IPL 2021 ପୂର୍ବରୁ ପ୍ରଥମଥର ପାଇଁ ବଦଳିଲା ଧୋନିଙ୍କ ଦଳ ଚେନ୍ନାଇ ଚେନ୍ନାଇ ସୁପର କିଙ୍ଗସ୍ ର ଜର୍ସି !!

csk

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଏହି ଥର IPL ପୂର୍ବ ରୁ ଚେନ୍ନାଇ ସୁପର କିଙ୍ଗ୍ ରେ ହୋଇଛି ବଡ ପରିବର୍ତନ ଏବଂ ପ୍ରଥମ ଥର ପାଇଁ ବଦଳିଲା CSK ର ଜର୍ସି CSK ପାଇଁ ଜର୍ସି ବାଛିଲେ ନିଜେ ଧୋନୀ ଜର୍ସି ରେ ଭାରତୀୟ ସେନା ପାଇଁ ରହିଛି ଖାସ୍ ସନ୍ଧେସ , ଏବଂ ଏମିତି ଭାବେ ଜର୍ସି ରୁ ବାଛିବା ପରେ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏହା ଭାଇରଲ ହେବାରେ ଲାଗିଛି , ଏବଂ ଏହି ଜର୍ସି ସଂମ୍ପର୍କ ରେ ଟିମ୍ ର CEO S ବିଶ୍ୱନାଥ ସୂଚନା କରିଛନ୍ତି ।csk

ଏବଂ ସେହି ପରି ବେଳେ ବର୍ତମାନ ସମୟ ରେ ଏକ ଭିଡ଼ିଓ ବି ଭାଇରଲ ହେବାରେ ଲାଗିଛି , ଯେଉଁଠାରେ ଧୋନୀ ଏକ ବ୍ରିଫ୍ କେସ୍ ରୁ ଏକ ଜର୍ସି କୁ ବାହାର କରୁ ଥିବାର ଦେଖିବା ପାଇଁ ମିଳିଛନ୍ତି , ଏହି ସହିତ ଆପଣ ମାନେ ଜାଣି ରଖନ୍ତୁ IPL 2019 ସିଜିନ୍ ରେ ଭାରତୀୟ ସେନା କୁ 2 କୋଟି ଟଙ୍କା ଦାନ କରି ଥିଲେ , ସେମିତି ରେ ଆପଣ ମାନେ ଜାଣି ଥିବେ ବର୍ତମାନ ସମୟ ରେ ଧୋନୀ ସେନା ର କର୍ଣ୍ଣଲ ରହିଛନ୍ତି ,jasi

ଦେଶ ରେ ପ୍ରଥମ ଥର ପାଇଁ ଅନୁଷ୍ଟିତ ହୋଇ ଥିଲା IPL ଏବଂ ସେବେ ଠାରୁ IPL ର ସମସ୍ତ ଟିମ୍ ନିଜର ଜର୍ସି କୁ ପରିବର୍ତନ କରିବାରେ ଲାଗି ଥିଲେ ହେଲେ CSK ସମାନ ଜର୍ସି ରେ ସେବେଠାରୁ ଖେଳି ଆସୁଛି ତେବେ ପ୍ରଥମ ଥର ପାଇଁ CSK ନିଜ ଖେଳାଳି ଙ୍କ ପାଇଁ ଜର୍ସି ଡିଜାଇନ୍ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ତେବେ ଆପଣ ମାନଙ୍କୁ କେମିତି ଲାଗୁଛି CSK ର ନୂଆ ଜର୍ସି ନିଶ୍ଚିତ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *