ଶିବରାତ୍ରୀ ଦିନ ଚୁପଚାପ ଏହି ମନ୍ତ୍ର ଜପ କରନ୍ତୁ | ସବୁ ମନକାମନା ପୂର୍ଣ୍ଣ ହେବ | ନହେଲେ ପୁରା ଧୋଂସ

shiv

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମହାଶିବରାତ୍ରୀ ଦିନ ଯଦି ଉଚିତ୍ ବିଧି ବିଧାନ ସହିତ ପୂଜା କରିବେ ସେତେବେଳେ ଆପମଙ୍କର ସବୁ ମନକାମନା ପୁରଣ ହୋଇଯିବ , ଯଦି ଆପଣଙ୍କୁ ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ପଶ୍ରନ୍ନ କରିବା ରପ ଅଛି ସେତେବେଳେ ନିଜର ରାଶି ଅନୁସାରେ ଏହି ମନ୍ତ୍ର ଗୋଡିକୁ 108 ଥର ଯପ କରନ୍ତୁ ଦେଖିବେ ପ୍ରଭୁଙ୍କ ମହିମାରେ ଆପମଙ୍କର ସବୁ ମନକାମନା ପୁରଣ ହୋଇଯିବ । ତେବେ ଚାଲନ୍ତୁ ଜାଣିବା ନିଜ ରାଶିର ଶୁଭ ମନ୍ତ୍ର କଣ ଅଟେ , ପ୍ରଥମେ ଆସୁଛି ମେଷ ରାଶି । ଯେଉଁ ମାନଙ୍କ ରାଶି ମେଷ ଅଟେ ସେମାନେ ଓଁ ଅଙ୍ଗାରକାୟ ନମଃ ମନ୍ତ୍ର ସଯପ କରନ୍ତୁ , ଏବଂ ରଙ୍ଗରେ ଶିବଙ୍କୁ ପୂଜା କରନ୍ତୁ । ନମ୍ବର 2- ବୃଷ ରାଶି ଏହି ରାଶିର ଲୋକ ଓଁ ଶିବାୟ ନମଃ ମନ୍ତ୍ର ସଯପ କରନ୍ତୁ ଏବଂ କ୍ଷୀର ଦ୍ୱାରା ଭଗବାନ ଶିବଙ୍କୁ ମଧ୍ୟ ଅଭିସେକ କରନ୍ତୁ ।brusha

ନମ୍ବର 3- ମିଥୁନ ରାଶି ଏହି ରାଶିର ଲୋକମାନେ ଓଁ ଗଙ୍ଗାଧରାୟ ନମଃ ମନ୍ତ୍ର ସଯପ କରନ୍ତୁ ଏବଂ ଆଖୁ ରସରେ ଶିବଙ୍କୁ ଅଭିସେକ କରନ୍ତୁ । ନମ୍ବର 4- କର୍କଟ ରାଶି ଏହି ରାଶିର ଲୋକମାନେ ଓଁ ପାର୍ବତୀ ନାଥୟ ନମଃ ମନ୍ତ୍ର ସଯପ କରନ୍ତୁ ଏବଂ ପଞ୍ଚା ଅମୃତରେ ଅଭିସେକ କରନ୍ତୁ । ନମ୍ବର 5- ସିଂହ ରାଶି ଏହି ରାଶିର ଲୋକମାନେ ଓଁ ମମଲେ ସ୍ୱରାୟ ନମଃ ମନ୍ତ୍ର ସଯପ କରନ୍ତୁ ଏବଂ ମହୁରେ ଅଭିସେକ କରନ୍ତୁ । ନମ୍ବର 6- କନ୍ୟା ରାଶି ଏହି ରାଶିର ଲୋକମାନେ ଓଁ ନୀଳକଣ୍ଠାୟ ନମଃ ମନ୍ତ୍ର ସଯପ କରନ୍ତୁ ଏବଂ ସୁଦ୍ଧ ଜଳରେ ଅଭିସେକ କରନ୍ତୁ ।singh

ନମ୍ବର 7- ତୁଳା ରାଶି ଏହି ରାଶିର ଲୋକମାନେ ଦହି ଦ୍ୱାରା ଭଗବାନ ଶିବଙ୍କୁ ଅଭିସେକ କରନ୍ତୁ ଏବଂ ଓଁ ନର୍ମଦସ୍ୱରାୟ ନମଃ ମନ୍ତ୍ର ଯପ କରନ୍ତୁ । ନମ୍ବର 8- ଯଦି ଆପଣଙ୍କର ରାଶି ବିଛା ଅଟେ ତେବେ ଆପଣ କ୍ଷୀର ବା ଦହିରେ ଅଭିସେକ କରନ୍ତୁ ଏବଂ ଓଁ ବୌମାୟ ନମଃ ମନ୍ତ୍ର ଯପ କରନ୍ତୁ । ନମ୍ବର 9- ଧନୁ ରାଶି ଏହି ରାଶିର ଲୋକମାନେ ଓଁ ମମଲାୟ ନମଃ ମନ୍ତ୍ର ସଯପ କରନ୍ତୁ ଏବଂ ଶିବଙ୍କୁ କ୍ଷୀର ଦ୍ୱାରା ଅଭିସେକ କରନ୍ତୁ । ନମ୍ବର 10- ମକର ରାଶି ଏହି ରାଶିର ଲୋକମାନେ ଡାଳିମ୍ବରେ ଶିବଙ୍କୁ ଅଭିସେକ କରନ୍ତୁ ଏବଂ ଓଁ ମୃତ୍ୟୁଞ୍ଜୟ ନମଃ ମନ୍ତ୍ରଟି ଯପ କରନ୍ତୁ ।tula

ନମ୍ବର 11- କୁମ୍ଭ ରାଶି ଏହି ରାଶିର ଲୋକମାନେ କ୍ଷୀର , ଦହି , ଚିହ୍ନି , ଘୀଅ , ମହୁରେ ଅଭିସେକ କରନ୍ତୁ ଏବଂ ଓଁ ମହାକାଳାୟ ନମଃ ମନ୍ତ୍ର ଯପ କରନ୍ତୁ । ନମ୍ବର 12- ମୀନ ରାଶି ଏହି ରାଶିର ଲୋକମାନେ ଭାଙ୍ଗ ଦ୍ୱାରା ଅଭିସେକ କରନ୍ତୁ ଏବଂ ଓଁ ବିଶେସ୍ୱରାୟ ନମଃ ମନ୍ତ୍ର ଯପ କରନ୍ତୁ , ଦେଖିବେ ଆପଣଙ୍କୁ ବହୁତ ଶୁଭ ଫଲ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *