ପାଣି ପିଇବା ର AYURBEDIC ନିୟମ | ସୁସ୍ତ ରହିବା ପାଇଁ କେତେ ପାଣି ପିଇବା ଆବଶ୍ୟକ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ଏହି କଥା ବି ଜାଣି ନ ଥିବେ କି ପ୍ରତ୍ୟେକ ମଣିଷ ନିଜର ଜନ୍ମ ସମୟ ରେ 75 ପ୍ରତିଶତ ପାଣି ନେଇ ଆସି ଥାଏ ,କିନ୍ତୁ ଏମିତି ବେଳେ ଆମେ ମାନେ ଯେତେ ଯେତେ ବଡ ହୋଇ ଜାଇ ଥାଏ ସେତେ ସେତେ ପରିମାଣ ରେ ଆମ ଦେହ ରେ ପାଣି ର ମାତ୍ରା ରେ କମି କମି ଜାଇ ଥାଏ । ଏହା 10 ପ୍ରତିଶତ କମି ଥାଏ ଏମିତି ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଆଣ ଦେହ ରେ ପାଣି ର ମାତ୍ରା ଯେତେ ଅଧିକ ହେବ ସେତେ ପରିମାଣ ରେ ଆମ ଦେଶ ବହୁତ ସୁସ୍ଥ ରହିବ । ଏମିତି ରେ ଏବେ ପ୍ରବଳ ଗରମ ଚାଲି ଥିବା ବେଳେ ଆପଣ ମାନଙ୍କୁ ଆମେ ଜଣେଇବା ପାଇଁ ଚାହିଁବୁ କି ଆମ କୁ ଦିନ ରେ କେତେ ଥର ବା କେତେ ଲିଟର ପର୍ଯ୍ୟନ୍ତ ପାଣି ପିଇବା ଦରକାର ଅଟେ ।water

ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ,ଗୋଟିଏ ବ୍ୟକ୍ତି କୁ ନିଶ୍ଚିତ ଭାବେ ବଡ ହେବା ପରେ 83 ପ୍ରତିଶତ ପାଣିି ଦେହ ରେ ରହିବା ଦରକାର ଅଟେ ,ତେବେ ଜାଇ ସେ ସୁସ୍ଥ ରହିବ ,ଏମିତି ରେ ଗୋଟିଏ ବ୍ୟକ୍ତି କୁ ଗୋଟିଏ ଦିନ ରେ 8 ରୁ 9 ଲିଟର ପର୍ଯ୍ୟନ୍ତ ପାଣି ପିଇବା ଦରକାର ଅଟେ ,ତେବେ ଜାଇ ରକ୍ତ ପରିସ୍କାର ରହି ଥାଏ । ତେବେ ଖାଦ୍ୟ ଖିବା ଦ୍ୱରା ବି ଦେହ ରେ ପାଣି ର ମାତ୍ରା ବଢି ଥାଏ ପ୍ରତ୍ୟେକ ସୁକୁଲା ଖାଦ୍ୟ ରେ 31 ପ୍ରତିଶତ ପର୍ଯ୍ୟନ୍ତ ପାଣି ରହି ଥାଏ, ସେହି ପରି ଭାବେ ଯେତେ ବେଳେ ଆପଣ ମାନେ ପାଣି ପିଉ ଛନ୍ତି ନିଶ୍ଚିତ ଭାବେ ଦୁଇ ରୁ ଅଧିକ ଗ୍ଲାସ୍ ରେ ପାଣି ପିଅନ୍ତୁ ।waters

ଏବଂ ପାଣି କୁ ଆପଣ ମାନେ ଯଦି ସଠିକ୍ ସମୟ ଅନୁସାରେ ପିଇ ଥାନ୍ତି ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଶରିରୀର ରେ କୈଣସି ପ୍ରକାରର ରୋଗ ବ୍ୟଦ୍ଧି ରହିବ ନାହିଁ ଏବଂ ଆପଣ ମାନଙ୍କ ସ୍କିନ୍ ବହୁତ ଭଲ ରହି ଥାଏ । ଯେତେ ବେଳେ ଆପଣ ମାନେ ପରିଶ୍ରମ ଭରା କାର୍ଯ୍ୟ କରୁଛନ୍ତି ,ତେବେ ନିଶ୍ଚିତ ଭାବେ ଆପଣ ମାନେ ସେହି ସମୟ ରେ ପାଣି ପିଅନ୍ତୁ ତାହା ଦ୍ୱରା ଦେହ ରେ ଜଳୀୟ ଅଂଶ କମି ନ ଥାଏ । ଏମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଏହି ସବୁ କୁ ସବୁ ସମୟ ରେ ମାନି ଚଳନ୍ତି ତେବେ ନିଶ୍ଚିଚ ଭାବେ ସବୁ ପ୍ରକାରର ରୋଗ ରୁ ମୁକ୍ତି ପାଇବେ ।

Leave a Reply

Your email address will not be published. Required fields are marked *