ଧନବାନ ହେବା ପୁର୍ବରୁ ମନିଷକୁ ମିଳିଥାଏ ଏହି ସଂକେତ,ବନିଥାନ୍ତି କୋଟିପତି |

krishna

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ମଣିଷ ଜିବନ ରେ ଯେତେ ବେଳେ ଭଲ ହେବାକୁ ଥିବ ତେବେ ତାହାକୁ ତାହାର କିଛି ନା କିଛି ସଂଙ୍କେତ ମିଳିଥାଏ ଯେଉଁ ମଣିଷ ଏହି ସଂଙ୍କେତ କୁ ବୁଝିଯାଏ ତେବେ ଖରାପ ସମୟ କୁ ବି ସେ ଏଡେଇ ଦେଇ ପାରେ ଏବଂ କେବେ ବି ମଣିଷ ର ଭଲ ସମୟ ଆସିବା ପରେ ମଣିଷ କୁ ଅହଁଙ୍କାର କରିବା ଉଚିତ୍ ନୁହେଁଁ , ଆମେ ଆଜି ଆପଣ ମାନଙ୍କୁ ସେହି ସବୁ ସଂଙ୍କେତ ବିଷୟ ରେ ଆପଣ ମାନଙ୍କ ସହିତ ଆଲୋଚନା କରିବା ପାଇଂ ଚାହିଁବୁ ଜାହାକୁ ଭଗବାନ ନିଜର ଭଲ କିମ୍ଭା ଖରାପ୍ ସମୟ ଆସିବା ପୂର୍ବ ରୁ ଦେଇ ଥାନ୍ତି ,ପ୍ରଥମେ ରହିଛି ପେଚା ଏହାକୁ ମାତା ଲକ୍ଷ୍ମୀ ଙ୍କର ବାହାନ ବୋଲି କୁହା ଜାଇ ଥାଏ ତେବେ ଆପଣ ମାନଙ୍କୁ କେଉଁ ଠାରେ ବି ପେଚା ଦେଖା ଯାଏ, ତେବେ ଏହି କଥା କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ନିଅନ୍ତୁ କି ।l

ଆପଣ ମାନଙ୍କ ଭଲ ସମୟ ଆସୁଛି । ଏବଂ ଆପଣ ମାନଙ୍କ ଉପରେ ମାତା ଲକ୍ଷ୍ମୀ ଆଶିଷ ବର୍ଷିବା ପାଇଁ ଯାଉଛି, ଦୁଇ ନମ୍ବର ରେ ରହିଛି ଯଦି ଆପଣ ମାନଙ୍କୁ କେବେ ସବୁଜ ରଙ୍ଗ ର ଜିନିଷ ଦେଖା ଦିଏ ଏବଂ ଏହା ହଠାତ୍ ବା ମନେ ରେ ବାରମ୍ଭାର ଆସୁ ଥାଏ ତେବେ ସେହି ପରି କ୍ଷେତ୍ର ରେ ବି ଆପଣ ମାନଙ୍କ ପାଇଁ ଶୁଭ ସଂଙ୍କେତ ରହି ଥାଏ ଏବଂ ଏହା ଆପଣ ମାନଙ୍କ ପାଇଁ ବହୁତ ଶୁଭ ସଂଙ୍କେତ ହୋଇ ଥାଏ । ସେହି ପରି ଭାବେ ତୃତୀୟ ରେ ରହିଛି ସଫା ସୁତୁରା . ସବୁ ସମୟ ରେ ମାତା ଲକ୍ଷ୍ମୀ ସେହି ସ୍ଥାନ ରେ ପ୍ରେବଶ କରନ୍ତି ଯେଉଁ ଠାରେ ସଫା ସୁତୁରା ହୋଇ ଥାଏ ,laxmi

ସେମିତି ରେ ଆପଣ ମାନଙ୍କ ଘରେ ଯଦି ଝାଡୁ ରହିଛି ଏବଂ ପ୍ରତ୍ୟେକ ଦିନ ଓଳାଉଛନ୍ତି ତେବେ ଆପଣ ମାନଙ୍କ ଘରକୁବି ଲକ୍ଷ୍ମୀ ଆଶିଷ ମିଳିବ ,ସେହି ପରି ଭାବେ ଚାରି ରେ ଆପଣ ମାନେ ହଠାତ୍ କ୍ରମେ କେଉଁ ଠାରେ ବି ସଂଙ୍ଖ ର ଧ୍ୱନୀ କୁ ସୁଣନ୍ତି ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ପାଇଁ ବି ଶୁଭ ସଂଙ୍କେତ ହୋଇ ଥାଏ ,ତଥା ଆପଣ ମାନଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କ ପ୍ରବେଶ ହୋଇଛି ବୋଲି ଜାଣନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *