ମିଳରୁ ଭଲ ହୋଇଯିବ ଡାଇବେଟିସ । କେବଳ ଖାଆନ୍ତୁ ଏହି ଗଛର ପତ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ 15 ବର୍ଷ ରୁ ଚାଲି ଆସୁ ଥିବା ଡାଇବେଟିସ୍ ର ଔଷଧ ଆଜିର ହିଁ ବନ୍ଦ ହୋଇଯିବ ବାସ୍ ଆପଣ ମାନେ ଏହି ପତ୍ର ରୁ ସକାଳେ ଦୁଇଟି ସେବନ କରନ୍ତୁ ,ଆପଣ ମାନଙ୍କୁ ଆଜି ଆମେ ଯେଉଁ ଦୁଇଟି ପତ୍ର ଏବଂ ଏହାର ନୁ୍ସ୍କା ବିଷୟ ରେ କହିବୁ ଆପଣ ମାନେ ବାସ୍ ପ୍ରୟୋଗ ଥରେ କରି ଦେଖନ୍ତୁ ତେବେ ନିଶ୍ଚିତ ଭାବେ ଆପଣ ମାନେ ସଫଳତା ପାଇବେ । ସେମିତି ରେ ବନ୍ଧୁଗଣ କଣ ଆପଣ ମାନଙ୍କ ସୁଗାର ଲେବୁଲ 300 ରୁ 400 ମଧ୍ୟରେ ରହୁଛି ତେବେ ବି ଏହାର ସେବନ କରିବା ପରେ ଏହା ନଶ୍ଚିତ ଭାବେ 100 ମଧ୍ୟ ରେ ରହିବ , ତେବେ ସେହି ପତ୍ର ବିଷୟ ରେ ଆସନ୍ତୁ ଜାଣିବା ,tulasi

ତେବେ ପ୍ରଥମେ ତୁଳସୀ ପତ୍ର ରେ ଡାଇବେଟିସ୍ ରୋଗ ର ଉପଚାର ତୁଳସୀ ପତ୍ର ଅଗ୍ନାଶୟ ର ବେଟା କୋଶିକା ର ଗତି ବିଧି କୁ ସୁଚାରରୁ ବନେଇ ରଖିବା ଏବଂ ଡାଇବେଟିସ୍ ସହିତ ଲଢିବା ରେ ବହୁତ ଉପକାରୀ ଅଟେ ,ଏହାର ସେବନ ପ୍ରତି ଦିନ କରିବା ଉଚିତ୍ ଜାହା ଡାଇବେଟିସ୍ ପାଇଁ ଗୁଢକାରୀ ,ସେହି ପରି ଦୁଇ ରେ ଅମୃତ ଭଣ୍ଡା ର ପତ୍ର ଡାଇବେଟିସ୍ ପାଇଁ ରାମବାଣ ଉପଚାର ଅଟେ । ଅଧିକାଂଶ ଲୋକ ମାନେ ଜାଣନ୍ତି କି ଏହି ଥିରୁ ଡେଙ୍ଗୁ ଜ୍ୱର ଭଲ ହୁଏ ,ହେଲେ ଏହା ଡାଇବେଟିସ୍ ପାଇଁ ବି ବହୁତ ଭଲ ଏହା ଶରୀର କୁ ଗଲା ପରେ ଇନସୁଲିସ୍ ଉତ୍ପାଦନ ବଢେଇ ଦିଏ ଯଦି ଆପଣ ମାନଙ୍କ ଶରୀର ରେ ଇନସୁଲିସ୍ ଉତ୍ପାଦନ ବଢି ଯାଏ । ତେବେ ଆପଣ ମାନଙ୍କ ସୁଗାର ଲେବୁଲ୍ କମ୍ ହେବ ,ଦୁଇ ରେ ଏହା ଆମ ଶରୀର ରେ ପେନକ୍ରିୟଜ୍ ରେ ଯେଉଁ ସବୁ କୋଷିକା ରହି ଥାଏ ।papaia

ଏହାକୁ କ୍ଷୟ ହେବାରୁ ରକ୍ଷା କରେ ,ଏମାନଙ୍କୁ ସମୟ ପୂର୍ବ ରୁ ମରିବାରୁ ରକ୍ଷା କରେ । ଯଦି ଶରୀର ରେ ଏହି ପେନକ୍ରିୟଜ୍ ଉତ୍ପାଦନ କମ୍ ହୁଏ ତେବେ ଇନସୁଲିନ୍ ର ପ୍ରସ୍ତୁତ ହୋଇ ପାରେ ନାହିଁଁ ଜାହା ଫଳ ରେ ଆପଣ ମାନଙ୍କ ଶରୀର ରେ ସୁଗାର ର ଲେବୁଲ ବଢିବାରେ ଲାଗିଥାଏ ଏବଂ ଏହି ଅମୃତ ଭଣ୍ଡା ର ପତ୍ର ଏହି ପେନକ୍ରିଆଜ କୁ ଅତି ଶୀଘ୍ର ମରିବାରୁ ବଞ୍ଚେଇ ଥାଏ , ଏବଂ ଜାହା ଡାଇବେଟିସ୍ କୁ କମେଇଥାଏ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *