କେବଳ ଥରେ ଲଗାନ୍ତୁ, ଅର୍ଶ ଶୁଖିକି ଝଡ଼ିଯିବ | ଆୟୁର୍ବେଦିକ ଉପାୟ

ars

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଅର୍ଶ ବା ପାୟେଲ୍ସ ଭଳି ସମସ୍ୟା ସମସ୍ତ ଙ୍କ ମଧ୍ୟ ରେ ଦେଖିବା ପାଇଁ ମିଳୁଅଛି ଏବଂ ଏହା ହେବା ଦ୍ୱାରା ଆପଣ ମାନଙ୍କୁ ମଳ ତ୍ୟାଗ କରିବାରେ ବହୁତ ପରିମାଣ ରେ କଷ୍ଟ ହୋଇଥାଏ, ଏବଂ ଉଠି ବସିବାରେ ବି ବହୁତ କଷ୍ଟ ଅନୁଭୂତ ହୋଇଥାଏ , ଏହି ରୋଗ ହେବାର ମୂଖ୍ୟ କାରଣ ହେଲା ପେଟ ରେ ଗ୍ୟାସ , ତେବେ ଆମେ ଆପଣ ମାନଙ୍କ ପାଇଁ ଆଜି ଏମିତି କିଛି ଚମତ୍କାରୀ ଉପଚାର ନେଇ କରି ଆସିଛୁ ଜାହାର ପ୍ରୟୋଗ ଦ୍ୱାରା ଅର୍ସ ରୁ ରକ୍ତ ପଡିବା ବନ୍ଦ ହୋଇ ଯାଏ ତଥା ବାହାର କୁ ବାହାରି ଥିବା ଅର୍ସ ହିଁ ଭିତର କୁ ଚାଲି ଯାଏ , ତେବେ ସେହିଥି ପାଇଁ ଆପଣ ମାନେ ଆଜିର ପୋଷ୍ଟ କୁ ନିହାତି ଦେଖନ୍ତୁ ,ars

ତେବେ ବନ୍ଧୁଗଣ ଏହି ସାମଗ୍ରୀ କୁ ବନେଇବା ପାଇଁ ଆପଣ ମାନଙ୍କୁ ଗୋଟିଏ ସାମଗ୍ରୀ ର ଆବଶ୍ୟକତା ପଡିବ ଜାହା ଆପଣ ମାନଙ୍କ ରୋଷେଇ ଘରେ ଅତି ସହଜ ରେ ମିଳି ଯିବ ତେବେ ଆପଣ ମାନଙ୍କୁ ଏହିଥି ପାଇଁ ଆବଶ୍ୟକତା ପଡିବ ଜିରା ସେମିତି ରେ ଆପଣ ମାନଙ୍କୁ ଏହା ଅତି ସହଜ ରେ ମିଳି ଯିବ ।

ଏହା ପାଇଁ ଆପଣ ମାନେ ତିନି ଚାମଚ ଜୀରୀା ର ପ୍ରୋୟଗ କରନ୍ତୁ ଏହି ଜୀରା ନେଇ ସେହି ଥିରେ ଅଲ୍ପ ପାଣି ଦେଇ ସଂମ୍ପର୍ଣ୍ଣ ଭାବେ ଗ୍ରାଇଣ୍ଡିଂ କରନ୍ତୁ , ତେବେ ଆପଣ ମାନଙ୍କୁ ଏବେ କେମିତି ଏହାର ପ୍ରୋୟଗ କରିବା ପାଇଁ ପଡିବ ତେବେ ଆପଣ ମାନଙ୍କର ଅର୍ସ ରେ ଯେଉଂ ସ୍ଥାନ ରେ ରକ୍ତ ପଡୁଛି ତେବେ ଏବଂ ଆପଣ ମାନଙ୍କ ଅର୍ସ ରୁ ବାହାର କୁ ବାହାରି ଆସୁ ଥିବା ମାଂସ ବଳୀ ରେ ଆପଣ ମାନଙ୍କୁ ସେହି ଜୀରା ବଟା କୁ ରଖିବା ପାଇଁ ପଡିବ ଏବଂ ଆପଣ ମାନେ ସେହି ଜୀରାକୁ ତଳକୁ ପକେଇ ଦେବାର ନାହିଁ ଆପଣ ମାନେ କୈଣସି କର୍ଟନ ସାହାଯ୍ୟ ରେ ତାହାକୁ ଘୋଡେଇ ଦିଅନ୍ତୁ ,arsa

ଏବଂ ଏମିତି ପ୍ରେସ୍ସ୍ ଆପଣ ମାନଙ୍କୁ ରାତି ରେ ଶୋଇବା ସମୟ ରେ ଆପଣ ମାନଙ୍କୁ କରିବା ପାଇଁ ପଡିବ ଏବଂ ସକାଳୁ ଉଠି କରି ଆପଣ ମାନେ ଏହାକୁ ବାହାର କରି ଦିଅନ୍ତୁ। ଏମିତି ଆପଣ ମାନେ କେବଳ ସାତ ଦିନ ପରିକ୍ଷା କରନ୍ତୁ ଦେଖିବେ ଆପଣ ମାନଙ୍କ ଏହି ସବୁ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ , ଏବଂ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଫରକ୍ ଦେଖିବା ପାଇଁ ମିଳିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *