ବାଛନ୍ତୁ ଏଥିରୁ ଗୋଟିଏ ପଥରଜାଣନ୍ତୁ ଆପଣଙ୍କ ସମସ୍ଯା ଓ ତାର ସମଧାନ !

pathar

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଛନ୍ତୁ ଏଥିରୁ ଗୋଟିଏ ପଥର ଜାଣନ୍ତୁ ଆପଣଙ୍କ ସମସ୍ୟା ଓ ତାର ସମାଧାନ ଆଜି ମୁଁ ଆପଣଙ୍କୁ କିଛି ପଥରର ଚିତ୍ର ଦେଖାଉଛି , ଆପଣ ସେହି ପଥର ମାଧ୍ୟମରେ ଆପଣଙ୍କ ସମନ୍ଧରେ ଥିବା କିଛି ସମସ୍ୟା ତାର ସମାଧାନ ବିସୟରେ ଜଡଣାଇବି ଏହା ପୂର୍ବରୁ ଆପଣ ଗୋଟିଏ ନଜରରେ ଦେଖନ୍ତୁ ଏବଂ ବାଛି ନିଅନ୍ତୁ ଗୋଟିଏ ପଥର ଆଉ ଜାଣନ୍ତୁ ଆପଣଙ୍କ ସମସ୍ୟା ଓ ତାର ସମାଧାନ । ଯିଏ ପ୍ରଥମ ପଥରକୁ ବାଛିଚନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ନିଜର ସନ୍ତତରତା ସବୁଠାରୁ ଅଧିକ ପ୍ରିୟ ଅଟେ ଏବଂ ଆପଣ ନିଜ ଜୀବନରେ ଥିବା ସମସ୍ତ କଷ୍ଟରୁ ମକ୍ତି ପାଇବା ପାଇଁ ଆପଣଙ୍କୁ ଏଓପରି ଏକ ସ୍ଥାନକୁ ଜିବାକୁ ଆବସ୍ୟକ ଯେଉଁଠାରେ ଆପଣଙ୍କୁ କେବଳ ସୁଖ ଏବଂ ଶାନ୍ତି ପ୍ରାପ୍ତ ହେବ ବାହାର ଦୁନିଆକୁ ଭୁଲି ନିଜ ଉପରେ ଧ୍ୟାନ ଦେଇ ପାରିବେ ନିଜ ଭିତରେ ଥିବା ସବ୍ଦକୁ ସୁଣି ପାରିବେ ।pathar

ଦିତୀୟ ପଥର ବାଛିଥିଲେ ଆପଣଙ୍କ ଜୀବନ ରେ ଲାଗିଥିବା ସମସ୍ୟା ସମାଧାନ ହୋଇଯିବ ଏବଂ ଆପଣଙ୍କ ଜୀବନରେ ସକାରତ୍ମକ ପରିବର୍ତନ ସୃଷ୍ଟି ହେବାକୁ ଯାଉଛି ଆଦ୍ୟାତ୍ମକତା ସ୍ଥାପନ ହେବାକୁ ଯାଉଛି ଯାହା ଆପଣ ନିଜେ ଅନୁଭବ କରିପାରିବେ ଏବଂ ପ୍ରେମ ସମ୍ପର୍କରେ ମଧୁରତା ସୃଷ୍ଟି ହେବାର ସମ୍ଭାବନ ରହିଛି । ତୃତୀୟ ପଥର ବାଛିଥିଲେ ତେବେ ଆପଣ ଜଣେ ଆସାବାଦି ବ୍ୟକ୍ତି ଅଟନ୍ତି ଏବଂ ଆପଣଙ୍କ ଭବିସ୍ୱତ ନିଶ୍ଚିନ୍ତ ଭାବରେ ଉଜଳ ହେବ ଆପଣ ଯେତେ ଅଧିକ ଅନ୍ୟର ଦୁଃଖକୁ ଦୂର କରିବେ ଆପଣହ୍କ ଜୀବନରେ ସେତେ ଅଧିକ ସୁଖ ସ୍ଥାପନ ହେବ । ଯଦି ଆପଣ ଚତୃର୍ଥ ପଥର ବାଛିଚନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ସମସ୍ତ ପୁରୁଣା କଥା ଭୁଲି ନୃତନ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ମନରେ ପ୍ରେରଣା ସୃଷ୍ଟି କରିବାକୁ ଯାଉଛନ୍ତି , ଆପଣକୁ ନିଜ ମନରୁ ସବୁ ପ୍ରକାର ଇର୍ଶା ଦେଶ ଭାବକୁ ଦୂର କରିବା ପାଇଁ ପଡିବ ।pathr

ଯେଉଁ ମାନଙ୍କୁ ପଞ୍ଚମ ପଥର ବାଛୁଚନ୍ତି ତେବେ ଆପଣଙ୍କ ମୃତ୍ୟୁ ପୂର୍ବଜ ଅଥବା ଆପଣଙ୍କ ନିକଟତମ ସମ୍ପର୍କିୟ ଆପଣଙ୍କୁ କୌଣସି ପ୍ରକାର ସଙ୍କେତ ସୂଚନା ଦେବାକୁ ଯାଉଛନ୍ତି ଯାହା ଆପଣଙ୍କୁ ଜାଣିବା ନିମନ୍ତେ ପ୍ରୟାସ କରିବାକୁ ପଡିବ । ଯଦି ଆପଣ ଶେଷ ବା ସଷ୍ଠ ପଥର ବାଛିଚନ୍ତି ତେବେ ଏହାର ଅର୍ଥ ଆପଣ ବହୁତ ରୋମାଣ୍ଟିକ ସଭାବର ହୋଇଥାନ୍ତି ଆପଣଙ୍କ ଜୀବନରେ ନୃତନ ଅନୁଭବ ପ୍ରାପ୍ତି କରିବେ ଏବଂ ନୂଆ କ୍ଷେତ୍ରରେ ନୂଆ ପ୍ରୟାସ ଆରମ୍ଭ କରିବାକୁ ପଡିବ ଆପଣ ନୂଆ ନୂଆ ମିତ୍ର କରିବାରେ ସର୍ବଦା ତ୍ତପର ରହିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *