ବାପରେ ଏତେ କୋଟି ଟଙ୍କାର ମାଲିକ ଅର୍ଚୀତା ।

archita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଓଲିଉଡ ହିରୋଇନ୍ ଅର୍ଚ୍ଚିତା ଙ୍କର ସଂମ୍ପତୀ କେତେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ , ସେମିତି ରେ ଓଲିଉ଼ଡ ଜଗତ ରେ ବହୁତ ପରିମାଣ ରେ ନାମ କମେଇ ସାରିଛନ୍ତି ଅର୍ଚ୍ଚିତା , ଏବଂ ଏହା କେବଳ ସମ୍ଭଭ ହୋଇ ପାରିଛି ଆମର ଅଭିନେତ୍ରୀ ଏବଂ ଅଭିନେତା ମାନଙ୍କର ପ୍ରୟାସ ପାଇଁ ଏମାନଙ୍କ ଚେଷ୍ଟା ଆଜି ଓଲିଉଡ ଜଗତ କୁ ବହୁତ ଆଗକୁ ନେଇଛି । ଏବଂ ଓଡିଆ ସିନେମା ଜଗତ ରେ ଏମିତି ଏକ ପରିଚୟ ଦେଇଛି , ସେମିତି ରେ ବର୍ତମାନ ସମୟ ରେ ସବ୍ୟସାଚୀ ଙ୍କୁ ବିବାହ କରି ଓଡିଆଣୀ ବୋହୁ ହୋଇ ସାରିଛନ୍ତି , ତେବେ ସେ 2005 ମସିହା ରେ ହିଁ ଓଲିଉଡ ରେ ପାଦ ଦେଇ ଥିଲେ,archita

ତାଙ୍କର ପ୍ରଥମ ଫିଲ୍ମ ହେଲା ଓ ମାଇ ଲଭ୍ ,ତାଙ୍କର ତିନୋଟି ଫିଲ୍ମ ଆକାଶେ କି ରଙ୍ଗ ଲାଗିଲା , ବାବୁ ଆଇ ଲଭ୍ ୟୁ , ଏବଂ ମୁଁ ଏକା ତୁମର ବହୁତ ହିଟ୍ ହୋଇ ଥିଲା । କେବଳ ଏତିକି ନୁହେଁ ସେ ଆମ ଓଡ଼ିଶା ପାଇଁ ବହୁତ ସୁନାମ ଅର୍ଜନ କରିଛନ୍ତି । ଯେ୍ମିତି କି 2013 ମସିହା ରେ ମିଶ୍ ଫେମନା ଆୱାର୍ଡ ସହିତ ମିଶ୍ ଟେଲେଣ୍ଟେଡ୍ ମିସ୍ ଷ୍ଟାଇଲିସ୍ ହେୟାର ର ପଦବୀ ଜିତି ଥିଲେ , ବର୍ତମାନ ର ବୟସ ହେଲା 27 ବର୍ଷ , ଅର୍ଚ୍ଚିତା ସାହୁ ଙ୍କ ପାଖରେ 55 ଲକ୍ଷ ଟଙ୍କାର ର ଗୋଟିଏ ବି ଏମ୍ ଡୋବ୍ଲୁୁ କାର୍ ରହିଛି ,ଏହା ସହିତ ତାଙ୍କ ପାଖରେ ଗୋଟିଏ ଭଲ ଆଲିସାନ୍ ଘର ରହିଛି ,ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ନେଇ ଥାନ୍ତି ।archta

ସେ 2005 ରୁ ଆଜି ଯାଏ ମୋଟ୍ 36 ଟି ଫିଲ୍ମ କରି ସାରିଛନ୍ତି । ଆଉ ଓଡ଼ିଶା ରେ ତାଙ୍କର ଫେନ୍ ସବୁଠୁ ଅଧିକ ଅଛନ୍ତି ,ସେ ଓଡ଼ିଶା ର ସବୁଠୁ ଚର୍ଚିତ ଅଟନ୍ତି ,ଅର୍ଚ୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ଯେତେ ଟଙ୍କା ନିଅନ୍ତି ଏମିତି କେହି ହିରୋଇନ୍ ନିଅନ୍ତି ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *