ନୂଆ ନୂଆ ବାହା ହୋଇଥିବା ହିରୋଇନ ମାନଙ୍କ ନଣନ୍ଦ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଏଠାରେ ଦେଖିବା ଓଲିଉଡ ହିରୋଇନ୍ ମାନଙ୍କ ନଣନ୍ଦ ମାନଙ୍କ ବିଷୟ ରେ ଯେଉଁ ମାନଙ୍କୁ ଆପଣ ମାନେ ଆଗରୁ କେବେ ବି ଆପଣ ମାନେ ଦେଖି ନ ଥିବେ ତେବେ ଏହି ବିଷୟ ରେ ଜାଣିବା ତେବେ ଆମ ଲିଷ୍ଟ ରେ ପ୍ରଥମେ ଆଶୁଛନ୍ତି ଲିପି ତାଙ୍କ ଅଭିନୟ ଆପଣ ମାନେ ତାରା ତାରିଣୀ ସିରିଏଲ ରେ ନିଶ୍ଚିତ ଭାବେ ଦେଖି ଥିବେ ତେବେ ଇଏ ହେଲେ ତାରିଣୀ ଙ୍କର ଭାଉଜ , ତେବେ ଏହା ପରେ ଦୁଇ ନମ୍ବର ରେ ଆସୁଛନ୍ତି ପ୍ରୟଙ୍କା ଆପଣ ମାନେ ପ୍ରିୟଙ୍କା କୁ ତେଜଶ୍ୱନୀ ସିରିଏଲ ରେ ନିଶ୍ଚିତ ଭାବେ ଦେଖି ଥିବେ ଏବଂ ତାଙ୍କର ବହୁତ ଭଲ ଅଭିନୟ ବି ଆପଣ ମାନେ ଦେଖି ଥିବେ ତାଙ୍କର ବହୁତ ଭଲ ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ମନ ରେ ଅଲଗା ପ୍ରକାରର ସ୍ଥାନ ବନେଇ ପାରିଛନ୍ତି ତେବେ ଇଏ ହେଲେ ପ୍ରିୟଙ୍କା ଙ୍କର ନଣନ୍ଦ ,prinak

ସେହି ପରି ଏହା ପରେ ରହିଛନ୍ତି ଜିନା ଆପଣ ମାନେ ଜିନା ଙ୍କୁ ବହୁତ ସାରା ଧାରାବାହୀକ ରେ ଦେଖିବା ପାଇଁ ପାଇ ଥିବେ , ଏବଂ ଆପଣ ମାନଙ୍କୁ ଜଣେଇ ଦେବୁ କି ଇଏ ହେଲେ ଜିନା ଙ୍କର ନଣନ୍ଦ , ଏହା ପରେ ଝିଲିଲୀକ୍ ଭଟ୍ଟାଚାର୍ଯ୍ୟ ରହିଛନ୍ତି , ଯିଏ କି ପ୍ରିତି ରଂଞନ୍ ଘୋଡେଇ ଙ୍କୁ ବିବାହ କରିଛନ୍ତି । ଏବଂ ବିବାହ ପରେ ସେ ଓଡିଶା ରେ ହିଁ ରହୁଛନ୍ତି , ଏବଂ ଇଏ ହେଲେ ଝିଲ୍ଲୀକ୍ ଙ୍କର ନଣଁନ୍ଦ ,jina

ତେବେ ଏହା ପରେ ରହିଛନ୍ତି ଅର୍ଚ୍ଚିତା ଆପଣ ମାନେ ଏହି ନିକଟ ରେ ବିାହ କରି ଥିବା ସବ୍ୟ ଏବଂ ଅର୍ଚ୍ଚିତା ଙ୍କୁ ଦେଖିବା ପାଇଁ ପାଇ ଥିବେ , ତେବେ ଇଏ ହେଲେ ଅର୍ଚ୍ଚିତା ଙ୍କର ନଣନ୍ଦ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *