ସକାଳୁ ଉଠିବା ମାତ୍ରେ ଦେଖନ୍ତୁ ଏହି ଜିନିଷ ଯାହା ଇଚ୍ଛା ଥିବ ହେବ ପୁରଣ |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ମଣିଷ କୁ ସକାଳୁ ଉଠିବା ପରେ ଏହି ଜିନିଷ ଗୁଡିକର ଦର୍ଶନ କରିବା ଉଚିତ , ଏହି ଜିନିଷ ଗୁଡିକ ର ଦର୍ଶନ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ଐଶ୍ଚର୍ଯ୍ୟ ପ୍ରାପ୍ତି ହୋଇଥାଏ , ଯେଉଁ ମଣିଷ ସବୁଦିନ ଏହି ଜିନିଷ ଗୁଡିକ ର ଦର୍ଶନ କରେ ତା ଜୀବନ ରେ ନକରାତ୍ମକ ଶକ୍ତି ର ପ୍ରଭାବ ସମାପ୍ତ ହୋଇଥାଏ ଏବଂ ତା ଜୀବନ ସକରାତ୍ମକତା ରେ ଭରିଯାଏ ,କାରଣ ଆମର ଘରେ କିମ୍ବା ଆମ ଘର ର ଆଖ ପାଖ ରେ କିଛି ଏମିତି ଜିନିଷ ରହିଥାଏ ଯାହା ନକରାତ୍ମକ ଶକ୍ତି ଦେଇଥାଏ ଏବଂ କିଛି ଜିନିଷ ଥାଏ ଯାହା ସକରାତ୍ମର ଶକ୍ତି ଦେଇଥାଏ , କିନମ୍ତୁ ଆମେ ସକାଳୁ ଉଠି ନକରାତ୍ମକ ଶକ୍ତି ଦେଉଥିବା ବସ୍ତୁକୁ ଦର୍ଶନ କରନ୍ତି ତେବେ ଆମ ଜୀବନ ଉପରେ ନକରାତ୍ମକ ଶକ୍ତି ର ପ୍ରଭାବ ପଡିଥାଏ ,vishnu

ଯଦି ସକରାତ୍ମକ ବସ୍ତୁ ର ଦର୍ଶନ କରିବା ତାହାଲେ ଆମ ଜୀବନ ରେ ସକରାତ୍ମକ ଶକ୍ତି ର ପ୍ରଭାବ ପଡିବ , ଏଥିପାଇଁ ଆମର ଶାସ୍ତ୍ର ରେ କିଛି ଏପରି ବସ୍ତୁ ବିଷୟ ରେ କୁହାଯାଇଛି ଯାହାକୁ ସକାଳୁ ଉଠିବା ମାତ୍ରେ ମନୁଷ୍ୟ କୁ ଦର୍ଶନ କରିବା ଉଚିତ, ନୀଇତି ଏହାକୁ ଦର୍ଶନ କରିବା ବହୁତଶୁଭ ମାନାଯାଏ ଓ ମନୁଷ୍ୟ ଜୀବନ ରେ ସକରାତ୍ମକ ଦେଖିବାକୁ ମିଳେ ଆପଣ ଗରିବ ର ସାମନା କରୁଛନ୍ତି ଆପଣ ଙ୍କ ର କାମ ରେ ବାଧା ଆସୁଛି କିମ୍ବା ଆପଣ ଙ୍କ ର ଶତୃ ସଂଖ୍ୟା ବଢୁଛନ୍ତି ତ ଆପଣ ଏହି ଜିନଷ ଗୁଡିକ ର ଦର୍ଶନ କରନ୍ତୁ , ଏହି ଜିନିଷ ଗୁଡିକ ର ଦର୍ଶନ କରିବା ଦ୍ୱାରା ଆପଣ ଙ୍କ ଜୀବନରୁ ସବୁ ସମସ୍ୟା ଦୂର ହେଇଯିବ ।k

ତେବେ ଆସନ୍ତୁ ବନ୍ଧୁଗଣ ସେହି ଜିନିଷ ଗୁଡିକ କଣ ଯାହାକୁ ସକାଳୁ ଉଠୁ ଉଠୁ ଦେଖିବା ଉଚିତ , ଆଉ ଏମିତି କଣ ଜିନିଷ ରହିଛି ଯାହାକୁ ଦର୍ଶନ କରିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ପ୍ରଥମ ଜିନିଷ ଟି ହେଉଛି ଆଇନା , ବାସ୍ତୁ ଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠିବା ପରେ ଅଇନା କେବେ ଦେଖିବା ଉଚିତ ନୁହେଁ ଏହିପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଏ , ବାସ୍ତୁ ଶାସ୍ତ୍ର ରେ କୁହାଯାଇଛି ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପୁଡିଥାଏ ଏବଂ ଜୀବନ ରେ ଉନ୍ନତି ଆସିବା ବଦଳରେ ଅବନତି ହୋଇଥାଏ ,mirar

ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନା ରେ ନିଜର ପ୍ରତିବିମ୍ବ ଦେଖନ୍ତୁ ନାହିଁ ,କାରଣ ସକାଳୁ ଉଠିବା ପରେ ଆମର ଚେହେରା ଖରୀପ ଦେଖା ଯାଉଥାଏ ,ଆଉ ସକାଳୁ ଉଠି ଏହା ଦେଖିବା ଦ୍ୱାରା ଏହାର ପ୍ରଭାବ ଆମର ମନ ଉପରେ ପଡିଥାଏ । ତେଣଉ ଆପଣ କେବେ ବି ଏହାକୁ ସକାଳୁ ଉଠି ଏହାକୁ ଦେଖନ୍ତୁ ନାହିଁ ବରଂ ଆପଣ ପ୍ରତିଦିନ ସକାଳୁ କୈଣସି ଦେବା ଦେବୀ ଙ୍କ ର କିମ୍ବା ଶଙ୍ଖ ଧ୍ୱନି କିମ୍ବା ଭଜନ ଏହା ଶୁଣିଲେ ଆପଣ ଙ୍କ ଶରୀର ରେ ସକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଏବଂ ସେଦିନ ଆପଣ ଙ୍କ ର ଦିନ ଟି ବହୁତ ଭଲ ରେ ବିତିଥାଏ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *