୁ କରନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *