ପବିତ୍ର ଦୋଳ ପୂର୍ଣ୍ଣିମାରେ ଗୃହକୁ ଆଣନ୍ତୁ ଏହି ୫ ଟି ଜିନିଷ ହେବ ଧନର ବର୍ଷା |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଦୋଳ ପୂର୍ଣ୍ଣିମା ବା ହୋଲି ପର୍ବ , ଏହି ଦିନ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ସମସ୍ତ ଆର୍ଥିକ ସମସ୍ୟା ର ଅନ୍ତ ହେବ ଏବଂ ମାତା ଲକ୍ଷ୍ମୀ ଙ୍କ ର କୃପା ରୁ ଘର ରେ ଧନ ସମ୍ପତ୍ତି ର ବର୍ଷା ହେବ । ବନ୍ଧୁଗଣ ଧନ ସମ୍ପତ୍ତି ଜନିତ ସମସ୍ୟା ଲାଗି ରହୁଥିଲେ ଏହାର ମୁଖ୍ୟକାରଣ ଘର ର ବାସ୍ତୁ ଦୋଷ ହୋଇଥାଏ , ଯେଉଁ ଗୃହ ରେ ବାସ୍ତୁ ର ସମସ୍ୟା ରହିଥାଏ ସେଠାରେ ଅଧିକ ଟଙ୍କା ରୋଜଗାର କଲେ ମଧ୍ୟ ଆଶାନୁ ରୁପକ ସଞ୍ଚୟହୋଇ ପାରିନଥାଏ ମାତ୍ର ଏପରି କେତେକ ଜିନିଷ ରହିଛି ଯାହାକୁ ଘରେ ରଖିଲେ ଏହି ସବୁ ସମସ୍ୟା ରୁ ମୁକ୍ତି ମିଳିବା ସହ ଗୂହ ରେ ସୁଖ ଶାନ୍ତି ର ବାତା ବରଣ ଲାଗି ରହିବ , ଯେହେତୁ ଦୋଳ ପୂର୍ଣ୍ଣିମା ବା ପବିତ୍ର ହୋଲି ପର୍ବ ଏକ ଶୁଭ ଦିନ ତେଣୁ ଏହି ଦିନ ଆପଣ ମାନେ ଏହି 5 ଟି ଜିନିଷ କୁ ଘରକୁ ନେଇ ଆସନ୍ତୁ ଦେଖିବେ ଏହାର ପ୍ରଭାବ 2 ଗୁଣା ବଢିଯିବ ତେବେ ଆସନ୍ତୁ ସେହି ଜିନିଷ ବିଷୟ ରେ ଜାଣିବା ।oind

ତେବେ ପ୍ରଥମ ରେ ହେଉଛି ଉଇଣ୍ଡ ଚାଇଲ୍ଡ , ଏହା କୁ ଘରେ ଲଗାଇବା ଦ୍ୱାରା ଘର ର ବାସ୍ତୁ ଦୋଷ ଦୂର ହୋଇଥାଏ , ପବନ ରେ ଏହାର ଶବ୍ଦ ରେ ଘର ର ନକରାତ୍ମକ ଶକ୍ତି ଦୂର ହୋଇଥାଏ ଏହାପରେ ଦ୍ୱିତୀୟ ରେ କ୍ରିଷ୍ଟାଲ ଗ୍ଲୋବ , ପେଙ୍ଗୁଇନ ଶାସ୍ତ ଅନୁଯାଇ କ୍ରିଷ୍ଟାଲ ଗ୍ଲୋବ ନିଜ ଭିତରେ ପ୍ରକାଶ ସମାୟିତକରି ରଖିଥାଏ , ତେଣୁ ଏହାକୁ ଗୃହ ରେ ରଖିବା ଦ୍ୱାରା ସକାରତ୍ମକ ଶକ୍ତି ସହ ଘରେ ହସଖୁସି ର ବାତା ବରଣ ଆଣିଥାଏ । ତେବେ ଏହା ପରେ ତୃତୀୟ ରେ ଘୋଡା ନାଲ , ଘର ର ଉପରେ ବା ମଝି ସ୍ଥାନ ରେ ଏହାକୁ ଲଗାଇ ଦିଅନ୍ତୁ , ଏହା ଘରକୁ ସମସ୍ତ ପ୍ରକାର ର ନକରାତ୍ମକ ଶକ୍ତି ରୁ ଦୁରେଇ ରଖିଥାଏ ଜୀବନ ରେଥିବା ବିଭିନ୍ନ ବାଧା ବିଘ୍ନ କୁ ମଧ୍ୟ ବହୁତ ଶିଘ୍ର ଦୂର କରିଥାଏ ।nala

ତେବେ ଏହା ପରେ ଚତୁର୍ଥ ରେ ଧାତୁ ନିର୍ମିତ କଇଁଛ ପେଙ୍ଗସ ଉଇସ ଶାସ୍ତ୍ର ଅନୁସାରେ ଧାତୁ ନିର୍ମିତି କଇଁଛ ର ବହୁତ ମହତ ବିଷୟ ରେ କୁହାଯାଇଛି ଏହାକୁ ଘରେ ରଖିଲେ ଆର୍ଥିକ ଉନ୍ନତି ହୋଇଥାଏ , ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଜୀବନ ରେ ସୁଖ ଶାନ୍ତି ଭରି ରହିଥାଏ । ତେବେ ଏହା ପରେ ପଞ୍ଚମ ରେ ଲାଫିଙ୍ଗ ବୁଦ୍ଧ , ଘରେ ଲାଫିଙ୍ଗ ବୁଦ୍ଧ ର ମୃର୍ତ୍ତୀ ନିଶ୍ଚୟ ରଖନ୍ତୁ କାରଣ ଏହାକୁ ରଖିଲେ ଘରେ ସୁଖ ସମୃଦ୍ଧି ବଢିଥାଏ , ଆର୍ଥିକ କ୍ଷେତ୍ରେ ଉନ୍ନତି ମଧ୍ୟ ହୋଇଥାଏ , ଏହାକୁ ଘର ର ଉତ୍ତର ଏବଂ ପଶ୍ଚିମ କୋଣ ରେ ରଖନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *