ପାନ କାର୍ଡ ପାଇଁ ବଡ଼ ଖବର ଆସିଲା | ପାଖରେ ଥିଲେ ନିଶ୍ଚୟ ପଢନ୍ତୁ

pan

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାନ କାର୍ଡ କୁ ନେଇ କିଛି ବଡ ଅପଡେଟ୍ ଜାରି ହୋଇ ଥିବା ବେଳେ ଆପଣ ମାନଙ୍କର ପାନ କାର୍ଡ ରହିଛି ତେବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ତେବେ ନିଶ୍ଚିତ ଭାବେ ଜାଣି ପାରିବେ ଏହି ବିଷୟ ରେ ସଂମ୍ପର୍ଣ୍ଣ କିଛି , ଜାହାକୁ ଆପଣ ମାନଙ୍କୁ କେବଳ 7 ଦିନ ମଧ୍ୟ ରେ ଏହି ସବୁ ଷ୍ଟେପ୍ କରିବା ପାଇଁ ପଡିବ ନହେଲେ ଆପଣ ମାନଙ୍କୁ ବି 1 ହଜାର ଟଙ୍କା ଯାଏ ଜୋରିମାନା ଦେବାକୁ ପଡିବ । ତେବେ ବନ୍ଧୁଗଣ ଦେଖନ୍ତୁ ସରକାର ପାନ କାର୍ଡ କୁ ଆଧାର ସହିତ ଲିଘ୍କ୍ କରିବା ପାଇଁ ସେଷ ତାରିଖ ମାର୍ଚ୍ଚ 31 ଯାଏ ଘୋଷଣା କରିଛନ୍ତି ,adhar

ତେବେ ସରକାର ଙ୍କ ଧାର୍ଯ୍ୟ କି ଆପଣ ମାନେ ସେଷ ତାରିଖ ଯାଏ ପାନ କାର୍ଡ ବା ଆଧାର କାର୍ଡ ଲିଙ୍କ୍ ନ କରନ୍ତି ତେବେ ଆପଣ ମାନଙ୍କୁ ଏକ ହଜାର ଟଙ୍କା ଜୋରିମନା ଦେବାକୁ ପଡିବ , ସେହି ପରି ବେଳେ ଯେଉଁ ମାନେ ବିଶେଷ କରି ଗତ ବର୍ଷ ପାନ ଏବଂ ଆଧାର କାର୍ଡ କୁ ନିଜର ବ୍ୟଙ୍କ୍ ଏକାଉଣ୍ଟ ମାନଙ୍କ ରେ ବର୍ତମାନ ସୁଧା ଯୋଡିତ କରି ନାହାଁନ୍ତି ସେମାନେ ବି ଏହି ଦିନ ରେ ଯୋଗ କରି ନିଅନନ୍ତୁ ନହେଲେ ଆବଶ୍ୟକତା ସ୍ଥଳ ରେ ଆପଣ ମାନଙ୍କର ପାନ କାର୍ଡ ଆଉ କାମ କରିବ ନାହିଁ , ଅର୍ଥାତ୍ ନିସ୍କ୍ରିୟ ହୋଇଯିବ ସବୁ ପ୍ରକାର ର ବ୍ୟଙ୍କି ଲାଇନ୍ ରେ ଆପଣ ମାନେ ଖାସ୍ କରି ବ୍ୟବହାର କରି ପାରିବେ ନାହିଁ ,pan

ସେହି ପରି ସବୁ ପ୍ରକାରର ଡିମାଣ୍ଡ ଏକାଉଣ୍ଟ ମ୍ୟୁଚୁଆଲ ଫଣ୍ଡ ଏବଂ ନୂଆ ବ୍ୟଙ୍କ ଖାତା ଖୋଲିବା ଉପରେ ଏହାର ପ୍ରଭାବ ପଡିବ , ପାନ କାର୍ଡ ବିନା ଏହି ସବୁ କାମ ହୋଇ ପାରିବ ନାହିଁ ତେଣୁ ଆପଣ ମାନେ ଜଲ୍ଦି ନିଜର ଆଧାର କୁ ପାନ ରେ ସଂଯୋଗ କରେଇ ନିଅନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *