ନବୀନ ପଟ୍ଟନାୟକଙ୍କ ବଡ଼ ଘୋଷଣା !! ଓଡ଼ିଶା କୁ ପୁଣି ହବ ଲକ୍ଡ଼ାଉନ୍ !! କଣ ସବୁ ଖୋଲା ରହିବ କଣ ବନ୍ଦ ରହିବ ।

news

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଓଡିଶା କୁ ନେଇ ଏବେ ଚର୍ଚ୍ଚା ର ବିଷୟ ପାଲଟିଛି , ଓଡ଼ିଶାରେ ଲକ୍ଡ଼ାଉନ୍ ହେବ କି ନାହିଁ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେବେ ଆସନ୍ତୁ କଣ ରହିଛି ସଂପୂର୍ଣ୍ଣ ଖବର ଉପରେ ନଜର ପକେଇବା ଜାଣିନେବା ଲକ୍ଡ଼ାଉନ୍ କୁ ନେଇ ରାଜ୍ୟ ସରକାର କ’ଣ କହିଛନ୍ତି , ଓଡ଼ିଶାର ପୁଣି ଥରେ ଲକ୍ଡ଼ାଉନ୍ ହେବ କି ନାହିଁ , ଯଦି ହେବ ତେବେ କେଉଁ କେଉଁ ଜିଲ୍ଲାକୁ କରାଯିବ ଆସନ୍ତୁ ଜାଣିବା ଏହା ମାଧ୍ୟମରେ , ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆପଣମାନେ ଗ୍ରହଣ କରିବେ କି ନାହିଁ ଏହା ନିଶ୍ଚିତ ଜଣାନ୍ତୁ । ତେବେ ଆସନ୍ତୁ ଏହି ସଂପୂର୍ଣ୍ଣ ଖବର ଉପରେ ନଜର ପକେଇବା , କରୋନା ସଂକ୍ରମଣ ଦେଶରେ ଏକ ବଡ଼ ଚିନ୍ତାଜନକ ବିଷୟ ଅଟେ ।nabina

କରୋନା ସଂକ୍ରମଣ ତୀବ୍ର ବେଗରେ ବଢ଼ିଚାଲିଛି , ଦେଶରେ ମହାମାରୀ ସଂକ୍ରମଣ ବଢ଼ିଚାଲିଥିଲା ବେଳେ ଏହାର ମୁକାବିଲା ପାଇଁ ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ପ୍ରଧାନମନ୍ତ୍ରୀଙ୍କ ସହ ଭିଡ଼ିଓ କନଫରେନ୍ସରେ ନିଜର ବକ୍ତବ୍ୟ ରଖିଛନ୍ତି ନବୀନ ପଟ୍ଟନାୟକ ଓଡ଼ିଶାକୁ ଆଉ ଲକ୍ଡ଼ାଉନ୍ ଫେରିଵ ନାହିଁ ଏହି ବିଷୟରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଆମ ରାଜ୍ୟରେ ସଂକ୍ରମଣ ନିୟନ୍ତ୍ରଣ ରଖିବା ଆମ ରାଜ୍ୟରେ ‌‌ସମସ୍ତେ ଚେଷ୍ଟା କରିବା ଉଚିତ ମହାମାରୀ ନିୟମ ମାନିବାରେ ‌‌ଲୋକେ ଢ଼ିଲା ପଣ ଦେଖାଉଛନ୍ତି ବିଭିନ୍ନ ଦେଶ ଓ ରାଜ୍ୟ ସଂଖ୍ୟା ବଢିବା ପରେ ସତର୍କ ହେବା ନିହାତି ଜରୁରି ଅଛି , ଏତେ ବିଶାଳ ଜନସଂଖ୍ୟାରେ ଏହାକୁ ରୋକିବା ସମ୍ଭବ ପର ନୁହେଁ ତେଣୁ ସତର୍କ ରହିବା ନିହାତି ଦରକାର ,lock

ରାଜ୍ୟରେ ମହାମାରୀ ସଂକ୍ରମଣ ଏବେ ଟିକେ ନିୟନ୍ତ୍ରଣରେ ଅଛି ଯଦି ପୁଣି ଥରେ ରାଜ୍ୟରେ ସଂକ୍ରମଣ ବଢ଼ି ଚାଲେ ତେବେ ଶେଷରେ ବାଧ୍ୟହୋଇ ରାଜ୍ୟ ସରକାର କିଛି ଜିଲ୍ଲାକୁ ଲକ୍ଡ଼ାଉନ୍ କରିବେ ବୋଲି ଭିଡ଼ିଓ କନଫରେନ୍ସରେ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି , ବର୍ତ୍ତମାନ ସୁଦ୍ଧା ଆମ ପଡ଼ୋଶୀ ରାଜ୍ୟରେ ମଧ୍ୟ ମହାମାରୀ ସଂକ୍ରମଣ ଦିନକୁ ଦିନ ହ୍ରାସ କରିବାରେ ଲାଗିଲାଣି , ଏହାକୁ ଆଖି ଆଗରେ ରଖି ଶେଷରେ ରାଜ୍ୟ ସରକାର ମୁହଁ ଖୋଲିଛନ୍ତି , ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ କଡ଼ାକଡ଼ି ନିୟମାବଳି ଅନୁସରଣ କରାଯାଉଛି , ପୁନର୍ବାର ଆମ ଓଡ଼ିଶାରେ ମହାମାରୀ ସଂକ୍ରମଣ ବ୍ୟାପିଯାଏ ତାହେଲେ ଶେଷରେ ବାଧ୍ୟହୋଇ ରାଜ୍ୟ ସରକାର ଲକ୍ଡ଼ାଉନ୍ ଘୋଷଣା କରିବେ ବୋଲି କହିଛନ୍ତି , ତେଣୁ ଆମେ ବର୍ତ୍ତମାନ ସମୟରେ ସବୁ ନିୟମ ମାନି ଚଳିବା ଉଚିତ ଏବଂ ସତର୍କତା ସହ ରହିବା ଉଚିତ , ଘରରୁ ବାହାରକୁ ଗଲେ ମାସ୍କ ପିନ୍ଧି ବାହାରିବା ଉଚିତ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *