ବାଛନ୍ତୁ ଗୋଟିଏ ପର ଓ ଜାଣନ୍ତୁ ଆପଣଙ୍କର ଭବିଷ୍ୟତ

para

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପିଲାଦିନେ ଉଡୁଥିବା ପରକୁ ଧରିବା ତାକୁ ନେଇ ନୋଟ ବୁକରେ ସଜେଇ କରି ରଖିବା ପ୍ରତ୍ୟେକ ପିଲାମାନଙ୍କର ପ୍ରୟଥିଲା , ବିଭିନ୍ନ ପ୍ରକାରର ପକ୍ଷୀ ମାନଙ୍କର ପରର ରଙ୍ଗ ଓ ଆକାର ଭିନ୍ନ ଭିନ୍ନ ହୋଇଥାଏ , କିନ୍ତୁ ଏହା ସବୁ ପ୍ରକାରର ଉଡ଼ିବାରେ ସାହୟକ ହୋଇଥାଏ , ଏଥିପାଇଁ ମନୋବିଜ୍ଞାନ ଆପଣଙ୍କ ପସନ୍ଦକୁ ମାନସିକ ଭାବରେ ଉଡ଼ିବା ଅର୍ଥାତ୍ ଆପଣଙ୍କ ବିଚାର ସହିତ ଯୋଡ଼ା ହୋଇଥାଏ , ଆପଣଙ୍କ ବିଚାର ହିଁ ଆପଣଙ୍କ ବ୍ୟକ୍ତିତ୍ଵ ନିର୍ଧାରଣ କରିଥାଏ , ଏଥିପାଇଁ ମନୋବିଜ୍ଞାନ ଆପଣଙ୍କ ପସନ୍ଦ ଏବଂ ଆପଣଙ୍କ ବ୍ୟକ୍ତିତ୍ଵ ବହୁତ ଗଭୀର ରହସ୍ୟ ଖୋଲିଥାଏ , ତେବେ ଜାଣିବା କେଉଁ ପରରେ ଆପଣଙ୍କ ବ୍ୟକ୍ତିତ୍ଵ ବହୁତ ଗଭୀର ରହସ୍ୟ ଖୋଲିଥାଏ ତେବେ ଦେଖାଯାଉଥିବା ପର ମଧ୍ୟରୁ ପ୍ରଥମ ପରଟି ବାଛିଛନ୍ତି ତେବେ ଆପଣ ବହୁତ ଦୟାଳୁ ସ୍ୱଭାବର ଅଟନ୍ତି ଏବଂ ଆପଣ ଲୋକମାନଙ୍କୁ ସାଥିରେ ନେଇ ଚଳିବାରେ ବିଶ୍ୱାସ କରନ୍ତି , ସମସ୍ତଙ୍କ ମଙ୍ଗଳ ଚିନ୍ତା କରିଥାନ୍ତି , ପରିସ୍ଥିତି ଯେପରି ହେଉଥାଉ ନା କାହିଁକି ଆପଣା ଯେତେ ସମ୍ଭବ ସେତେ ସାହାଯ୍ୟ କରିଥାନ୍ତି ,para

ଯଦି ଆପଣ ଦିତୀୟ ପରଟି ବାଛିଛନ୍ତି ତେବେ ଆପଣ କୈାଣସି କଥାକୁ ଶିଘ୍ର ଜାଣିପାରନ୍ତି ଓ ବୁଝି ପାରିଥାନ୍ତି ଯେଵେଵି ନୂଆ କାର୍ଯ୍ୟ ସାମ୍ନାକୁ ଆସେ ତାହାକୁ ବହୁତ ଶିଘ୍ର ଗ୍ରହଣ କରିଥାନ୍ତି , ଆପଣ ବୁଦ୍ଧିମାନ ଅଟନ୍ତି କିନ୍ତୁ ବେଳେ ବେଳେ ଭୁଲ ମଧ୍ୟ କରିଵସନ୍ତି ଏବଂ ସାଙ୍ଗମାନଙ୍କ ସହ ସମୟ କାଟିବା ଖୁବ ପସନ୍ଦ କରନ୍ତି ଏଠାରେ ହିଁ ଅସୁବିଧା ହୋଇଥାଏ ଯେ ଆପଣ ଭାବନ୍ତି ଆପଣଙ୍କ ସାଙ୍ଗ କେବଳ ତୁମ ଉପରେ ଧ୍ୟାନ ଦେଉ କିନ୍ତୁ ଏହା ହୁଏ ନାହିଁ ତେଣୁ ଆପଣ କଟିବାରେ ଲାଗନ୍ତି ଲୋକମାନେ ଭାବନ୍ତି ଯେ ଆପଣ ସାଙ୍ଗ କରିବାକୁ ପସନ୍ଦ କରନ୍ତି ନାହିଁ ,para 2

ଯଦି ଆପଣ ତୃତୀୟ ପରଟି ବାଛିଛନ୍ତି ତେବେ ଆପଣ କୈାଣସି କଥାକୁ ଶିଘ୍ର ଜାଣିପାରନ୍ତି ଓ ବୁଝି ପାରିଥାନ୍ତି ଆପଣ ଆତ୍ମ ନିର୍ଭରଶୀଳ ଅଟନ୍ତି ଜୀବନର ଛୋଟରୁ ଛୋଟରୁ ଆପଣ କାହା ଉପରେ ନିର୍ଭର କରନ୍ତି ନାହିଁ , ଆପଣ କୈାଣସି ଗୋଟିଏ ଲକ୍ଷ୍ୟ ରଖିଥାନ୍ତି ଏବଂ ତାକୁ ପାଇବାପାଇଁ ଏକାଗ୍ରତା ସହ ଲାଗି ପଡ଼ନ୍ତି ଆପଣ ହାର ନ ମାନିବା ପରି ବ୍ୟକ୍ତିତ୍ଵ ଅଟନ୍ତି , ଅସଫଳତାରେ ନିରାସ ନହେବା ପରି ବ୍ୟକ୍ତିତ୍ଵ ଅଟନ୍ତି , ଲୋକମାନେ ଆପଣଙ୍କ ଅଧିନରେ କାମ କରିବା ପସନ୍ଦ କରନ୍ତି ,para 3

ଚତୁର୍ଥ ପଖ ଯଦି ଆପଣ ଚତୁର୍ଥ ପଖ ବାଛିଛନ୍ତି ତେବେ ଆପଣଙ୍କର ଗୁପ୍ତ ଚରିତ୍ର କେହି ଜାଣି ପାରନ୍ତି ନାହିଁ , ଆପଣ କିପରି ବ୍ୟକ୍ତି ଅଟନ୍ତି ଏହା ଜାଣିବା ଏକ ରହସ୍ୟମୟ କଥା , ଆପଣଙ୍କ କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କରିବା ପରି ଅଟେ , ଆପଣ ଏକ କଳାତ୍ମକ ବ୍ୟକ୍ତି ବିଶେଷ ଅଟନ୍ତି , ଯଦି ଆପଣ ଶେଷ ବା ପଞ୍ଚମ ପଖଟିକୁ ବାଛିଛନ୍ତି ତେବେ ଆପଣଙ୍କ ଆପଣଙ୍କ କଳ୍ପନା ଶକ୍ତି ଆଶ୍ଚର୍ଯ୍ୟ କରିବା ପରି ଅଟେ , କିନ୍ତୁ ଆପଣଙ୍କ ବଡ଼ ଦୁର୍ବଳତା ଏହା ଅଟେ ଆପଣଙ୍କୁ ଆପଣଙ୍କର କ୍ଷମତା ଉପରେ ବିଶ୍ୱାସ ନାହିଁ ତେଣୁ ଏତେ ପ୍ରଭାବଶିଳ ହୋଇଥିବା ସତ୍ୱେ ଆପଣ ଅସଫଳତାରେ ସାମ୍ନା କରିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *