ଆମେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ତେବେ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ରିସେପସନ ବର୍ତମାନ ସମୟ ରେ ଭୁବନେଶ୍ୱର ରେ ଏକ ହୋଟେଲ ରେ ସରିଜାଇଛି ,ଗତ ସୋମାବାର ଦିନ ଏହି ବିବାହ ବନ୍ଧନ ରେ ସେମାନେ ବାନ୍ଧି ହୋଇଛନ୍ତି ,,ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ପାଖା ପାଖି 5 ଟି ଫିଲ୍ମ ରେ ଅଭିନୟ କରି ସାରିଛନ୍ତି ,ଏମାନଙ୍କ ଅଭିନୟ କୁ ଦେଖିବା ପାଇଁ ସାରା ଓଡିଶା ବାସୀ ବହୁତ ମାତ୍ରା ରେ ପସନ୍ଦ ମଧ୍ୟ କରନ୍ତି ,ସେମାନେ ରାଜସ୍ତାନ ର ଏକ ବିଳାସ ପୂର୍ଣ୍ଣ ରିଜୋର୍ଟ ରେ ଉଭୟ ଙ୍କର ବିବାହ ହୋଇଛି ରାଜା ବେଶ ରେ ଓଡିଆ ଷ୍ଟାର ସବ୍ୟସାଚୀ ସଜେଇ ହୋଇ ଥିବା ବେଳେ ରାଣୀ ବେଶ ରେ ସୁନ୍ଦରୀ ଅର୍ଚ୍ଚିତା ବେଶ୍ ମାନୁଛନ୍ତି ।
ବର୍ତମାନ ସମୟ ରେ ଉଭୟ ଙ୍କ ବର କନ୍ୟା ବେଶ ସୋସିଆଲ ମିଡିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ଲାଗିଛି ,ସେହି ପରି ବିବାହ ପୂର୍ବ ରୁ ଏମାନଙ୍କ ହଳଦୀ ସେରିମୋନି ର ଫୋଟ ସାମ୍ନା କୁ ଆସି ଥିଲା ,ଉଭୟ ଙ୍କ ମଧ୍ୟ ରେ ଦିର୍ଘ ଦିନ ଧରି ପ୍ରେମ ସଂମ୍ପର୍କ ରହି ଥିବା ନେଇ ଚର୍ଚ୍ଚା ହେଉ ଥିଲା , ହେଲେ ଦୁଇଜଣ ଙ୍କ ମଧ୍ୟ ରେ ଚାଲି ଥିବା ଚୋରି ଚୋରୀ ପ୍ରେମ ବିଷୟରେ ଦୁହେଁ କେବେ ଆଗରୁ ମୁହଁ ଖୋଲି ନ ଥିଲେ ଗତ ସୋମବାର ଦିନ ଏମାନେ ହଠାତ୍ ଫେନ୍ ମାନଙ୍କୁ ସର୍ପ୍ରାଇଜ୍ କରି ଦେଇ ଥିଲେ,
ସେମିତି ରେ ତାଙ୍କର ରିସେପସନ ବିଷୟ ରେ କହିବା ତେବେ ସେମାନେ ଭୁବନେଶ୍ୱର କ୍ରାଉନ୍ ହୋଟେଲ ରେ ଏହି ରିସେପସନ ପାର୍ଟି ଦେଇଛନ୍ତି ତେବେ , ସେମାନେ କହିଛନ୍ତି ସେମାନଙ୍କ ଓଡିଶା ରେ ବହୁତ ଫେନ୍ ମାନେ ରହି ଥିବା ବେଳେ ସେମାନେ ଓଡିଶା ରେ ନୁହେଁ ବରଂ ରାଜସ୍ତାନ ରେ ବିବାହ କରି ଥିଲେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।